Advertisement

ଏଲନ ମସ୍କଙ୍କ ଘୋଷଣା: ନୂଆ ନିୟମ ଅନୁଯାୟୀ ନକରାତ୍ମକ ଟୁଇଟକୁ ଆଗକୁ ବଢାଇବ ନାହିଁ ଟୁଇଟର

ୱାଶିଂଟନ,୧୯ ।୧୧: ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟୁଇଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନୀତି ଅନୁଯାୟୀ, ନକରାତ୍ମକ ଓ ଘୃଣା ଶବ୍ଦ ଥିବା ଟୁଇଟକୁ ଆଗକୁ ନ ବଢାଇବା ଓ ଏହାକୁ ଡିମୋନେଟାଇଜ କରିବାକୁ ଘୋଷଣା କରାଯାଇଛି । ସେ ଟୁଇଟ କରି କହିଛନ୍ତି ଯେ ନୂତନ ଟୁଇଟର ନୀତି ହେଉଛି ଅଭିବ୍ୟକ୍ତିର ସ୍ୱାଧିନତା, କିନ୍ତୁ ପ୍ରବେଶ ସ୍ୱାଧିନତା ନୁହେଁ ।
ଏହା ପୂର୍ବରୁ ସେ ଘୋଷଣା କରିଥିଲେ କି ଟୁଇଟରର କିଛି ବିବାଦସ୍ପଦ ଆକାଉଣ୍ଟକୁ ପୁର୍ନସ୍ଥାପିତ କରିବାର ଯୋଜନା କରାଯାଉଛି, ଯାହାକୁ ପୂର୍ବରୁ ପ୍ରତିବନ୍ଧିତ ବା ନିଲମ୍ବିତ କରି ଦିଆଯାଇଥିଲା । ହେଲେ କମ୍ପାନୀ ଏବେ ପର୍ଯ୍ୟନ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଆକାଉଣ୍ଟକୁ ନେଇ କୌଣସି ନିର୍ଣ୍ଣୟ ନେଇ ନାହିଁ ଏଲନ ମସ୍କ ମାଇକ୍ରୋବ୍ଲଗିଙ୍ଗ ସାଇଟର ନିୟନ୍ତ୍ରଣକୁ ସମ୍ଭାଳିବା ପରଠାରୁ ଟୁଇଟରକୁ ନୂଆ ରୂପ ଦେବାକୁ ଲାଗି ପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଲକ୍‌ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…

ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଜାରି ହୋଇଛି।...

ଉଭେଇଯିବ ବୃହତ୍‌ ହିମବାହ

ଓ୍ବାଶିଂଟନ,୪ା୧୧:ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଆମେରିକାର ୟଲୋଷ୍ଟୋନ୍‌ ପାର୍କ୍ସ, ଇଟାଲୀର ଡୋଲୋମାଇଟ୍ସ ଏବଂ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ ସମେତ ବିଶ୍ୱର ଅନେକ ପ୍ରସିଦ୍ଧ ହିମବାହ...

ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି...

ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା...

ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ଆମେରିକା: ଜୋ ବାଇଡେନ

ୱାଶିଂଟନ,୭ ।୯: ଆଫଗାନିସ୍ତାନ ଉପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ କବଜା କରିଥିବା ଦାବି କରିଛି । ଏବେ ସେଠାରେ ମହା ସମାରୋହ ମାଧ୍ୟମରେ ତାଲିବାନ ସରକାର...

୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ...

ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ...

ଭାରତକୁ ଟାଣିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୫।୧: ଆମେରିକାର ରକେଟ ମାଡ଼ରେ ଇରାନ ସେନାର କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଇଛି।...

Advertisement
Archives

Model This Week