ଏମିତି ସ୍ତ୍ରୀ ଥିଲେ ପୁରୁଷ ହୁଅନ୍ତି ଭାଗ୍ୟବାନ

ସୁଖରେ ଜୀବନ କାଟିବା ପାଇଁ ମଣିଷ ଅନେକ କିଛି ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପ ବିଷୟରେ କୌଣସି ଜ୍ଞାନ ନାହିଁ, ତେବେ ମଣିଷ ଖୁସିରେ ରୁହେ ନାହିଁ। ଚାଣକ୍ୟ ତାଙ୍କ ଶ୍ଳୋକ ମାଧ୍ୟମରେ ଏପରି ୬ଟି ବିଷୟ ଉଲ୍ଲେଖ କରିଛନ୍ତି, ଯାହା ପାଖରେ ଏସବୁ ଥିବ ସେମାନେ ଭାଗ୍ୟବାନ । ଜାଣନ୍ତୁ ସେ ସମ୍ପର୍କରେ …

> ଚାଣକ୍ୟ ତାଙ୍କ ଶ୍ଳୋକରେ କହିଛନ୍ତି ଭଲ ଖାଦ୍ୟ ଖାଉଥିବା ବ୍ୟକ୍ତି ଭାଗ୍ୟବାନ, ଏହା ଉନ୍ନତ ଜୀବନର ପରିଚୟ।

> ଭଲ ଖାଦ୍ୟ ସହିତ ଏହାକୁ ହଜମ କରିବାର ଶକ୍ତି ରହିବା ମଧ୍ୟ ଭଲ। ଏହା ସୁସ୍ଥ ଜୀବନ ପାଇଁ ଆବଶ୍ୟକ।

>ଚାଣକ୍ୟ କହିଛନ୍ତି, ଜଣେ ବୁଦ୍ଧିମାନ ଏବଂ ଦକ୍ଷ ମହିଳା ପାଖରେ ଥିବା ଭାଗ୍ୟର କଥା। ଯେଉଁ ମହିଳାଙ୍କ ପାଖରେ ଏହି ଗୁଣ ଅଛି ତାଙ୍କ ଘର ସ୍ବର୍ଗ ପରି।

> ମଣିଷ ଭିତରେ କାମଶକ୍ତି ରହିବା ଏକ ଭଲ କଥା, କିନ୍ତୁ ସେହି ସମୟରେ ଯଦି ସେମାନେ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ତେବେ ଏହା ନଷ୍ଟ ହୋଇଯାଇଥାଏ ବୋଲି ଚାଣକ୍ୟ କହିଛନ୍ତି।

> ସମସ୍ତଙ୍କର ଟଙ୍କା ନାହିଁ ଏବଂ ଯେଉଁମାନଙ୍କ ପାଖରେ ଅଛି ସେମାନେ ଭାଗ୍ୟବାନ। କିନ୍ତୁ ଯଦି ଅର୍ଥର ଉପଯୁକ୍ତ ବ୍ୟବହାର ନ ହୁଏ , ତେବେ ସେତେବେଳେ ଏକ ସୁଖମୟ ଜୀବନ ଦୁଃଖରେ ପରିଣତ ହୁଏ।

> ଜଣେ ବ୍ୟକ୍ତିର ଦାନ ପ୍ରକୃତି ରହିବା ଭଲ ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି। କିନ୍ତୁ କେହି କେହି ଏହାକୁ ଯତ୍ନର ସହ ରଖନ୍ତି ଏବଂ କେହି କେହି ଏହାକୁ ଠିକ୍‌ ସମୟରେ ବ୍ୟବହାର କରନ୍ତି ନାହିଁ । ଦାନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏହି ୭ ଗଛ; ହୋଇଯିବେ କାଙ୍ଗାଳ..

ଘରର ଅଗଣା ଅଥବା ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ଆପଣଙ୍କୁ କାଙ୍ଗାଳ କରିପାରେ। ବାତାବରଣକୁ ଶୁଦ୍ଧ ରଖୁଥିଲେ ହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସେଗୁଡ଼ିକର ସମ୍ବନ୍ଧ ଭାଗ୍ୟ-ଦୁର୍ଭାଗ୍ୟ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

କାଜୁ ଖାଉଛନ୍ତି କି…

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ...

କର୍କଟରୁ ଦୂରେଇ ରଖେ ଏହି ସହଜ ଉପାୟ…

ସକାଳେ କିଛି ସମୟ ବ୍ୟାୟାମ ପରେ ୭-୮ଟି ଚିନା ବାଦାମ ଖାଇଲେ ଅନେକ ଉପକାର ମିଳେ। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିଥାଏ ବୋଲି...

ଅକ୍ଟୋବର ମାସରେ କୁମ୍ଭ ସମେତ ଏହି ୫ ରାଶି ଲାଗି ଧନଲାଭର ଯୋଗ; କ୍ଷତି ସହିବେ ଗୋଟିଏ ରାଶି ବ୍ୟକ୍ତିବିଶେଷ

ଆରମ୍ଭ ହୋଇଛି ଅକ୍ଟୋବର। ଏହି ମାସରେ ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳୀ ଭଳି ଉତ୍ସବ ପଡ଼ିବ। ପାର୍ବଣର ଏହି ସମୟରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ସେହିଭଳି...

ସମର୍ପଣର ପର୍ବ

ଏଥର ଆଉ ନାହିଁ ଲକ୍‌ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍‌...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ।...

ଡ୍ରପ୍‌ଲେଟ୍‌ କମ୍ପ୍ୟୁଟର

କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି। ହେଲେ ଏହା ସତ। ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ...

Advertisement
Archives

Model This Week