ବସ୍ତି ପିଲାଙ୍କ ଆଶାର ଆଲୋକ ପାଲଟିଛନ୍ତି ଜଣେ ଆଇନ ପ୍ରାଧ୍ୟାପକ। ଇନ୍ଦୋର ନିବାସୀ ପ୍ରାଧ୍ୟାପକ ଡ. ଲଲିତ ଶର୍ମା ବର୍ଷକୁ ୫୦୦ ବସ୍ତି ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। କେବଳ ବସ୍ତି ପିଲା ନୁହନ୍ତି, ରାସ୍ତକଡ଼ରେ ରହୁଥିତ୍ବା ତଥା ଯାଯାବର ଜୀବନ ବିତାଉଥିବା ପିଲାମାନଙ୍କୁ ସେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ‘ଆଭା କୁଞ୍ଜ’ ସଂସ୍ଥା ମାଧ୍ୟମରେ ସେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ତାଙ୍କର ଏହି ଅଭିଯାନରେ ୨୦୦ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ୨୦୦୯ରେ ଡ. ଶର୍ମା ଇନ୍ଦୋର ଆସିବା ପରେ ତାଙ୍କ କଲେଜ ଦାୟିତ୍ୱ ପରେ ୫ ଜଣ ବସ୍ତି ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ତାଙ୍କ ପାଖକୁ ୨୦ ଜଣ ପିଲା ଆସିଲେ। ପିଲାଙ୍କର ଶିକ୍ଷା ପ୍ରତି ଆଗ୍ରହକୁ ଳକ୍ଷ୍ୟ କରି ସେ ‘ଆଭା କୁଞ୍ଜ’ ପ୍ରତିଷ୍ଠା କରି ଅଧିକ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବର୍ଷକୁ ପ୍ରାୟ ପ୍ରଥମରୁ ଦଶମ ଶ୍ରେଣୀଯାଏ ପ୍ରାୟ ୫୦୦ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ଇନ୍ଦୋରରେ ୨୨ଟି କେନ୍ଦ୍ରରେ ପିଲାମାନଙ୍କୁ ପଢ଼ାଯାଉଛି। ଆଭା କୁଞ୍ଜରେ ପଢ଼ିଥିତ୍ତ୍ବା ବହୁ ଛାତ୍ର ଏବେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିିତ ହୋଇପାରିଛନ୍ତି।
ସନ୍ତାନ ବତ୍ସଳତା
ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…
ସଭ୍ୟତାର ନୀରବ ନିର୍ମାତା
କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…
ଆଇନର ସଂଶୋଧନ ଓ ଆଧୁନିକୀକରଣ
ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…
ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ
ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହିଆସୁଛନ୍ତି।…
ଏଇ ଭାରତରେ
ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍ ସରକାରୀସ୍ତରରେ…
ଚାଲ ଭୋଟର ତିଆରି କରିବା
ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…
କଳାଧନ ଓ କାଳମନ
କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…
ଇଏ କି ଭକ୍ତ-୨
ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍ର ତାଜା…

