ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀ ମୃତ

ବାରଙ୍ଗ,୨୦।୧(ଡି.ଏନ୍‌.ଏ.): ନନ୍ଦନକାନନରେ ଲଗାତାର ୪ ଦିନରେ ୪ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ ମଧ୍ୟରୁ ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲ ଅଛନ୍ତି। ଭେଟେନାରୀ ପରିସରରେ ଥିବା କ୍ବାରାଣ୍ଟାଇନରେ ରହୁଥିବା ସମସ୍ତ ପକ୍ଷୀଗୁଡିକୁ ସ୍ବତନ୍ତ୍ର କୋଠରୀରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏହି ପକ୍ଷୀମାନଙ୍କ ନମୁନା ସଂଗ୍ରହ କରାଯାଇ ସେଣ୍ଟର ଫର ଓ୍ବାଇଲ୍ଡ ଲାଇଫକୁ ପଠାଯାଇଛି । ରିପୋର୍ଟ ଆସିବା ପରେ କ୍ବାରାଣ୍ଟାଇନରେ ରହୁଥିବା ପକ୍ଷୀଗୁଡିକୁ ଆବଶ୍ୟକ ଚିକିତ୍ସା କରାଯିବ। ଏବେ ସେମାନଙ୍କୁ ରୋଗ ପ୍ରତିରୋଧକ ଓ ଭିଟାମିନ ମେଡିସିନ ଦିଆଯାଉଛି। ଆଶଙ୍କା କରାଯାଉଥିବା ଭୂତାଣୁ ଯେଭଳି ପକ୍ଷୀ ଖୁଆଡମାନଙ୍କୁ ନ ବ୍ୟାପିବ ସେଥିପ୍ରତି କଡ଼ା ନଜର ରଖାଯାଉଛି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ନୂଆ ପଜିଟିଭ୍‌ ମଧ୍ୟରେ ୧୧ କରୋନା ଯୋଦ୍ଧା, ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ସେଥିରେ ୧୧ ଜଣ କରୋନା ଯୋଦ୍ଧା...

ପୋଲସରାରେ ନିଆଁରେ ପୋଡ଼ି ୩ ଶିଶୁ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ପୋଡ଼ି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ...

ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ବାହାନଗା, ୨୯ା୧୧(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା...

ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ...

ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା

କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ...

ବଜ୍ରପାତରେ ଚାଲିଗଲା ୩ ଗୋରୁଙ୍କ ଜୀବନ

ରାଇରଙ୍ଗପୁର,୨୬ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଁଳାଯୋଡ଼ି ପଞ୍ଚାୟତ ତିଖିଆ ଗ୍ରାମରେ ବଜ୍ରପାତ ହୋଇ ୨ଟି ଗାଈ ଏବଂ ଗୋଟିଏ ବଳଦର ମୃତ୍ୟୁ ହୋଇଛି।...

ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍‌ କରିଛନ୍ତି ଡାକ୍ତର

କେନ୍ଦୁଝର,୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗଁାରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ...

ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଶୁକ୍ରବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ...

Advertisement
Archives

Model This Week