ଲିଭରରେ କେମିତି ଜମେ ଫ୍ୟାଟ୍‌, କେବେ ହୋଇଥାଏ ଭୟଙ୍କର ଜାଣନ୍ତୁ…

ଲିଭର ବା ଯକୃତ ଆମ ଶରୀରର ପରିଚାଳନା ବିଭାଗକୁ ସମ୍ଭାଳିଥାଏ। ଶରୀର ନାମକ ମେଶିନକୁ ସଠିକ୍‌ ଭାବରେ ଚାଲୁ ରଖିବା ପାଇଁ ଲିଭରକୁ ସୁସ୍ଥ ରଖିବା ଗୁରୁତ୍ୱପୂର୍ଣ୍ଣ। ଲିଭରରେ ସମସ୍ୟା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଜୀବନଶୈଳୀ ପରିବର୍ତ୍ତନ ହେଉଥିବା ଏବଂ ଖାଦ୍ୟର ଗୁଣବତ୍ତା ହ୍ରାସ ପାଇବା ସହିତ ଲିଭରରେ ଫ୍ୟାଟ୍‌ ବା ଚର୍ବି ଜମା ହେବାର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଜାଣନ୍ତୁ କେମିତି ଆଉ କେବେ ଲିଭରରେ ଜମା ହୁଏ ଚର୍ବି …

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଲିଭରରେ ଫ୍ୟାଟ୍‌ ବା ଚର୍ବି ଜମା ହେବା ଆରମ୍ଭ ହେବା ମାତ୍ରେ ସତର୍କ ରହିବା ଉଚିତ୍‌। ବିଶେଷକରି ଯଦି ନିୟମିତ ଭାବରେ ମଦ୍ୟପାନ କରନ୍ତି ଏବଂ ଅଧିକ ଚର୍ବି ଜାତୀୟ ଆମିଷ ଖାଦ୍ୟ ଖାଆନ୍ତି, ତେବେ ଲିଭରରେ ଫ୍ୟାଟ୍‌ ଜମା ହେବାର ଆଶଙ୍କା ଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ନିୟମିତ ଭାବରେ ଆପଣଙ୍କ ଲିଭର ଯାଞ୍ଚ କରାଇବା ଉଚିତ। ଯଦି ଲିଭରରେ ଚର୍ବି ଜମା ହେବା ବିଷୟରେ ସୂଚନା ଥାଏ, ତେବେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ଉଚିତ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଚିକିତ୍ସା ଆରମ୍ଭ କରିବା ଉଚିତ।

କିପରି ଆରମ୍ଭ ହୁଏ ଫ୍ୟାଟି ଲିଭର:
ଲିଭରରେ ପୂର୍ବରୁ ଅଳ୍ପ ପରିମାଣରେ ଫ୍ୟାଟ୍‌ ଅଂଶ ଚର୍ବି ଥାଏ, କିନ୍ତୁ ଯେତେବେଳେ ଏହା ୫ରୁ ୧୦ ପ୍ରତିଶତ ବୃଦ୍ଧି ପାଏ, ଏହାକୁ ଫ୍ୟାଟି ଲିଭର କୁହାଯାଏ। ଏହା ଅନେକ କାରଣ ଯୋଗୁ ବୃଦ୍ଧି ପାଏ ଯେପରିକି- ତେଲିଆ ଖାଦ୍ୟ, ମିଠା ଏବଂ ଫାଷ୍ଟଫୁଡ୍‌ ଖାଇବା, ଅତ୍ୟଧିକ ମଦ୍ୟପାନ ଲିଭରକୁ କ୍ଷତି ପହଞ୍ଚାଏ।

ଏହା ବ୍ୟତୀତ ମେଦବହୁଳତା ଏବଂ ଡାଇବେଟିସ୍‌ ବୃଦ୍ଧି ହେତୁ, ଶରୀରରେ ଚର୍ବି ଜମା ହେବାକୁ ଲାଗେ, ଯାହା ଫ୍ୟାଟି ଲିଭରର କାରଣ ହୁଏ। ସବୁଠାରୁ ବଡ଼ କାରଣ ହେଉଛି ବ୍ୟାୟାମ ନ କରି ବସିବାର ଅଭ୍ୟାସ। ଯଦି ଶରୀର ସକ୍ରିୟ ନ ଥାଏ, ତେବେ ଏହା ଲିଭରକୁ ମଧ୍ୟ ପ୍ରଭାବିତ କରେ, କାରଣ ବସିବା ଦ୍ୱାରା ଚର୍ବି କମ୍‌ ହୁଏ ନାହିଁ ବରଂ ଜମା ହୋଇ ରହିଥାଏ। ଯାହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୁଏ।

ପ୍ରାରମ୍ଭରେ ଲିଭରରେ ଚର୍ବି ଜମା ହେଉଥିବାର ଜଣାପଡ଼େ ନାହିଁ, କିନ୍ତୁ ପରେ ଏହା ଗମ୍ଭୀର ରୂପ ନେଇପାରେ। ଏହା ଯୋଗୁ ଅନେକ ପ୍ରକାରର ରୋଗ ମଧ୍ୟ ହୋଇପାରେ। ଲିଭର ସିରୋସିସ୍‌, ଲିଭରରେ ଫୁଲା ଏବଂ ଚିହ୍ନ ଦେଖାଯାଏ, ଯାହା ଯୋଗୁ ଲିଭର ଟିସୁ ଧିରେ ଧିରେ ନଷ୍ଟ ହେବାକୁ ଲାଗେ। ଏହା ଲିଭର ଫେଲ୍ୟୁଅର ହେବାର ଆଶଙ୍କା ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ, ଫ୍ୟାଟି ଲିଭର କ୍ୟାନସର ରୋଗ ମଧ୍ୟ ସୃଷ୍ଟି କରିପାରେ। ଫ୍ୟାଟି ଲିଭର ଯୋଗୁ ହାର୍ଟରୋଗ ମଧ୍ୟ ହୋଇପାରେ।

ଲିଭରକୁ ସୁସ୍ଥ ରଖିବା ପାଇଁ ତେଲ ଏବଂ ମିଠା ଜିନିଷଠାରୁ ଦୂରେଇ ରୁହନ୍ତୁ କିମ୍ବା ପରିମାଣ ସୀମିତ କରନ୍ତୁ। ସବୁଜ ପନିପରିବା ଖାଆନ୍ତୁ। ଖାଦ୍ୟରେ ଫାଇବର ସାମିଲ କରନ୍ତୁ। ଫାଇବର ଖାଦ୍ୟ ଶୀଘ୍ର ହଜମ କରେ ଏବଂ ପାଚନ ଭଲ ହୁଏ। ଏହା ସହିତ ବ୍ୟାୟାମ କରନ୍ତୁ। ଯୋଗ ମଧ୍ୟ ଲାଭଦାୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲିଭରକୁ ସୁସ୍ଥ ରଖିବା ପାଇଁ ମଦ୍ୟପାନରୁ ଦୂରେଇ ରୁହନ୍ତୁ। ନିୟମିତ ଭାବରେ ଆପଣଙ୍କ ଲିଭର ଯାଞ୍ଚ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?