ଅନେକ ପୁରୁଷ ପ୍ରେମିକାଙ୍କୁ କହିଥାନ୍ତି ଏହି ୬ ମିଛ, ଜାଣିଲେ…

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡ଼ଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ ପ୍ରମାଣିତ କରିବା ପାଇଁ ।
ତେବେ ଏପରି କିଛି ମିଛ ଜାଣନ୍ତୁ ଯାହା ଅନେକାଂଶ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ କହିଥାନ୍ତି।

ଅନେକ ସମୟରେ ଏକ ସମ୍ପର୍କରେ ଥାଇ ମଧ୍ୟ ଯେତେବେଳେ ପୁରୁଷଟିଏ ଅନ୍ୟ କେଉଁ ଝିଅ ସହ ଗପିବା ଆରମ୍ଭ କରନ୍ତି, ସେତେବେଳେ ସେ ନିଜକୁ ସିଙ୍ଗଲ ହିଁ କହିଥାନ୍ତି।

ଅନେକ ସମୟରେ ପ୍ରେମିକାଙ୍କ ସହ ଥିଲା ବେଳେ ଯଦି ରାସ୍ତାରେ ସୁନ୍ଦରୀ ଝିଅଟିଏ ଯାନ୍ତି ପୁରୁଷ ଜଣକ ତାଙ୍କୁ ଚାହିଁଥାନ୍ତି। ମାତ୍ର ପ୍ରେମିକାକୁ ଖୁସି କରିବାକୁ ସେ ତାଙ୍କୁ ଦେଖି ନ ଥିବା କହିଥାନ୍ତି।

ଅନେକ ପୁରୁଷ ନିଶା ଖାଉଥିଲେ ମଧ୍ୟ କୌଣସି ନିଶାଦ୍ରବ୍ୟ ନେଉ ନ ଥିବା ଭଳି ମିଛ ମଧ୍ୟ କହିବାକୁ ପଛାନ୍ତି ନାହିଁ।

ଅନେକ ସମୟରେ ପ୍ରେମିକାଙ୍କୁ ଏହା ମଧ୍ୟ କହିଥାନ୍ତି ମୁଁ ତୁମକୁ ଏକା ଛାଡ଼ି ରହି ପାରିବି ନାହିଁ।

ତୁମେ ମୋ ଜୀବନର ପ୍ରଥମ ନାରୀ ।

ପାଖରେ ଟଙ୍କାଟିଏ ନ ଥିଲା ବେଳେ ପ୍ରେମିକାକୁ ଖୁସି କରିବା ପାଇଁ ତାଙ୍କ ପାଖେ ଅନେକ ଟଙ୍କା ଥିବା କେତେକ ପୁରୁଷ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପାଣି…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣାଇଲେ ଏଥିରୁ...

କ୍ଷତିକାରକ କଫି

କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬...

ସୁସ୍ଥ ମସ୍ତିଷ୍କ ପାଇଁ ଗାଣିତିକ ଫର୍ମୁଲା

ଶୋଇବା ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ପ୍ରଭାବିତ କରିଥାଏ। ହେଲେ ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର...

ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ...

ଅଭାବ ଅନଟନ ଲାଗି ରହୁଛି କି? ଘରେ ରଖନ୍ତୁ ଏହି ୪ ଜିନିଷ..

ଆମ ଜୀବନରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଘର ନଚେତ କର୍ମସ୍ଥଳ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନହୁଏ ତେବେ ଜୀବନରେ କଳହ ଲାଗି ରହେ। ଟଙ୍କା...

ହୋଲିରେ ରାସାୟନିକ ରଙ୍ଗ ମାରାତ୍ମକ

ହୋଲି। ରଙ୍ଗର ପର୍ବ। ପରସ୍ପରକୁ ରଙ୍ଗ ଏବଂ ଫଗୁ ବୋଳି ଖୁସି ମନେଇବା ଅବସର। ଅନେକଙ୍କର ଅପେକ୍ଷା ଥାଏ ଏହି ପର୍ବକୁ। ସେଥିପାଇଁ ବଜାରରେ ହୋଲି...

ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ

ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି...

ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।...

Advertisement
Archives

Model This Week