ଫିଟ୍‌ନେସ ପାଇଁ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଲେ ଅଭିନେତ୍ରୀ, ଅଭିନେତା: ଚିହ୍ନିବା କଷ୍ଟକର

 

କରୋନା ସଙ୍କଟ ସମୟରେ ପରିସ୍ଥିତିରେ ଯେତେବେଳେ ଜିମ୍‌ ବନ୍ଦ ହୋଇଯାଏ, ସେହିସମୟରେ ବଲିଉଡ୍‌ ଏବଂ ଟିଭି ତାରକାମାନେ ନିଜକୁ ଫିଟ୍‌ ରଖିବା ପାଇଁ ସାଇକେଲ ଚଲାଇବା ମାଧ୍ୟମରେ ବ୍ୟାୟାମ କରୁଛନ୍ତି। ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅନେକ ତାରକା ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି।

ତେବେ ଅଭିନେତା ରଣବୀର କପୁର ସାଇକେଲ ଚଲାଉଥିବାର ନଜର ଆସିଥିବା ବେଳେ ତାଙ୍କୁ ଦେଖି ଚିହ୍ନିବା କଷ୍ଟକର ହୋଇଯିବ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିଛନ୍ତି।

View this post on Instagram

Fam-Jam 🌈🧿 Sun-Tan ☀️ 🌊

A post shared by Sara Ali Khan (@saraalikhan95) on


ଅଭିନେତ୍ରୀ ସାରା ଅଲ୍ଲୀ ଖାନ ତାଙ୍କ ଭାଇଙ୍କ ସହ ଅନେକ ଥର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ଏଥର ତାଙ୍କୁ ଏକୁଟିଆ ସାଇକେଲ ଚଳାଉ ଥିବାଦେଖିବାକୁ ମିଳିଛିି।

ଅଭିନେତା ସୋରାଜ ପଞ୍ଚୋଲି ସାଇକେଲ ଚଳାଉଥିବାର ନଜର ଆସିଥିଲେ। ଏହି ସମୟରେ ସୁରଜ ଏକ କଳା ପୋଷାକ ପିନ୍ଧିଥିଲେ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଶେଷ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ‘ସାଟେଲାଇଟ ଶଙ୍କର’ରେ ସୁରଜଙ୍କୁ ଦେଖିବାକୁ ମିଳିଥିଲା।

View this post on Instagram

As I hold this trophy in my hand , I feel I am holding all the dreams I dared to dream❤️it feels like I am holding the dream of my mother. Coming from a simple conventional gujurati family it started with. She can’t do it . Why does she want to do it? Get an education, get a more secured job, get married,now who will marry her? It’s a tough world out there . It’s a mans world. How will she survive the competition.. she has no Godfather, no connections .. yes, I had none of those, but what I had and all young boys and girls who venture out of their safety zones to get to their goals have..they have the power to wake up and look beyond the doubts..the faith to look beyond the failure ..the blessings that come from the belief u see in the eyes of ur mother..your friends ur loved ones.. ur FANS I am proud bcz just like everyone else who is here to achieve their goals , I worked hard physically, mentally, technically.. I worked in letting myself believe that yes we all are trying and only 1 will win but the experience will make us stronger , better and together. When @itsrohitshetty sir announced my name, all I could feel is the love of my colleagues who rushed to me wit no bias but only love, the same love and support Wch I felt during every task. I could feel my mother smiling bcz she knows my internal battles, I could feel my father cheering me from above.. lookin at me with pride .. I feel only love and gratitude ❤️ To this milestone and many more to come🙏🙏🙏 Thanku @colorstv @voot @endemolshineind and everyone who prayed for me to reach here . Love you all ❤️🙏

A post shared by Karishma Tanna (@karishmaktanna) on

ଖତ୍ରୋ କେ ଖିଲାଡି ‘ସିଜନ ୧୦ ବିଜେତା କରିସ୍ମା ତନ୍ନା ମଧ୍ୟ ସାଇକେଲ ଚଲାଇଥିବା ନଜର ଆସିଛନ୍ତି।

ଅଭିନେତା ଡିନୋ ମୋରେଓ ତାଙ୍କ ଫିଟନେସ୍‌ ପାଇଁ କଠିନ ପରିଶ୍ରମ କରନ୍ତି । ବ୍ୟାୟାମ କରିବା ସମୟରେ ତାଙ୍କ ଫଟୋ ଜିମ୍‌ରେ ଭାଇରାଲ ହୋଇଥାଏ। ଡିନୋ ମଧ୍ୟ ଲକଡାଉନରେ ସାଇକେଲ ଚଳାଇ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

ଖୁସି ଅନ୍ତରାଳେ

କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ...

ପ୍ରଶଂସକଙ୍କୁ ଝଟ୍‌କା: ବିଗ୍‌ବସ-୧୪ ସ୍ଥଗିତ

ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ବସର ପ୍ରଶଂସକଙ୍କୁ ବଡ଼ ଝଟ୍‌କା। ଚଳିତ ବର୍ଷ ଶେଷ ସୁଦ୍ଧା ବିଗ୍‌ବସ ସିଜିନ ୧୪ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ...

ଚୁଜି ହେଲେଣି ହୁମ୍ମା

ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍‌ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ...

ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍‌: ଏବେ ଲକ୍‌ଡାଉନରେ କାମ ଦେଉଛି

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି...

ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଖୁବ୍‌ଶୀଘ୍ର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିଥାଙ୍କ ବାୟୋପିକରେ ନଜର ଆସିବେ। ‘ଥଲାଇବି’ ନାମକ ଏହି ବାୟୋପିକରେ ଜୟାଲଳିତାଙ୍କ ଜୀବନିକୁ...

Coronavirus Update


Archives

Model This Week

Why Dharitri