ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀ ଗ୍ରାମାଞ୍ଚଳର ୯୦୦ରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲକୁ ବିଦ୍ୟୁତ୍‌ ଯୋଗାଇ ଦେବାର ବ୍ୟବସ୍ଥା କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଡ. ଜିତେନ୍ଦ୍ର କୁମାର ସୋନି। ରାଜସ୍ଥାନର ନାଗପୁରର ଜିଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଜୁଲାଇ ୨୦୨୦ରେ ଦାୟିତ୍ୱ ନେବା ପରେ ଗୋଟିଏ ବର୍ଷରେ ଏହି ସଫଳତା ହାସଲ କରିପାରିଛନ୍ତି। ସେ ଏଥିପାଇଁ ‘ଉଜାସ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଦୁର୍ଗମ ଅଞ୍ଚଳରେ ବହୁ ସ୍କୁଲରେ ବ୍ୟକ୍ତିଙ୍କ ଅନୁଦାନରେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଉକ୍ତ କାର୍ଯ୍ୟରେ ଜିଲାର ବିଡିଓ,ସରପଞ୍ଚ, ସ୍କୁଲ ଶିକ୍ଷକମାନେ ପ୍ରତ୍ୟକ୍ଷ ଭାବେ ଜଡିତ ରହି କାର୍ଯ୍ୟ କରୁଛନ୍ତି। ଜିଲାପାଳଙ୍କ ଏହି ପ୍ରୟାସ ଯୋଗୁ ଜିଲାର ସମସ୍ତ ସ୍କୁଲରେ ବିଦ୍ୟୁତୀକରଣ ଶେଷ ହୋଇପାରିଛି। ସରକାରୀ ସ୍କୁଲରେ ପଢ଼ିଥିତ୍ବାରୁ ସେଠାକାର ଅଭାବ ଅସୁବିଧାକୁ ଦୃୟଙ୍ଗମ କରିଛିି। ଏହାକୁ ସୁଧାରିବା ଲାଗି ଏଭଳି ଅଭିଯାନ ଚାଲିଛି ବୋଲି କହନ୍ତି ଜିଲାପାଳ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି।...

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ...

ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ...

ସାଲିସରେ ମାଲିସ

ପିଲାଦିନେ ଶୁଣିଥିଲୁ ଯିଏ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇଦେଇ ପାରିଲା ସେ ରହିଲା ଆଗଧାଡ଼ିରେ। ଏବେ ଓଡ଼ିଶା ରାଜନୀତିରେ ଦେଖାଯାଇଛି ଯେ ବାଘ ଚାରିପଟରେ...

ଏଇ ଭାରତରେ

ଦେଶର ଗୃହଶତ୍ରୁ ଭାବେ ମାଓବାଦୀଙ୍କୁ ବିବେଚନା କରାଯାଏ। ସରକାର ତଥା ପ୍ରଶାସନ ବିରୋଧୀ କାମ ଯୋଗୁ ଜନସାଧାରଣଙ୍କ ଜୀବନ ତଥା ସମ୍ପତ୍ତି ନଷ୍ଟ ହୋଇଥାଏ। ଅନେକ...

ସଙ୍କଟରେ ପଞ୍ଚଭୂତ

ଅଭିମନ୍ୟୁ ଧଳ ଯାହା କେବେ ମରେ ନାହିଁ, ସେ ଅମୃତ। ଅର୍ଥାତ୍‌ ଅମୃତ କୌଣସି ପରିସ୍ଥିତିରେ ଜୀବନୀଶକ୍ତି ହରାଏ ନାହିଁ। ମାଟି, ପାଣି, ପବନ, ଉତ୍ତାପ,...

ଭାଷଣସର୍ବସ୍ବ ସରକାର

ଆକାର ପଟେଲ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି...

ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ...

Advertisement
Archives

Model This Week