Posted inଜାତୀୟ

ଏଲ୍‌ଏସିର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ, ସେନାମୁଖ୍ୟ

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଭାରତୀୟ ସେନା ଖୁବ୍‌ ସଜାଗ ରହିଛି। ଚାଇନାକୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ରହିଛି ଭାରତୀୟ ସେନା। ତେବେ ପୂର୍ବ ଲଦ୍ଦାଖରେ ସୁରକ୍ଷାର ସ୍ଥିତି ପରଖିବାକୁ ଶୁକ୍ରବାର ସେନାମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରାବଣେ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏମାନେ ଲାଇନ୍‌ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି)ରେ ଲାଗିରହିଥିବା ବିବାଦ ମଧ୍ୟରେ ଏହାର ସ୍ଥିତି ପରଖିବେ। ସୂଚନାଯୋଗ୍ୟ, ଏଲ୍‌ଏସିରେ ଘଟିଥିବା ସଂଘର୍ଷରେ କିଛିଦିନ ତଳେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହାପରଠାରୁ ବଢିଯାଇଛି ଭାରତ-ଚାଇନା ବିବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ

ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍‌ ସ୍ଥିତ ବୁଥ୍‌...

କଣ୍ଟେନରରେ ଜଳିଗଲା ୪୦ ଇ-ସ୍କୁଟର

ନାସିକ,୧୨।୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜିତେନ୍ଦ୍ର ଇଲେକ୍ଟିକ୍‌ ଭେହିକ୍ଲସ୍‌ର ଏକ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଇ-ସ୍କୁଟର ଜଳିଯାଇଛି। ମିଳିଥିବା ସୂଚନା ମୁତାବକ,...

ଏନ୍‌ସିପି ଭାଙ୍ଗିବା ପଛରେ ମୋ ହାତ ନାହିଁ: ଭୁଜବଳ

ପୁନେ,୧୦।୭: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ହାତ ଛାଡି ଏକନାଥ ଶିନ୍ଦେ ସରକାରରେ ଯୋଗ ଦେଇଥିବା ଛଗନ ଭୁଜବଲ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମହାରାଷ୍ଟ୍ର...

ଅକ୍ଟୋବର ୧୫ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁ ପ୍ରାୟ ୬ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ହେଲେ ଜରୁରୀ ପରୀକ୍ଷା ପାଇଁ କିଛି...

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ପାଟନା,୨୨ ।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା କଥା ଜଣେ ବ୍ୟକ୍ତି କହିବାରୁ ବିମାନଟିକୁ ପାଟନାରେ ଅଟକାଇ ଦିଆଯାଇଥିଲା...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ପୁଣି ଜଣେ ଗିରଫ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣଙ୍କୁ ଗିରଫ କରିଛି। ଅଭିଷେକ ବୋଇନପାଲିଙ୍କୁ ସିବିଆଇ ଗିରଫ କରିଛି। ଅଭିଷେକଙ୍କୁ...

୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ଦ୍ୱିତୀୟ ଝଟ୍‌କା: ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା

ମୁମ୍ବାଇ,୨୪।୬: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୭ ମାସ ମଧ୍ୟରେ ପୁଣି ଥରେ ଝଟ୍‌କା ଲାଗିଛି। ଏଥର ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ଶେଷ...

ଯଶବନ୍ତଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍‌ କେଟାଗୋରୀ ସୁରକ୍ଷା...

Advertisement
Archives

Model This Week