ଏଇ ଭାରତରେ

ଯୁବପିଢ଼ି ଚାହିଁଲେ ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟକୁ ବ୍ୟାପକ କରିପାରିବେ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ମଧୁର ଏବଂ ତାଙ୍କ ବନ୍ଧୁମାନେ। ମହାରାଷ୍ଟ୍ରର ଅମରାବତୀ ନିବାସୀ ମଧୁର ଏନ୍‌. ରଥି ଏବଂ ତାଙ୍କର ତିନି ବନ୍ଧୁ ରୋଶନ ପିଦିୟାର୍‌, ଅଭିଷେକ ମୋଡାକ, ଭୂଷଣ ବୁବ୍‌ ପ୍ଲାଷ୍ଟିକ ବର୍ଜ୍ୟରୁ ରିସାଇକେଲିଂ ପଦ୍ଧତିରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରୁଛନ୍ତି। ସେମାନେ ରିସାଇକେଲ୍‌ ବେଲ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଘର ଉପକରଣ ପ୍ଲାଷ୍ଟିକ ଜିନିଷ ତିଆରି କରି ‘ଇକୋନିଚର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ମଧୁର ଏହି କମ୍ପାନୀର ସିଇଓ ଓ ତାଙ୍କୁ ବୟସ ଏବେ ୩୩। ଏମ୍‌ବିଏ ପରେ ଅହମ୍ମଦାବାଦ୍‌ରେ ଏକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ସେଠାରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ଏହା ଚଳାଇଛନ୍ତି। ଏହିସବୁ ଜିନିଷର ମୂଲ୍ୟ ୩୦୦ଟଙ୍କାରୁ ୨୯୦୦ ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି। ୨୦୧୯ ଅକ୍ଟୋବରରୁ ‘ଇକେନିଚର’ ଆରମ୍ଭ କରି ଏବେ ସୁଦ୍ଧା ସେମାନେ ୧୪୦୦ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଉପଯୋଗ କରିସାରିଲେଣି। ସେମାନେ ପ୍ଲାଷ୍ଟିକ ଚେୟାର, ଷ୍ଟୁଲ, ର଼୍ୟାକ୍‌, ସେଲ୍‌ଭସ ପଟସ୍‌, ବେଞ୍ଚ ଓ ଟେବୁଲ ଆଦି ତିଆରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦୦ କେ.ଜି. ଓ୍ବେଷ୍ଟ ପ୍ଲାଷ୍ଟିକ ଓଜନର ଜିନିଷ ବିକ୍ରି କରି ସାରିଲେଣି। ବର୍ଷକୁ ୧ କୋଟି ଟଙ୍କାର କାରବାର କରୁଛନ୍ତି ମାସକୁ ଲାଭ ପାଉଛନ୍ତି ୧.୫ରୁ ୨ ଲକ୍ଷ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ଭୋକର ଭବିଷ୍ୟତ

ନିକଟରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ)ରେ ଭାରତ ୧୦୭ ଦେଶ ମଧ୍ୟରୁ ୯୪ ସ୍ଥାନରେ ରହିଛି। ଗତବର୍ଷ ଏହାର ସ୍ଥାନ ୧୦୨ ଥିଲା।...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

ଏଇ ଭାରତରେ

ବଗିଚା କହିଲେ ଘର ଅଗଣା, କିନ୍ତୁ ଫଳୁଛି ବ୍ରାଜିଲର ୨୫୦ ପ୍ରକାର ଫଳ। ଅଗଣାରେ ଏଭଳି ଚାଷକରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି କେରଳର ପରେଶ ଜନାନ୍‌।...

ଗାଈଙ୍କ କୃତ୍ରିମ ଗର୍ଭାଧାନରେ ସମସ୍ୟା

ମାନେକା ଗାନ୍ଧୀ ଗୋରୁଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଆର୍ଟିଫିସିଆଲ ଇନ୍‌ସିମିନେସନ(ଏଆଇ) ବା କୃତ୍ରିମ ଗର୍ଭାଧାନ ପ୍ରକ୍ରିୟା ଦେଶରେ ବହୁଳ ଭାବେ କାର୍ଯ୍ୟକାରୀ କରାଯାଉଛି। ୨୦୧୭ରେ...

ଏଇ ଭାରତରେ

ଡେରାଡୁନ ଚିଡ଼ିଆଖାନାର ଡାଇରେକ୍ଟର ପି.କେ. ପାତ୍ରୋଙ୍କ ପରିବେଶ ସଚେତନତା ନିଶ୍ଚିତ ଭାବେ ପ୍ରେରଣାଦାୟକ। ସେ ଚିଡ଼ିଆଖାନାକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରିପାରିଛନ୍ତି। ସେଠାରେ କୌଣସି ପ୍ଲାଷ୍ଟିକ...

ଫନୀ ଫେରାଇଛି ପୁରୁଣା ଦିନ

ପ୍ରକାଶ ତ୍ରିପାଠୀ ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ...

ଚାଇନା ଦେଖୁଛି

ଯୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ୧୩ ଦିନ ଅତିକ୍ରମ କରିଗଲାଣି। ତଥାପି ଉଭୟ ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏହାଦ୍ୱାରା ଭୂରାଜନୈତିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁ...

ଏକତାର ପର୍ବ ମହାଶିବରାତ୍ରି

ସୃଷ୍ଟିରୂପୀ ରଙ୍ଗମଞ୍ଚରେ ପ୍ରତ୍ୟେକ ଦେଶ ଏବଂ ଜାତିର ଯେଉଁ ନିଜସ୍ବ କଳା, ସଂସ୍କୃତି ଓ ପରମ୍ପରା ରହିଛି ତାହା ଜୀବନରେ ନିତ୍ୟ ସରସତା ପ୍ରଦାନ କରେ...

Advertisement
Archives

Model This Week