ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ

ଲଣ୍ଡନ,୩ା୯: ବୋରିସ ଜନ୍‌ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍‌ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ଏଥିପାଇଁ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଭୟ ନେତା ମାସେ ହେଲା ପ୍ରଚାର ଅଭିଯାନ ଚଳାଇଥିଲେ। ଭୋଟଦାନ ପ୍ରକ୍ରିୟାରେ ୧,୬୦,୦୦୦ ଟୋରି ଭୋଟର ସାମିଲ ହୋଇଛନ୍ତି। ରିଟର୍ନିଂ ଅଫିସର ସାର୍‌ ଗ୍ରାହମ ବ୍ରାଡି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଫଳାଫଳ ଘୋଷଣା କରିବେ। ଋଷି ସୁନକଙ୍କୁ ପଛରେ ପକାଇ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରେ ପୁଣି ମାଡ଼ିଆସୁଛି ବଡ଼ ବିପଦ; ଭୋକରେ ୨୫ କୋଟି ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା: ଜାତିସଂଘ

ଜେନେଭା,୨୨।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। କରୋନା...

୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…

କ୍ୱିଭ୍‌, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ...

କ’ଣ କରିପାରିବ ତାଇଓ୍ବାନ

ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ...

ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍‌ଙ୍କ ଇସ୍ତଫା

ଓ୍ବାଶିଂଟନ୍‌, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍‌ ଦାତବ୍ୟ...

ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ...

ଜେନେଭାରେ ପାକିସ୍ତାନକୁ ଅପମାନ: ଲାଗିଲା ‘ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ଆଡ୍ଡା’ ଲେଖାଥିବା ପୋଷ୍ଟର

ଜେନେଭା,୨୯।୨: ସ୍ବିଜରଲ୍ୟାଣ୍ଡର ଜେନେଭାରେ ୟୁନାଇଟେଡ ନେଶନନ୍ସ ହ୍ୟୁମାନ ରାଇଟ୍ସ କାଉନସିଲ୍‌ (ୟୁଏନ୍‌ଏଚ୍‌ଆର୍‌ସି)ର ୪୩ ତମ ଅଧିବେଶନ ଅବସରରେ ବ୍ରୋକେନ୍‌ ଚେୟାର ସ୍ମାରକ ନିକଟରେ ପାକିସ୍ତାନକୁ ଅପମାନ...

ଟୋକିଓରେ ଟାଇଫୁନ୍‌ ଆତଙ୍କ: ନାରିତା ବିମାନ ବନ୍ଦରରେ ସାରାରାତି ଅଟକି ରହିଲେ ୧୭ ହଜାର ଯାତ୍ରୀ

ଟୋକିଓ,୧୦।୯: ଜାପାନରେ ଦେଖାଦେଇଥିବା ଝଡ଼ ଟାଇଫୁନ୍‌ ଯୋଗୁ ସାଧାରଣ ଯୋଗାଯୋଗ ତଥା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଟୋକିଓର ନାରିତା ବିମାନବନ୍ଦରରେ ଶହେଟି ବିମାନର ଉଡ଼ାଣକୁ...

ଖୁସି ଖବର: କରୋନାକୁ ଧ୍ୱଂସ କରିବ ଏହି ସୂକ୍ଷ୍ମ ଜୀବ, ବୈଜ୍ଞାନିକ କଲେ ସ୍ପଷ୍ଟ

ମାଡ୍ରିଡ୍‌,୨୪ା୯: କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପଡ଼ିଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ପ୍ରାଣଘାତକ ଭାବେ ଉଭା ହୋଇଛି। ଏହି ଭାରଇସ୍‌...

Advertisement
Archives

Model This Week