Posted inଜାତୀୟ

ପରଲୋକରେ ଅମର ସିଂହ

ନୂଆଦିଲ୍ଲୀ,୧।୮: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ ସମାଜବାଦୀ ପାର୍ଟୀ ନେତା ଅମର ସିଂହଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛି ମାସ ପୂର୍ବରୁ ସିଙ୍ଗାପୁରରେ ତାଙ୍କର ଚିକିତ୍ସା କରାଯାଉଥିଲା।

ପ୍ରକାଶ ଯେ, ୨୦୧୩ରେ ଅମରଙ୍କ କିଡନୀ ଫେଲ ହୋଇଥିଲା। ୨୦୧୬ରେ ସେ ରାଜନୈତିକ ଜୀବନକୁ ପୁଣି ଫେରିଥିଲେ। ଚଳିତ ବର୍ଷ ୨୦୨୦ ମାର୍ଚ୍ଚରେ ତାଙ୍କ ନିଧନ ହୋଇଥିବା ନେଇ ଗୁଜବ ଉଠିଥିଲା। ପରେ ସେ ସୁସ୍ଥ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ: ଏୟାର ଲିଫ୍ଟରେ ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି,୧୨।୧: କିଛିଦିନର ନୀରବତା ପରେ ପୁଣି ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଟୋଙ୍କୋ ଥାନା ଅଧୀନ ତୁମ୍ବାହାକା ଅଞ୍ଚଳରେ ମାଓବାଦୀଙ୍କ...

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ...

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା...

ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!

ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର...

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ...

ନାବାଳିକା ବଳାତ୍କାର ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

ପଣଜି,୨୯ ।୭: ଗୋଆରେ ନିକଟରେ ୨ ନାବାଳିକାଙ୍କ ବଳାତ୍କାର ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାର ନିନ୍ଦା ମଧ୍ୟ କରାଯାଇଥିଲା । ଏବେ ଏହାକୁ...

‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌...

ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’

ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ...

Advertisement
Archives

Model This Week