Posted inଜାତୀୟ

ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ନାବାଳିକା

ନୂଆଦିଲ୍ଲୀ,୨୧।୧୨: ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଓ୍ବାନ ଅଞ୍ଚଳରେ ଘରେ କାମ କରୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଆଣିଛନ୍ତି ବଳାତ୍କାର ଅଭିଯୋଗ। ୧୭ ବର୍ଷୀୟ ନାବାଳକ ଓ ତା’ର ୩ ସହଯୋଗୀଙ୍କ ନାମରେ ମାମଲ ଦାୟର କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ।

ଗୋଟେ ସ୍ଥାନରେ ଘର କାମ କଲାବେଳେ ପୀଡ଼ିତା ଉକ୍ତ ନାବାଳକଙ୍କୁ ଭେଟିଥିଲେ। ସେଠାରୁ ଚାକିରୀ ଛାଡ଼ିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବନ୍ଧୁତା। ଏହାର ମାସକ ପରେ ଗ୍ରେଟର କୈଳାଶ ସ୍ଥିତ ନୂଆ କାର୍ଯ୍ୟସ୍ଥଳ ଦେଖାଇବା ପାଇଁ ପୀଡ଼ିତାଙ୍କୁ ଡକାଇଥିଲେ ନାବାଳକ ଜଣଙ୍କ, ଯେଉଁଠାରେ ପୂର୍ବରୁ ଉପସ୍ଥିତ ଥିଲେ ୩ ଅଭିଯୁକ୍ତ। ଘରର ସର୍ଭ୍ୟାଣ୍ଟ କ୍ୱାର୍ଟର୍ସରେ ଅନ୍ୟ ୩ ଅଭିଯୁକ୍ତଙ୍କ ସହାୟତାରେ ଉକ୍ତ ୧୭ ବର୍ଷୀୟ ନାବାଳକ ବଳାତ୍କାର କରିଥିଲେ ବୋଲି କହିଛନ୍ତି ପୀଡ଼ିତା। ଫୋନ ଯୋଗେ ରବିବାର ଖବର ପାଇବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୨ ହଜାର ତଳେ…

ନୂଆଦିଲ୍ଲୀ, ୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିନା ନୋଟିସରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକରିରୁ ବାହାର କରାଯାଇ ପାରିବ ନାହିଁ: ହାଇକୋର୍ଟ…

ଥରୁଭାନନ୍ତପୁରମ୍‌,୧୦।୧ : କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ।...

ଫେସ୍‌ବୁକ୍‌କୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ, ୩୦।୮: ଭାଜପା ନେତାମାନଙ୍କ ଘୃଣା ଉଦ୍ରେକକାରୀ ଭାଷଣକୁ ରୋକିବାରେ ଫେସ୍‌ବୁକ୍‌ ଇଣ୍ଡିଆର ପାତରଅନ୍ତର ନୀତି ବିରୋଧରେ ଉକ୍ତ ସଂସ୍ଥା କ’ଣ ପଦକ୍ଷେପ ନେଇଛି, ତାହା...

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି।...

କଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ: ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: କଶ୍ମୀରରେ ପୁଣି ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିଛନ୍ତି। ସୋମବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ସମୟରେ ଉତ୍ତରପ୍ରଦେଶର ଦୁଇଜଣ ଶ୍ରମିକଙ୍କୁ ଦକ୍ଷିଣ କଶ୍ମୀରର ଶୋପିୟାନରେ...

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି...

ଜେଲ୍‌ରେ ଅଚେତ୍‌ ହୋଇପଡ଼ିଲେ ଅନୀଲ ଦେଶମୁଖ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍‌ ଜେଲ୍‌ରେ ଅଚେତ୍‌ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ...

ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା...

Advertisement
Archives

Model This Week