ଶୁଣିଲାନି ପ୍ରଶାସନ, ମତ୍ସ୍ୟଜୀବି ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ସଂଗଠନ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆ ଗଡ଼ ନିକଟସ୍ଥ ମତ୍ସ୍ୟଜୀବି ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏତେ ବଡ଼ ବାତ୍ୟା ବନ୍ୟା କୌଣସି ପ୍ରଶାସନ କିମା ଜନପ୍ରତିନିଧି ଉକ୍ତ ମତ୍ସ୍ୟଜୀବିଙ୍କ ପାଖରେ ପହଞ୍ଚି ପାରି ନ ଥିବା ବେଳେ ଶୁଖିଲା ଖାଦ୍ୟ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମତ୍ସ୍ୟଜୀବି l ସମୁଦ୍ର ଠାରୁ ମାତ୍ର ପାଞ୍ଚ ଶହ ମିଟର ରହୁଥିବା ଏହି ମତ୍ସ୍ୟଜୀବିଙ୍କୁ ପ୍ରଶାସନ କିଭଳି ମନେ ପକାଇଲେ ନାହିଁ ତାହା ଏବେ ବଡ଼ ପ୍ରଶ୍ନ l ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ବେଳେ ବାତ୍ୟା ପାଇଁ ସମୁଦ୍ରକୁ ମାଛ ମାରିବାକୁ ପ୍ରଶାସନ ବାରଣ କରିଛି। ଅନ୍ୟ କୌଣସି ରୋଜଗାର ବିକଳ୍ପ ନାହିଁ l ଶୁଖିଲା ଖାଦ୍ୟ ବଣ୍ଟନ ବେଳେ ଉମା ଶଙ୍କର ମହାନ୍ତି, ଅପୂର୍ବା ଫାଉଣ୍ଡେସନ ମୁଖ୍ୟ ପ୍ରଭାତ ସାହୁ, ବିଭୁ ପଲାଇ,ମନୋଜ ପ୍ରଧାନ,ପପୁ ପଣ୍ଡା, ବିଭୁତି ଚରଣ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ ତଳକୁ ଖସିଲା ସ୍କୁଲ ଭ୍ୟାନ: ଟଳିଲା ବଡ଼ ଅଘଟଣ

କେନ୍ଦୁଝର,୨୧।୧୧(ନରେଶ ପଟ୍ଟନାୟକ): ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଲା ସ୍କୁଲ ଭ୍ୟାନ। ପ୍ରାୟ ୧୫ ଫୁଟ ତଳକୁ ଖସିଥିବା ଭ୍ୟାନ୍‌ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତେବେ…

ତଳ ଆମ୍ବପଦରରେ ମିଳିତ ଚଢ଼ାଉ: ୪୭ ଖଣ୍ଡ ସାଳ କାଠ ପଟା-ଗଣ୍ଡି ଜବତ

ଥୁଆମୂଳ ରାମପୁର, ୨୧।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଥାନା ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମରେ ବନ ବିଭାଗ ଓ ପୋଲିସ ପକ୍ଷରୁ…

ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ; ଧରି ପକାଇଲେ ଘର ମାଲିକ, ପଶ୍ଚିମବଙ୍ଗର ୪ ଯୁବକ ଗିରଫ

ବଞ୍ଚୋ, ୨୦।୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଗ୍ରାମରେ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ…

ବେଆଇନ ମଦ କାରବାର: ଢ଼ାବା ସିଲ୍ କଲା ଅତାବିରା ପୋଲିସ୍

ଅତାବିରା,୨୦।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ୍ ଶନିବାର ସ୍ଥାନୀୟ ୩ଢାବାକୁ ସିଲ୍ କରିଛି। ସମ୍ପୃକ୍ତ ଢାବା ଗୁଡ଼ିକ ହେଲା, ଅତାବିରା ବିଏସଏନଏଲ ଛକସ୍ଥିତ ବଣ୍ଟୁ…

୫୦ ବର୍ଷର ଜବରଦଖଲ ହଟିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିରକୁ ଭୂସମ୍ପତ୍ତି ହସ୍ତାନ୍ତର

ଗଞ୍ଜାମ, ୨୦/୧୧ (ବିଦ୍ୟାଧର ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମନ୍ଦିରର ଭୂସମ୍ପତ୍ତିକୁ ବ୍ରାହ୍ମଣ ଢାମଣା ସାହି କୋଠକୁ ହସ୍ତାନ୍ତର କରାଯାଇଛି। ଗଞ୍ଜାମ ସହରର ବଡ଼ବଜାରସ୍ଥିତ ମିନି…

ଆଖି ବୁଜିଲେ କୋଶଲ ସଂଗଠକ ସାକେତ୍ ଶ୍ରୀଭୂଷଣ ସାହୁ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ସ୍ବର ଉଠାଉଥିବା ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ସାକେତ୍ ଶ୍ରୀଭୂଷଣ ସାହୁଙ୍କ ଶୁକ୍ରବାର…

୨୩ରୁ ୧୩୩ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଝୁଲିବ ତାଲା : ସମୂହ ଛୁଟିରେ ଯିବେ କର୍ମୀ, ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା

ଗୁଡ଼ାରି, ୨୦ା୧୧ (ପ୍ରମୋଦ କୁମାର ପତି): ରାଜ୍ୟ ସଂଘର ନିଷ୍ପତ୍ତି ଓ ଜିଲା ସଂଘର ସହମତିକ୍ରମେ ଗୁଡ଼ାରି ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ଦାବି ପୂରଣ…

ବାତ୍ୟାରେ ଥରହର ତାରାତାରିଣୀ ପାହାଡ଼: ଲଗାଣ ବର୍ଷାରେ ଭୂସ୍ଖଳନ

ପୁରୁଷୋତ୍ତମପୁର, ୨୦।୧୧ (ସବିତା ମିଶ୍ର): ବାତ୍ୟା ‘ଅକ୍ୱାନ୍‌’ର ପ୍ରଭାବରେ ଲଗାଣ ବର୍ଷା ଏବେ ତାରାତାରିଣୀ ପାହାଡ଼ ପାଇଁ ବିପଦ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?