Posted inଖେଳ

ଅଷ୍ଟ୍ରେଲିଆକୁ ବଡ ଝଟ୍‌କା

ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ବାଦ୍‌ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଗୋଡ ଆଘାତ ଯୋଗୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ବ୍ୟତୀତ ଆଉ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜରେ ମଧ୍ୟ ସେ ଖେଳିବେ ନାହଁି। ଏବେ ବିଶ୍ରାମ ନେବା ପାଇଁ ସେ ନିଜ ଘରକୁ ଫେରିଛନ୍ତି। ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ବେଳକୁ ସେ ଭଲ ହୋଇଯିବେ ବୋଲି କୁହାଯାଉଛି ଡେଭିଡ ୱାର୍ଣ୍ଣରଙ୍କ ବ୍ୟତୀତ ପାଟ କମିନ୍ସ ମଧ୍ୟ ଭାରତ ବିପକ୍ଷ ଅଷ୍ଟ୍ରେଲିଆର ସୀମିତ ଓଭର ମ୍ୟାଚରୁ ବାଦ ପଡିଛନ୍ତି। ଦଳରେ ଡାର୍ସି ସର୍ଟଙ୍କୁ ନିଆଯାଇଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୪ରେ ଖେଳାଯିବ। ପରବର୍ତ୍ତୀ ମ୍ୟାଚ ୬ ଏବଂ ୮ ଡିସେମ୍ବରରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେସ୍‌ ଗେମ୍‌ ଭଳି ମୋ ସହ ଖେଳୁଥିଲେ ଅଶ୍ୱିନ

ମେଲବୋର୍ନ,୧୧।୨: ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ବ୍ୟାଟର ମାର୍ନସ ଲବୁସାନେ ଭାରତୀୟ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଗତ ୨୦୨୦-୨୧ ବର୍ଡର-ଗାଭାସ୍କର...

ଆସନ୍ତାବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜନ ସମ୍ଭାବନା

ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍‌ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍‌ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ...

ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ପଦକ ଜିତିବେ: କୋଚ୍‌ ଶିବପ୍ରସାଦ

ଭୁବନେଶ୍ୱର, ୩୦।୮- ପ୍ରଥମ ପାରା ଆଥଲେଟ ହିସାବରେ ପ୍ରମୋଦ ବିଜୁ ପଟ୍ଟନାୟକ ପୁରସ୍କାର ହାସଲ କରୁଥିବାରୁ ଆମ ପାଇଁ ଗର୍ବ ବିଷୟ ବୋଲି ତାଙ୍କ କୋଚ୍‌...

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧...

ଡୋପିଂ: ଟେନିସ ଖେଳାଳି ମାର୍ଟିନ ସସ୍‌ପେଣ୍ଡ

ଲଣ୍ଡନ, ୧୦ା୮(ଏପି): ଟେନିସ ଖେଳାଳି ଆନ୍ଦ୍ରେଜ ମାର୍ଟିନ ଏକ ପ୍ରତିଯୋଗିତା ବେଳେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ମଙ୍ଗଳବାର ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ସ୍ଲୋଭାକିଆର...

ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ,୨୨।୫: ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅର୍ଥାତ୍‌ ୭୦ ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ...

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ...

ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭...

Advertisement
Archives

Model This Week