ଏମିତି କଲେ ଘରକୁ ଆପଣାଛାଏଁ ଆସନ୍ତି ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି।
ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ କହିଛନ୍ତି, ଯଦି ଜଣେ ବ୍ୟକ୍ତି ତିନୋଟି ଜିନିଷର ପ୍ରତି ଯତ୍ନବାନ୍‌ ହୁଅନ୍ତି, ତେବେ ସେ ସର୍ବଦା ଖୁସି ହୋଇଥାନ୍ତି ଏବଂ ଲକ୍ଷ୍ମୀ ତାଙ୍କ ଘରେ ରହିଥାନ୍ତି। ଜାଣନ୍ତୁ ସେ ସମ୍ପର୍କରେ…
ଏହି ଶ୍ଳୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି, ଯେଉଁଠାରେ ମୂର୍ଖମାନଙ୍କୁ ପୂଜା କରାଯାଏ ନାହିଁ, ଯେଉଁଠାରେ ଖାଦ୍ୟ ଏବଂ ଶସ୍ୟ ବହୁ ପରିମାଣରେ ଗଚ୍ଛିତ ହୁଏ, ଯେଉଁଠାରେ ସ୍ବାମୀ-ସ୍ତ୍ରୀ ଯୁଦ୍ଧ କରନ୍ତି ନାହିଁ, ନ ଡାକିଲେ ମଧ୍ୟ ଲକ୍ଷ୍ମୀ ସେହି ସ୍ଥାନକୁ ଆସିଥାନ୍ତି।

ସେ କହିଛନ୍ତି, ମଣିଷ ମୂର୍ଖମାନଙ୍କୁ ପୂଜା କରିବା ଉଚିତ ନୁହେଁ। ସେମାନଙ୍କୁ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ। କେବଳ ଶିକ୍ଷିତମାନଙ୍କୁ ସମ୍ମାନ ଦିଆଯାଏ।
ଯେଉଁ ଘରେ ଶସ୍ୟ ଭରପୂର ଥାଏ ଲୋକମାନେ ଭୋକରେ ମରନ୍ତି ନାହିଁ, ଏପରିକି ଗୋଟିଏ ଶସ୍ୟ ମଧ୍ୟ ଫିଙ୍ଗାଯାଏ ନାହିଁ ଏବଂ ସ୍ତ୍ରୀ-ସ୍ବାମୀ ମଧ୍ୟରେ କୌଣସି ମତଭେଦ ନଥାଏ, ସେମାନେ ଯୁଦ୍ଧକରନ୍ତି ନାହିଁ ସେହି ସ୍ଥାନରେ ଲକ୍ଷ୍ମୀଙ୍କୁ ନ ଡ଼ାକିଲେ ମଧ୍ୟ ସେ ଯାନ୍ତି, ତାଙ୍କୁ କେହିବି ଅଟକାଇ ପାରିବେ ନାହିଁ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏହି ୫ ଜଣଙ୍କୁ କରନ୍ତୁ ନାହିଁ ବିଶ୍ୱାସ: କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି...

ଏହିସବୁ ଖାଦ୍ୟ ସଜ ଅପେକ୍ଷା ଅଧିକ ସ୍ବାଦିଷ୍ଠ ହୋଇଥାଏ ବାସିରେ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ...

ଘରେ ବହୁତ ମଶା ହେଉଛନ୍ତି କି? ଜାଣନ୍ତୁ ଘଉଡ଼ାଇବାର ଘରୋଇ ଉପାୟ

ଘରେ ମଶା ହେବାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍‌ଗୁନିଆ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଆମେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ କେମିକାଲ୍‌ ଯୁକ୍ତ...

ଓଜନ କମାଇବାକୁ ଚାହୁଁଥିଲେ…

ଲଣ୍ଡନ: ବ୍ରିଟେନ୍‌ର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭର୍‌ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ...

ଏହିପରି କରନ୍ତୁ ମଙ୍ଗଳବାର ବ୍ରତ : ମନସ୍କାମନା ପୂର୍ଣ୍ଣ ସହ ଶନିଙ୍କ କୋପରୁ ପାଇବେ ମୁକ୍ତି

ମଙ୍ଗଳବାର ବ୍ରତ ରଖିବାର ସ୍ବତନ୍ତ୍ର ବିଧି ରହିଛି। ଶ୍ରୀହନୁମାନଙ୍କର ଆରାଧନା କରିବା ଦ୍ୱାରା ଭୟ, ରୋଗ, ଶୋକ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।...

ମନ୍‌ସୁନ୍‌ ଫ୍ୟାଶନ

ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍‌ ସଚେତନ। ତେବେ ଆପଣ...

ଆଦର୍ଶ ଦମ୍ପତି

ବିବାହ ପରେ ବାପଘର ଏରୁଣ୍ଡି ଡେଇଁ ଯେବେ ସ୍ବାମୀଙ୍କ ହାତଧରି ନାରୀଟିଏ ଶାଶୁଘରେ ପାଦ ଦିଏ, ସେଇଠୁ ଆରମ୍ଭ ହୁଏ ଦାମ୍ପତ୍ୟ ଜୀବନ। ଏହି ସମ୍ପର୍କ...

Advertisement
Archives

Model This Week