Posted inଜାତୀୟ

ରାଜଧାନୀରେ କଳଙ୍କ: ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା, ଘଟଣା ସମ୍ପର୍କରେ ଜଣାଇଲେ…

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଏକ ଘଟଣା ବାପା-ଝିଅଙ୍କ ସମ୍ପର୍କକୁ କଳଙ୍କିତ କରିଛି। ଜଣେ ୧୪ ବର୍ଷୀୟା ଝିଅ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ ଆଣି ଏଫଆଇଆର ଦାୟର କରିଛନ୍ତି। ସେ ତାଙ୍କ ବନ୍ଧୁଙ୍କ ବାପାମାଆଙ୍କ ସହିତ ପାହାଡଗଞ୍ଜ ପୋଲିସ ଷ୍ଟେଶନରେ ପହଞ୍ଚି ପୋଲିସକୁ ତାଙ୍କ ସହିତ ହୋଇଥିବା ଅଶାଳୀନ ବ୍ୟବହାର ବିଷୟରେ ଜଣାଇଛନ୍ତି। ତାଙ୍କ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଏବଂ ଫୋରେନସିକ ପ୍ରମାଣ ସଂଗ୍ରହ କରିବା ପରେ, ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।

ପାହାଡଗଞ୍ଜ ପୋଲିସର ସୂଚନା ଅନୁଯାୟୀ, ଫେବୃଆରୀ ୧ ତାରିଖରେ, ଜଣେ ୧୪ ବର୍ଷୀୟା ଝିଅ, ଯିଏକି ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି, ତାଙ୍କ ବନ୍ଧୁଙ୍କ ବାପାମାଆଙ୍କ ସହ ପୋଲିସ ଷ୍ଟେସନକୁ ଆସିଥିଲେ। ତାଙ୍କ ବନ୍ଧୁଙ୍କ ବାପାମାଆ ମଧ୍ୟ ତାଙ୍କ ଘରମାଲିକ। ପୀଡିତା କହିଛନ୍ତି ଯେ ତାଙ୍କ ମାଆ ୧୫ ଦିନ ପାଇଁ ବିହାରର ତାଙ୍କ ଗାଁରେ ଥିଲେ। ରାତି ପ୍ରାୟ ୧.୩୦ଟା ସମୟରେ ସେ ତାଙ୍କ ସାନ ଭଉଣୀ ଏବଂ ବାପାଙ୍କ ସହ ଏକ କୋଠରୀରେ ଶୋଇଥିଲେ। ସେହି ସମୟରେ ତାଙ୍କ ବିରୋଧ ସତ୍ତ୍ୱେ ତାଙ୍କ ବାପା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପିଡିତା ଆହୁରି କହିଛନ୍ତି ଯେ, ଗତ ୧୦-୧୫ ଦିନ ମଧ୍ୟରେ ଏପରି ୪-୫ ଥର ଘଟିଛି। ତାଙ୍କ ବାପା ତାଙ୍କୁ ଏବଂ ତାଙ୍କ ମାଆଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିବାରୁ ସେ ପ୍ରଥମେ ଭୟରେ ଚୁପ ରହିଥିଲେ। ତାଙ୍କ ସାନ ଭଉଣୀର ସୁରକ୍ଷା ପାଇଁ ଚିନ୍ତିତ ହୋଇ ସେ ପ୍ରଥମେ ତାଙ୍କ ବନ୍ଧୁଙ୍କ ପିତାମାତାଙ୍କୁ ଜଣାଇଥିଲେ ଏବଂ ତା’ପରେ ପୋଲିସ ଷ୍ଟେଶନକୁ ଆସିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ପହଡ଼ଗଞ୍ଜ ପୋଲିସ ଷ୍ଟେଶନରେ POCSO ଆଇନର ଧାରା ୬୪(୨) ଏବଂ ୬ ଅନୁଯାୟୀ FIR ନମ୍ବର ୧୦୮/୨୦୨୬ (BNS) ରୁଜୁ କରାଯାଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର କାର୍‌ କଲେକ୍ସନ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୯।୧୧: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ପରେ ତାଙ୍କ ଲୋକପ୍ରିୟତା…

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

୧୫ ବର୍ଷରେ ବି ଅଣ୍ଡର-୧୯ ଏସିଆ କପରୁ ବାଦ୍‌ ପଡ଼ିଲେ ବୈଭବ! BCCIର ନିୟମ ହେଲା ବାଧକ

ନୂଆଦିଲ୍ଲୀ, ୯।୧୧: ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ କୋଚ୍, ତାଙ୍କୁ ଡରନ୍ତି….

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଆସିଷ୍ଟାଣ୍ଟ କୋଚ୍‌ ରାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?