Posted inଜାତୀୟ

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭଦଗୀ ଯୁକ୍ତି ଉପସ୍ଥାପନ କରିଥିବାବେଳେ ବରିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ହିଜାବ ନିଷେଧାଦେଶକୁ ଚ୍ୟାଲେଞ୍ଜ କରୁଥିବା ଏହି ଆବେଦନକୁ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚରେ ଶୁଣାଣି ହୋଇଛି।

ଜଷ୍ଟିସ ହେମନ୍ତ ଗୁପ୍ତା ୧୬ ଅକ୍ଟୋବରରେ ଅବସର ଗ୍ରହଣ କରୁଛନ୍ତି। ଏହାପୂର୍ବରୁ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେହୋସ ହୋଇ ପଡିଗଲେ ପ୍ରଜ୍ଞା

ଭୋପାଳ,୨୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟରେ ମଙ୍ଗଳବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇ ପଡିଥିଲେ। ଶ୍ୟମା ପ୍ରସାଦ ମୁଖାର୍ଜୀ...

ହସ୍ପିଟାଲରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ, ୩୦ା୭-ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗୁରୁବାର ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିୟମିତ ସ୍ବାସ୍ଥ୍ୟ...

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର...

ଶାହଙ୍କ ପାଇଁ ନୂଆ ଯୁଗ ଦେଖୁଛି ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। ମଙ୍ଗଳବାର ଏଭଳି ଟିପ୍ପଣି ଦେଇଛନ୍ତି ମାନବାଧିକାର ମୁଖ୍ୟ ଅରୁଣ...

ହିଜାବରେ ନୂଆ ମୋଡ଼, ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ଆର୍‌ଏସ୍‌ଏସ୍‌ ମୁସଲିମ୍‌ ଶାଖାର ସମର୍ଥନ …

ବେଙ୍ଗାଲୁରୁ, ୧୦।୨ : ହିଜାବ୍‌ ବିବାଦ ନେଇ ଦେଶର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏପରିସ୍ଥଳେ ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ...

ଦିନକୁ ୧୦ ଲକ୍ଷ କରୋନା ପରୀକ୍ଷା

ନୂଆଦିଲ୍ଲୀ, ୨୩ା୮: ମହାମାରୀ କରୋନାର ଉଗ୍ରରୂପ ଜାରି ରହିଥିବାବେଳେ କରୋନା ପରୀକ୍ଷାରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗୋଟିଏ ଦିନକରେ ଦେଶରେ ୧୦...

ଚାଇନାକୁ ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୫।୭: ପୂର୍ବ ଲଦ୍ଦାଖର ଗଲଓ୍ବାନ ଘାଟିରେ ଭାତର-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା

ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ...

Advertisement
Archives

Model This Week