Posted inଖେଳ

ଭାରତୀୟ ଜୁନିୟର ହ୍ୟାଣ୍ଡବଲ୍‌ କ୍ୟାମ୍ପରେ ହେମନ୍ତ, କାମଦେବ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ବାହାରିନର ମାନାମାଠାରେ ୧୭ତମ ପୁରୁଷ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ମାର୍ଚ୍ଚ ୨୦ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଏବଂ ଚୟନ ଟ୍ରାଏଲ ଚଳିତ ମାସ ୩ ଓ ୪ ତାରିଖରେ ଜୟପୁରଠାରେ ହେବାକୁ ନିଷ୍ପତ୍ତି ହୋଇଛି। ଏହି କ୍ୟାମ୍ପରେ ଓଡ଼ିଶାର ଦୁଇଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ହେମନ୍ତ ଧାରୁଆ ଓ କାମଦେବ କାଜରକା। ସେମାନଙ୍କ ସହ କୋଚ୍‌ ସନ୍ତୋଷ କୁମାର ବେହେରା ଜୟପୁର ଯାତ୍ରା କରିଛନ୍ତି। ଖେଳାଳିମାନଙ୍କୁ କିସ୍‌ର ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ, ଓଡ଼ିଶା ହ୍ୟାଣ୍ଡବଲ ସଂଘର ସମ୍ପାଦକ ବୀରେନ୍ଦ୍ର ବେହେରା ଓ ଭୁବନେଶ୍ୱର ଜିଲା ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ଯଶୋବନ୍ତ ପରମଗୁରୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡକୁ ଡରାଇଲେ ରାହାନେ

ଅହମ୍ମଦାବାଦ,୨।୩ : ଚଳିତ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅବସ୍ଥା ନ କହିଲେ ଭଲ। ଦୁଇଟି ଟେଷ୍ଟର ୪ଟି...

ସଚିନ୍‌ କରୋନା ପିଜିଟିଭ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌...

ମଣ୍ଟେନିଗ୍ରୋ ବକ୍ସିଂ: ଭାରତୀୟ ମହିଳା ଦଳ ଶୀର୍ଷରେ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)-ମଣ୍ଟେନିଗ୍ରୋର ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବେବିରୋଜିସାନା ଚାନୁ (୫୧କେଜି)...

ତୃତୀୟ ଦିନର ଖେଳ ଶେଷ: ଭାରତ ୨୮୯/୩

ଅହମ୍ମଦାବାଦ,୧୧।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌...

ଚ୍ୟାଲେଞ୍ଜରଙ୍କ ଚ୍ୟାଲେଞ୍ଜକୁ ଧ୍ୱଂସ କଲେ ଜୋକୋଭିଚ

ମେଲବୋର୍ନ, ୨୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିଚ୍‌। ରଡ୍‌ ଲାଭର ଏରିନାଠାରେ ରବିବାର ଅନୁଷ୍ଠିତ ଫାଇନାଲରେ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା...

ଆଇପିଏଲ୍‌ ୨୦୨୩ ଟିକେଟ ବୁକିଂ: ଜାଣନ୍ତୁ ମୂଲ୍ୟ, ଅନ୍‌ଲାଇନ୍‌ ନଚେତ ଅଫଲାଇନ୍‌ରେ କିଭଳି କିଣିବେ…

ନୂଆଦିଲ୍ଲୀ,୧୪।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ । ହାର୍ଦ୍ଦିକ...

ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ...

Advertisement
Archives

Model This Week