୪୦ କୃଷକଙ୍କୁ ହତ୍ୟା

ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ ବିଲରେ ଫସଲ ଅମଳ କରୁଥିବାବେଳେ ଆକ୍ରମଣ ହୋଇଥିଲା। ବର୍ନୋ ସମ୍ପ୍ରଦାୟ ଧାନଚାଷ ପାଇଁ ଜଣାଶୁଣା। ୧୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେମାନେ ସ୍ଥାନୀୟ ସରକାରୀ ପରିଷଦ ପାଇଁ ଭୋଟ ଦେଇଥିଲେ। ଚାଷୀମାନଙ୍କୁ ଆତଙ୍କବାଦୀମାନେ ଘେରିଯାଇ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ରାଜ୍ୟର କୃଷକ ନେତା ମାଲାମ ଜବରମାରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣିରେ ବିସ୍ଫୋରଣ: ୩ କର୍ମଚାରୀ ମୃତ

କିଭ୍‌,୨୫ା୧୨: ୟୁକ୍ରେନର ଖେର୍ସନରେ ଖଣି ବିସ୍ଫୋରଣରେ ୩ ଜରୁରିକାଳୀନ ସେବା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି କର୍ମଚାରୀମାନେ ରୁଷିଆ ଆକ୍ରମଣ ପରଠାରୁ ଏଠାରେ କାର୍ଯ୍ୟ କରୁଥିଲେ।...

ପୁଟିନଙ୍କୁ ଭେଟିଲେ ଡୋଭାଲ

ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏ...

୨ ମାସ ମଧ୍ୟରେ ପ୍ରଥମଥର ଦକ୍ଷିଣ କୋରିଆରେ ୨୦ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୧୮।୪: ଗତ ୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଏଠାରେ ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ...

ସୁରକ୍ଷା କାରଣରୁ ପାକିସ୍ତାନରେ ଥିବା ଦୂତାବାସକୁ ବନ୍ଦ କଲା ସ୍ବିଡେନ

ଇସଲାମାବାଦ,୧୩।୪: ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି। ସ୍ବିଡେନ ସଙ୍କଟଗ୍ରସ୍ତ ପାକିସ୍ତାନର ରାଜଧାନୀରେ ବର୍ତ୍ତମାନର ସୁରକ୍ଷା...

‘ଭାରତ ଖୁସିରେ ଘୋଷଣା କରୁଛି ପାକିସ୍ତାନର ବିନାଶ’, ଇମ୍ରାନ କହିଲେ ଆମ ପିଲାଙ୍କର ଭବିଷ୍ୟତ ନାହିଁ

ଇସଲାମାବାଦ,୧୨ ।୩: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ଜିଲ-ଏ-ଶାହର ଇସାଲ-ଏ-ସବାବ ପାଇଁ ଏକ ସଭାକୁ ସମ୍ବୋଧିତ କରି...

ଋଣଜାଲରେ ବିକାଶଶୀଳ ରାଷ୍ଟ୍ର

ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍‌ହାର୍ଟ...

ପିଓକେରେ ଚାଇନା ସୈନ୍ୟ ଶିବିର

ଇସଲାମାବାଦ୍‌, ୧୫।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତକୁ ହଇରାଣରେ ପକାଇବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଉପରେ...

ଭାରତକୁ ପୁଟିନ୍‌ଙ୍କ ନୂଆବର୍ଷ ଶୁଭେଚ୍ଛା

ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ରେମ୍‌ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି।...

Advertisement
Archives

Model This Week