ଧନତେରସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ: ୩ ରାଶିକୁ ଫାଇଦା ହିଁ ଫାଇଦା, ପ୍ରଚୁର ଧନଲାଭ!

ଧନତେରସର ପର୍ୱ ଏଥର ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଅବସରରେ ବୁଧ ଏବଂ ଶୁକ୍ରଙ୍କ ଯୁତି ଫଳରେ ‘ଲକ୍ଷ୍ମୀ ନାରାୟଣ ରାଜଯୋଗ’ର ର୍ନିମାଣ ହେଉଛି। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ସୁଖ-ସମୃଦ୍ଧି, ଧନ-ଦୌଲତ, ଐଶ୍ୱର୍ଯ୍ୟ ଏବଂ ପ୍ରତିଷ୍ଠା ସହିତ ଯୋଡ଼ି ଦେଖାଯାଇଥାଏ। ଚଳିତ ବର୍ଷ ଧନତେରସ ନଭେମ୍ୱର 6, 2026, ଶୁକ୍ରବାର ଦିନ ପାଳନ କରାଯିବ।

ଜ୍ୟୋତିଷ ଅନୁଯାୟୀ, ଯେତେବେଳେ ବୁଦ୍ଧି, ବାଣୀ ଏବଂ ବ୍ୟାପାରର କାରକ ଗ୍ରହ ବୁଧଙ୍କ ମିଳନ ସୁଖ-ସୁବିଧା, ପ୍ରେମ ଏବଂ ବୈଭବର କାରକ ଶୁକ୍ରଙ୍କ ସହିତ ଗୋଟିଏ ରାଶିରେ ହୋଇଥାଏ, ସେତେବେଳେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହୋଇଥାଏ। ଏହି ଯୋଗର ପ୍ରଭାବ କିଛି ରାଶି ପାଇଁ ବିଶେଷ ଭାବରେ ଅନୁକୂଳ ବୋଲି ବିବେଚନା କରାଯାଉଛି। ଏହାଦ୍ୱାରା ଏହି ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା କେଉଁ ତିନୋଟି ରାଶି ପାଇଁ ଏହି ଯୋଗ ଶୁଭ ପରିଣାମ ନେଇ ଆସିପାରେ।

ମେଷ ରାଶି

* ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଆର୍ଥିକ ଏବଂ ବ୍ୟାପାରିକ ଦୃଷ୍ଟିକୋଣରୁ ଅନୁକୂଳ ପ୍ରମାଣିତ ହୋଇପାରେ।
* ଦୀର୍ଘ ଦିନରୁ ଧନ ସମ୍ୱନ୍ଧୀୟ ସମସ୍ୟାର ସମଧାନ ମିଳିବାର ସମ୍ଭାବନା ରହିଛି।
* ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଏହା ସହିତ ବେତନରେ ବୃଦ୍ଧି କିମ୍ୱା ପଦୋନ୍ନତିର ସଙ୍କେତ ମଧ୍ୟ ରହିଛି। ବ୍ୟାପାର ସହିତ ଜଡ଼ିତ ଲୋକଙ୍କୁ ବ୍ୟାପାରର ପ୍ରସାର ପାଇଁ ନୂତନ ସୁଯୋଗ ମିଳିପାରେ।
* ଯଦି ଆପଣ ଏକ ନୂତନ ବ୍ୟାପାର ଆରମ୍ଭ କରିବାର ଯୋଜନା କରୁଛନ୍ତି, ତେବେ ଏହି ଅବଧିରେ ସକାରାତ୍ମକ ଫଳାଫଳ ମିଳିପାରେ।

ତୁଳା ରାଶି

* ତୁଳା ରାଶିର ଲୋକଙ୍କ ପାଇଁ ଏହି ରାଜଯୋଗ ଆର୍ଥିକ ଉନ୍ନତିର ନୂତନ ପଥ ଉନ୍ମୋଚନ କରିପାରେ।
* ଆୟର ଅତିରିକ୍ତ ଉତ୍ସ ବିକଶିତ ହେବାର ସମ୍ଭାବନା ଅଛି। ପଦୋନ୍ନତି କିମ୍ୱା କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ।
* ଯଦି କୌଣସି ଟଙ୍କା ଦୀର୍ଘ ଦିନରୁ ଫସି ରହିଛି, ତେବେ ତାହା ଫେରି ପାଇବାର ସଙ୍କେତ ରହିଛି।
* ପୁରୁଣା ଋଣର ବୋଝ ମଧ୍ୟ କମ ହୋଇପାରେ। ଚାକିରିଜୀବୀମାନଙ୍କୁ ସେମାନଙ୍କ କାମ ଏବଂ ପରିଶ୍ରମର ଉଚିତ ସମ୍ମାନ ମିଳିପାରେ।
* ପାର୍ୱରିକ ଜୀବନରେ ଖୁସି ବଜାୟ ରହିବ ଏବଂ ସୁଖ-ସୁବିଧା ସହିତ ଜଡ଼ିତ ଜିନିଷଗୁଡ଼ିକରେ ଖର୍ଚ୍ଚ କରିବାର ସୁଯୋଗ ମିଳିପାରେ।

ଧନୁ ରାଶି

* ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୁଖ-ସମ୍ପତ୍ତି ଏବଂ ଆର୍ଥିକ ଦୃଢ଼ତାର ସଙ୍କେତ ଦେଉଛି।
* ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ବୃଦ୍ଧି ପାଇପାରେ। ଦୀର୍ଘ ଦିନରୁ ଅସମାପ୍ତ ରହିଥିବା କାମଗୁଡ଼ିକ ଗତି ଲାଭ କରିପାରେ।
* ବିନିଯୋଗ ସହିତ ଜଡ଼ିତ ମାମଲାରେ ମଧ୍ୟ ସକାରାତ୍ମକ ପରିଣାମ ମିଳିପାରେ, ତେବେ ଯେକୌଣସି ନିଷ୍ପତ୍ତି ଭଲ ଭାବରେ ଚିନ୍ତା କରି ନେବା ଅଧିତ ଉଚ୍ଚାବୃତ୍ତ ହେବ।
* ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ ସ୍ଥାନରୁ ପ୍ରସ୍ତାବ ମିଳିପାରେ।
* ସେହିପରି, ଘର କିମ୍ୱା ଯାନବାହନ କିଣିବାର ଯୋଜନା କରୁଥିବା ବ୍ୟକ୍ତିବିଶେଷଙ୍କ ଇଚ୍ଛା ପୂରଣ ହେବାର ଅନୁକୂଳ ସୁଯୋଗ ସୃଷ୍ଟି ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି…

ବିରାଟଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଭାରତର ଦମ୍‌ଦାର ବିଜୟ; ୫ ୱିକେଟ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମ୍‌ଦାର ବିଜୟ ହୋଇଛି । ବୁଧବାର ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ (DLS) ନିୟମ…

୩ଟି ଦାମୀ କାର୍‌ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୬ ଗିରଫ

ଖୋର୍ଦ୍ଧା, ୪।୧୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରି ପୋଲିସ ୩ଟି ଦାମୀ କାର୍‌ରୁ…

ମାଲକାନଗିରିରେ ଲଗାଣ ବର୍ଷାର କୋପ: ପୁରୀଗୁଡ଼ା ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ଭୟଭୀତ ଗ୍ରାମବାସୀ

ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ…

ବଢୁଛି ରାମଚରଣଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ଡିମାଣ୍ଡ୍‌ କଲେ ଏମିତି କୋଟି

୨୦୨୭ ମସିହା ଦକ୍ଷିଣ ଭାରତୀୟ ସିନେମା ଜଗତ ପାଇଁ ଖାସ ହେବାକୁ ଯାଉଛି। ମହେଶ ବାବୁଙ୍କ ‘ବାରାଣସୀ’ଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନ, ପ୍ରଭାସ ଓ ଜୁନିୟର…

ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ

ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ…

ବର୍ଷା ଯୋଗୁ ମ୍ୟାଚରେ ଓଭର ହ୍ରାସ: ଭାରତ ସାମ୍ନାରେ ରହିଛି ନୂଆ ଲକ୍ଷ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

ନୂଆଦିଲ୍ଲୀ, ୪।୧୧: ବର୍ଷା ପ୍ରଭାବିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଓଭର ସଂଖ୍ୟା ହ୍ରାସ କରାଯାଇଛି। ବର୍ତ୍ତମାନ ଭାରତୀୟ ଇନିଂସ ୪୦ ଓଭରର ହେବ ଏବଂ ଏହାର…

ଦିନିକିଆରେ ସର୍ବାଧିକ ଥର ‘ଶୂନ୍ୟ’ରେ ଆଉଟ ହୋଇଥିବା ୫ ଭାରତୀୟ: ତାଲିକାରେ କେଉଁ ସ୍ଥାନକୁ ଗଲେ ରୋହିତ ଶର୍ମା? ଜାଣନ୍ତୁ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିବା ପାଇଁ ଭାରତକୁ ୧୮୬ ରନର ଲକ୍ଷ୍ୟ ମିଳିଥିଲା, ଯାହାର ପିଛା କରିବାକୁ ଯାଇ ଆରମ୍ଭ ଭଲ ରହିନଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?