Posted inଜାତୀୟ

ପରିବାରର ୫ଜଣଙ୍କ ଜୀବନ ନେଲା ହିମସ୍ଖଳନ

ଇସ୍‌ଲାମାବାଦ,୨୬ା୩: ପାକିସ୍ତାନ ଅଧିକୃତ କଶ୍ମୀରରେ ହିମସ୍ଖଳନ ଯୋଗୁ ଗୁରୁବାର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪ ଶିଶୁ ରହିଥିବା ଜଣାପଡିଛି। ବରଫ ଖଣ୍ଡ ଧସେଇ ପଶିବା ଯୋଗୁ ନିଲମ ଭ୍ୟାଲିର ସାରଗାନ୍‌ ଗ୍ରାମରେ ରହୁଥିବା ମହିଳାଙ୍କ ଘର ଭାଙ୍ଗି ଯାଇଥିଲା। ୫ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବଳ ତୁଷାରପାତ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୬: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିୟାନ୍‌ ଅସଲମ ଶେର ଖାଁ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ...

ଗୋପିଚନ୍ଦ ନାରଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ/ୱାଶିଂଟନ,୧୬ ।୬: ପ୍ରତିଷ୍ଠିତ ଉଦ୍ଧ୍ୱୁର୍ ସାହିତ୍ୟିକ ଗୋପିଚନ୍ଦ ନାରଙ୍ଗଙ୍କର ପରଲୋକ ହୋଇଛି । କୁହାଯାଉଛି କି କିଛି ଦିନ ଦିନ ହେବ ସେ ଅସୁସ୍ଥ ଥାଇ...

ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା

ନୂଆଦିଲ୍ଲୀ,୨୪ ।୧୧: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ ଭର୍ସନର ମଙ୍ଗଳବାର ଭାରତୀୟ ସେନା ସଫଳ ପରୀକ୍ଷଣ କରିଛି । ବିଶେଷ ସୂତ୍ରରୁ ମିଳିଥିବା...

ଗଠନ ହେବ ‘କାଓ କ୍ୟାବିନେଟ୍‌’

ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍‌) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍‌ରେ ପଶୁପାଳନ, ଜଙ୍ଗଲ,...

ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୫।୬: ଏନ୍‌ସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା...

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା...

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ,...

ଜେଇଏମ୍‌ ଆତଙ୍କୀ ମୃତ

ଶ୍ରୀନଗର ୨୩।୪: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗତ ଫେବୃଆରୀ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ଶହୀଦ ହୋଇଥିଲୋ। ଏଥିରେ ସମ୍ପୃକ୍ତ...

Advertisement
Archives

Model This Week