Posted inVideo

କିଭଳି ବୃଦ୍ଧି ହେବ ଶରୀରର ଓଜନ | How to Gain Weight Fast

Featured Video Play Icon

ଆଜିର ଏହି ଏପିସୋଡ ସେମାନଙ୍କ ପାଇଁ ଯିଏ ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି । ଶରୀର ଓଜନ ବଢାଇବା ଏବଂ ସଠିକ୍ ଭାବେ ଓଜନ ବଢିବା ଏହା ଦୁଇ ପ୍ରକାର ହୋଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଓଜନ ବୃଦ୍ଧି କରିବାକୁ ହେଲେ ପୁରା ଦିନ ସାରା କିଛି ନା କିଛି ଖାଇବା ଦରକାର, ଏବଂ ମିଠା ଖାଇବା ଜରୁରୀ ଏହା ବିଲକୁଲ ଭୁଲ ଧାରଣା । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ମେଦ ବହୁଳତାର ଶିକାର ହୋଇପାରନ୍ତି । ଏବଂ ଏହା ଫଳରେ ବିଭିନ୍ନ ରୋଗରେ ମଧ୍ୟ ପଡିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Elections can be won without money, says Makaranda Muduli

Special interview with Makaranda Muduli who won from Rayagada Assembly constituency as an independent candidate. With declared assets of...

Featured Video Play Icon

Rakhee – the knot of protection | ସଂପର୍କର ପ୍ରତୀକ ରାଖୀ

Rakhee Purnima or Raksha Bandhan as it is known elsewhere is being celebrated across the country this Thursday with...

Featured Video Play Icon

ବାଇକ୍‌ରେ ମିରର୍ ନଥିଲେ ଗଣିବେ ଫାଇନ୍‌

ଏଇ ନିକଟରେ ଓଡିଶାରେ ବାଇକରେ ବସୁଥିବା ଯାତ୍ରୀଙ୍କ ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଓଡିଶାରେ ଚାଳକଙ୍କ ସମତେ ଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ଯଦି...

Featured Video Play Icon

Cine Jhalak-Who was Nita Ambani’s first love | ସିନେ ଝଲକ-ନୀତା ଅମ୍ବାନୀଙ୍କ ପ୍ରଥମ ପ୍ରେମ କିଏ

In this brand new episode of Cine Jhalak, DharitriLive brings to you how Ayushmann Khurrana’s upcoming movie ‘Bala’ got...

Featured Video Play Icon

ଅମ୍ଫନ ଅପଡେଟ୍‍: ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ରହିବ ପ୍ରଭାବ

ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫନ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ...

Featured Video Play Icon

ସରିଲା ନାମାଙ୍କନ

ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବାପାଙ୍କ ଅଧୁରା ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରଣ କରିବାକୁ ଆଶା ରଖି, ପିପିଲିର...

Featured Video Play Icon

ସୁରୁଖୁରୁରେ ସ୍ନାନଯାତ୍ରା ସଅଳ ଅଣସରବାସ

ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇଥିଲେ ବିଶ୍ୱନିୟନ୍ତା । ମାତ୍ର କରୋନ କଟକଣା ନେଇ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ସମ୍ପାଦନ...

Featured Video Play Icon

ବାବୁ ମହଲ: ଅନ୍‌ଲାଇନ୍‌ ଠକେଇ | Babu Mahal #16 : Online Thakei

ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ। ଅନେକ ଅସାଧୁ ବ୍ୟକ୍ତି ନାନା ଉପାୟରେ ଠକେଇ କରୁଥିବା ପରିଲକ୍ଷିତ ହେଉଛି। କିଛି ସରଳ ବ୍ୟକ୍ତି ସେମାନଙ୍କ ପ୍ରରୋଚନାରେ ଆସି ଠକି...

Advertisement
Archives

Model This Week