ସହଜରେ ମନେରହିବ

ପାଠ ମନେରହୁନି ବୋଲି ପିଲାଙ୍କ ଉପରେ ରାଗନ୍ତୁ ନାହିଁ। ବରଂ ପିଲାଙ୍କ ଏଭଳି ସ୍ଥିତିରେ କିପରି ସାହାଯ୍ୟ କରିହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
-ପ୍ରଥମେ ପିଲାଙ୍କୁ କୌଣସି ଏକ ବିଷୟରେ ପାଠ ପଢ଼ାଉଥିଲେ ଭଲଭାବେ ବୁଝାନ୍ତୁ। ସଙ୍ଗେ ସଙ୍ଗେ ମନେରଖିବା ପାଇଁ ଚାପ ପକାନ୍ତୁ ନାହିଁ। ଯେକୌଣସି ବିଷୟକୁ ବୁଝାଇଥିଲେ ପିଲାର ହୁଏତ କିଛିଟା ଧାରଣା ରହିବ। ଏମିତି ବି ହୋଇପାରେ ଯଦି ସେ ସେହି ବିଷୟ ସମ୍ପର୍କିତ ଉତ୍ତର ଭୁଲିଯାଇଥିବ ତେବେ ନିଜେ ବୁଝିଥିବା ଭାଷାରେ କିଛିଟା ଲେଖିପାରିବ।
-ପିଲାଙ୍କୁ ସବୁବେଳେ ଜୀବନୀ ସହ ଉଦାହରଣ ଦେଇ ପାଠ ପଢ଼ାନ୍ତୁ। ପାଠ ମନେ ରଖିବା ପାଇଁ ଏହା ସବୁଠାରୁ ସହଜ ଉପାୟ। କାରଣ ଉଦାହରଣକୁ ପିଲାମାନେ ମନେରଖି ପାଠକୁ ମନେପକାଇ ପାରିବେ।
-ପିଲାଙ୍କୁ ବୋରିଂ ଲାଗୁଥିବା ବିଷୟକୁ ଗୀତ ମାଧ୍ୟମରେ ପଢ଼ାନ୍ତୁ। ସେମାନଙ୍କୁ କଷ୍ଟକର ମନେ ହେଉଥିବା ବିଷୟକୁ କବିତା ଭଳି ପଢ଼ାଇଲେ ତାଙ୍କୁ ଭିନ୍ନ ମନେହେବ ଏବଂ ସେମାନେ ସେଥିପ୍ରତି ଆକୃଷ୍ଟ ହୋଇ ଶୀଘ୍ର ମନେରଖିପାରିବେ। ଏମିତିକି କିଛି ବିଷୟରେ ବିଭିନ୍ନ ଫର୍ମୁଲା ମନେରଖିବା ପାଇଁ ସୁନ୍ଦର ଛୋଟ ଛୋଟ କବିତା ମଧ୍ୟ କରିପାରିବେ। ଏହି ମାଧ୍ୟମରେ ପିଲାମାନେ ନିଜେ ଗୁଣୁଗୁଣୁ ହୋଇ ସହଜରେ ପାଠ ମନେ ରଖିପାରିବେ।
-ପିଲାଙ୍କୁ ଯାହା ବି ପଢ଼ାଇବେ ସେସବୁକୁ ରିଭିଜନ ନିଶ୍ଚୟ କରାନ୍ତୁ। ଅର୍ଥାତ୍‌ ପୂର୍ବଦିନ ଯାହା ପଢ଼ିଥିବେ ସେସବୁକୁ ତା’ ପରଦିନ ପ୍ରଶ୍ନ କରି ପୁଣି ଥରେ ମନେ ପକାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଡାଏଟିଂରେ ବି ହୋଇଯିବେ ସ୍ଲିମ୍‌…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ...

ଶାଶୁ-ବୋହୂଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ୬ ସୂତ୍ର

ଶାଶୁ-ବୋହୂ ମଧ୍ୟରେ କଳହ ହେବା ଖବର ଅଧିକାଂଶ ସମୟରେ ଖବରକାଗଜ ତଥା ଟିଭିରେ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ। ତେବେ ପ୍ରତିଦିନ ଶାଶୁ-ବୋହୂଙ୍କ ମଧ୍ୟରେ ହେଉଥିବା...

ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ...

ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ।...

ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ...

କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ ହୃଦ୍‌ରୋଗ ଆଶଙ୍କା ବଢାଏ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା...

ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ...

ହେୟାର କଲର କରୁଥିଲେ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ଲାଗି ହେୟାର କଲରିଂ ବିନା ଯେମିତି ଫ୍ୟାଶନ ଅଧୁରା । ତେବେ ଆପଣ ଜାଣନ୍ତିକି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର...

Advertisement
Archives

Model This Week