ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…

ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର ଅନ୍ତର୍ଭୂକ୍ତିକୁ ସମର୍ଥନ କରିଛନ୍ତି। ଆମେରିକାର ସିନେଟ ଉଭୟ ପାଶ୍ଚାତ୍ୟ ୟୁରୋପୀୟ ଦେଶ ନାଟୋରେ ଯୋଗଦେବା ସପକ୍ଷରେ ୯୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ଗୋଟିଏ ଭୋଟ ପଡ଼ିଥିଲା।

ସିନେଟର ବହୁମତ ଦେଖିବା ପାଇଁ ସିନେଟ ମେଜରିଟି ନେତା ଚକ ଶୁମର ଫିନଲାଣ୍ଡ ଏବଂ ସ୍ବିଡେନର କୂଟନୀତିଜ୍ଞମାନଙ୍କୁ ଚାମ୍ବର ଗ୍ୟାଲେରୀକୁ ନିମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶକୁ ଶୀଘ୍ର ନାଟୋରେ ଯୋଗଦେବାକୁ ଆହ୍ବାନ ଦେଇଥିଲେ।

ତଥାପି, ଏଥିପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଅନୁମୋଦନ ଆବଶ୍ୟକ ହେବ। ବର୍ତ୍ତମାନ ନାଟୋର ୩୦ଜଣ ସଦସ୍ୟ ରାଷ୍ଟ୍ର ଅଛନ୍ତି। ବିଗତ ତିନି ମାସ ମଧ୍ୟରେ, ଉତ୍ତର ୟୁରୋପର ଦୁଇ ସମୃଦ୍ଧ ଦେଶର ପ୍ରାର୍ଥୀତାକୁ ଅର୍ଦ୍ଧରୁ ଅଧିକ ସଦସ୍ୟ ସମର୍ଥନ କରିଛନ୍ତି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଦୁଇ ଦେଶ ମେ ମାସରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଡବଲ ଝଟ୍‌କା: କେନିଆ ରଦ୍ଦ କଲା ରେଲଓ୍ବେ ପ୍ରୋଜେକ୍ଟ

ନାଇରୋବି,୨୫।୬: ଆମେରିକା, ଅଷ୍ଟ୍ରେଲିଆ ଓ ଭାରତର ଟାର୍ଗେଟରେ ଥିବା ଚାଇନାକୁ ଏବେ ଲାଗିଛି ଡବଲ ଝଟ୍‌କା। ଚାଇନାର ଗତିବିଧିକୁ ଦେଖି ଏବେ କେନିଆ ଅରବ ଡଲାରର...

ମୋଦିଙ୍କୁ ଧନ୍ୟବାଦ ଦେଲେ ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ

ଜେନେଭା,୨୩ ।୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ...

ରୁଷିଆର ଏକ ହୋଟେଲରେ ଅଗ୍ନିକାଣ୍ଡ, ୨ ଶିଶୁଙ୍କ ସମେତ ୬ ମୃତ

ମସ୍କୋ,୨୨ ।୨: ରୁଷିଆର ଜରୁରିକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ମଙ୍ଗଳବାର ବିଳମ୍ବିତ ରାତିରେ ସୂଚନା ଦେଇଛି କି ମସ୍କୋର ଏକ ବହୁମହଲା ବିଶିଷ୍ଟ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ...

ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରୋମ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୫ ଦିନିଆ ଇଟାଲୀ ଗସ୍ତାରେ ଯାଇ ରୋମ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ...

ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ

ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି...

ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ...

‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି...

ନେପାଳରେ ଭୂକମ୍ପ

କାଠମାଣ୍ଡୁ,୨୮।୯: ନେପାଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ସକାଳ ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ...

Advertisement
Archives

Model This Week