ନିଜ ଭିତରେ ଏହି ପରିବର୍ତ୍ତନ ଦେଖୁଥିଲେ ପୁରଷମାନେ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକମାନଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କ ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଏକୁଟିଆ ବଞ୍ଚିବା ସମ୍ଭବ ହୋଇ ନ ଥାଏ। ସେତେବେଳେ ଲୋଡାପଡେ ଜଣେ ଜୀବନସାଥି। ଜୀବନରେ ଖାଲି ଏକଲାପଣ ନୁହେଁ ବରଂ ଗମ୍ଭିରତା ଓ ଚିନ୍ତା ମଧ୍ୟ ଏକ ମୁଖ୍ୟ କାରଣ। ତେଣୁ ଜୀବନରେ ଏହିପରି ପରିବର୍ତ୍ତନ ଆସିଲେ ବିବାହ ସମ୍ପର୍କରେ ଚିନ୍ତା କରନ୍ତୁ।

ଟଙ୍କା ସଞ୍ଚୟ: ଅବିବାହିତ ପୁରୁଷ ବିନା କୌଣସି ଚିନ୍ତାରେ ଟଙ୍କା ସଞ୍ଚୟ କରିଥାନ୍ତି। ସେମାନେ ଟଙ୍କା ପଇସାକୁ ନେଇ ଜମାବି କଞ୍ଜୁସି କରି ନ ଥାନ୍ତି। ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଜମାକରି ରଖିଥାନ୍ତି। ଆଉ ଏହି ପରିବର୍ତ୍ତନ ହିଁ ବିବାହ ସଙ୍କେତ ଦେଇଥାଏ।

ପ୍ରେମ: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କିଏ ଜଣେ ସ୍ବତନ୍ତ୍ର ଲୋକ ଥାଉ ଯାହାକୁ ସେମାନେ ଜୀବନର ସୁଖ ଦୁଃଖ ବାଣ୍ଟି ପାରିବେ ତେଣୁ ଏହି ଏକେଲାପଣ ଦୂର କରିବାକୁ ଜୀବନସାଥିଟିଏ ଦରକାର।

ଯଦି ଡେଟ୍‌ରେ ଯାଉଛନ୍ତି

ଯଦି ଆପଣ ଡେଟ୍‌ରେ ଯାଉଛନ୍ତି ତେବେ ଆପଣଙ୍କ ଜୀବନରେ ଜଣଙ୍କର ଆବଶ୍ୟକତା ରହିଛି। ଯାହା ବିବାହ ପରେ ପୂରା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦର ତ୍ୱଚା ପାଇଁ ରସୁଣ

ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ...

ଦାନ୍ତରୋଗ ଦୂରକରେ ପିଜୁଳି ପତ୍ର

ବେଳେ ବେଳେ ମିଠା ଖାଇଲେ ଅବା କୌଣସି ଖାଦ୍ୟ ପଦାର୍ଥ ଦାନ୍ତ ସନ୍ଧିରେ ରହିଗଲେ ଦରଜ ହୋଇଥାଏ। ଅନେକ ସମୟରେ ଏହାର ଯନ୍ତ୍ରଣା ସହି ନ...

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ...

ଘରେ ଅର୍ଥର ଅଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ବ୍ୟାକ୍ଟେରିଆକୁ ରୋକିବ ଲାଳ

ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ...

ପୂଜା ଫ୍ୟାଶନ

ପୂଜା ଅବସରରେ ମହିଳାମାନେ ହଳଦିଆ, ଲାଲ ରଙ୍ଗର ହାଲ୍‌କା ଓ ମୁଲାୟମ କୋଟା ଡୋରିୟା ଶାଢି ପିନ୍ଧିପାରିବେ। ଏହାବାଦ କେପ୍‌ କିମ୍ବା ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତି...

ଜଳାତଙ୍କର ଆତଙ୍କ

ଜଳାତଙ୍କ ରୋଗ ଓ ତା’ର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାନଳ କରାଯାଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ...

Advertisement
Archives

Model This Week