Tag Archives: National

ବଡ଼ ଝଟକା: ମମତାଙ୍କ ହାତରୁ ଚାଲିଯିବ ଟିଏମସି! ହଠାତ୍‌ ୫୦ରୁ ଅଧିକ ବିଧାୟକ ବାଚସ୍ପତିଙ୍କ ନିକଟରେ ପହଞ୍ଚି…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ, ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଭିତରେ ଥିବା ବିବାଦ ଏବେ ସାମ୍ନାକୁ ଆସିଛି। ରାଜ୍ୟର ରାଜନୈତିକ ଦୃଶ୍ୟପଟ ବର୍ତ୍ତମାନ ଅସ୍ଥିର ସ୍ଥିତିରେ ଅଛି। ସୋମବାର ଦଳରୁ ବହିଷ୍କୃତ ଦୁଇ ବିଦ୍ରୋହୀ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଲୋକମାନେ ଭାବୁଥିଲେ ଯେ ଭାରତ ସରକାର ଏବେ କେଉଁଠାରୁ ତେଲ…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ବିଶ୍ୱ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଭାରତର ପ୍ରଧାନମନ୍ତ୍ରୀ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ‘ଇଣ୍ଡିଆ’ (INDIA)…

ମେଣ୍ଟ ସରକାର ଗଢ଼ିବାକୁ ବିଜୟଙ୍କ ଉଦ୍ୟମ

ଚେନ୍ନାଇ,୬ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲଢ଼ିଥିବା ଅଭିନେତାରୁ ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍‌ (ଟିଭିକେ) ୧୦୮ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିବାବେଳେ ସଂଖ୍ୟାଗରିଷ୍ଠତାଠାରୁ ୧୦ ଆସନ ପଛରେ ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ…

ବଙ୍ଗରେ କିପରି ଭୁଶୁଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ: କ୍ଷମତା ହରାଇବାର ୫ ବଡ଼ କାରଣ, ଜାଣନ୍ତୁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୦୬ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ହେବ ଯେତେବେଳେ ଭାଜପା ରାଜ୍ୟରେ ସରକାର ଗଠନ କରିବ। ଭାଜପା ଦୁଇ-ତୃତୀୟାଂଶ ବହୁମତ ହାସଲ କରିଛି। ଏହି ସମୟରେ, ଟିଏମସି ୮୦…

‘ଯଦି ପଶ୍ଚିମବଙ୍ଗରେ ଜିତିଥାଏ, ତା’ହେଲେ ମୁଁ…’ ନିର୍ବାଚନ ଫଳାଫଳ ପୂର୍ବରୁ ହଇଚଇ କଲା ଏହି ଏମ୍‌ପିଙ୍କ ବୟାନ

ନୂଆଦିଲ୍ଲୀ,୩୦।୪: ବଙ୍ଗଳାରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ସମସ୍ତ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏହି ସମୟରେ, ପୂର୍ଣ୍ଣିଆ ଏମ୍‌ପି ପପୁ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ…

ସ୍ବପ୍ନ ନିଜସ୍ବ ଗୁଣ, ବାହ୍ୟ ଘଟଣାବଳୀର ପ୍ରତିଫଳନ

ନୂଆଦିଲ୍ଲୀ,୨୯ା୪: ସ୍ବପ୍ନ କେବଳ ଅନିୟମିତ କିମ୍ବା ବିଶୃଙ୍ଖଳିତ ହୋଇ ନ ପାରେ, ବରଂ ଏହା ଜଣଙ୍କ ବ୍ୟକ୍ତିଗତ ଗୁଣ ଯେପରି କି ଜଣେ ବ୍ୟକ୍ତିର ଅନ୍ୟମନସ୍କ ହେବାର ପ୍ରବୃତ୍ତି, ସ୍ବପ୍ନ ପ୍ରତି ଆଗ୍ରହ, ନିଦ୍ରାର ଗୁଣବତ୍ତା ଏବଂ କୋଭିଡ୍‌-୧୯ ମହାମାରୀ ଭଳି…

ମଣିପୁରରେ ସାନି ହିଂସା: ୩ ମୃତ

ଇମ୍ଫାଲ୍‌,୨୫ା୪: ମଣିପୁରର ଉଖ୍ରୁଲ୍‌ ଜିଲାରେ ଶୁକ୍ରବାର ନାଗା ଓ କୁକି ସମ୍ପ୍ରଦାୟ ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଛନ୍ତି। ହିଂସା ପ୍ରଭାବିତ ଉକ୍ତ ଜିଲାର ମୁଲ୍ଲାମ୍‌ ଗ୍ରାମ…

ସୀମାରେ ହଠାତ୍‌ ଅନ୍ଧାର: ପଞ୍ଜାବରୁ କଶ୍ମୀର ପର୍ଯ୍ୟନ୍ତ ‘ବ୍ଲାକ୍‌ଆଉଟ୍‌’ ହାଇ ଆଲର୍ଟ, ରାତି ୧୦ଟାରେ ସାବଧାନ…!

ଚଣ୍ଡିଗଡ଼/ଶ୍ରୀନଗର,୨୪।୪: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାତିରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ସମସ୍ତ ଜିଲାରେ ‘ସିଭିଲ ଡିଫେନ୍ସ ଏୟାର୍‌ ରେଡ୍‌/ବ୍ଲାକଆଉଟ୍‌’ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଏହି ସମୟରେ ଲୋକମାନଙ୍କୁ ସମସ୍ତ ଆଲୋକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି। ପ୍ରଥମେ ଡକାୟତିରୁ ହତ୍ୟାକାଣ୍ଡ ବୋଲି କୁହାଯାଇଥିବାବେଳେ ତଦନ୍ତ ପରେ ତାହା…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ପୋଲିସ କହିଛି ଯେ ପୁଅର ସ୍ବାସ୍ଥ୍ୟ ପାଇଁ ମା’ ନିଜ ଝିଅକୁ ବଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri