ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ! ମାଡି ଆସୁଛି…

ଭୁବନେଶ୍ୱର,୧୨।୯: ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା! ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା। ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି ।

ଆଉ ଅଳ୍ପଦିନ ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ତେବେ ଅକ୍ଟୋବର ମାସରେ ବାତ୍ୟା ଭୟ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତାରୁ ହୋଇଥିଲେ ରାଜନେତା, ହେଲେ ଏବେ ଆଉ ଅଭିନୟ କରିବେନି ବିଜୟ!

ଚେନ୍ନାଇ,୧୦।୫: ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ। ମୁଖ୍ୟମନ୍ତ୍ରୀ ହେବା ପରେ ‘ଜନ ନାୟାଗନ’ ବିଜୟଙ୍କ ଶେଷ ଚଳଚ୍ଚିତ୍ର…

ବିଜୟଙ୍କ ପ୍ରଥମ ଦରମା ଥିଲା ମାତ୍ର ଏତିକି ଟଙ୍କା, ଏବେ ଦିନକୁ ରୋଜଗାର କରୁଛନ୍ତି…

ଚେନ୍ନାଇ,୧୦।୫: ଆଜିକାଲି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ଥାଲାପତି ବିଜୟଙ୍କ ଲୋକପ୍ରିୟତା ସବୁଠି ପ୍ରତିଧ୍ୱନିତ ହେଉଛି। ସେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ…

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

Vijay Oath Ceremony: ଆଖିରେ ଆନନ୍ଦର ଅଶ୍ରୁ, ଚେହେରାରେ ଖୁସି, ଶପଥ ଗ୍ରହଣରେ ଭାବୁକ ହେଲେ ପିତା…

ଚେନ୍ନାଇ,୧୦।୫: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହେବେ। ତାଙ୍କର ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତାଙ୍କ…

ବିଜୟଙ୍କ ପାଇଁ ଲକି ତ୍ରିଶା! ଶପଥ ଗ୍ରହଣରେ ସହ-ଅଭିନେତା ତ୍ରିଶା କୃଷ୍ଣନ ହେଲେ ସ୍ବତନ୍ତ୍ର ଅତିଥି, ପତ୍ନୀ-ପିଲାମାନେ ରହିଲେ ଅନୁପସ୍ଥିତ

ଚେନ୍ନାଇ,୧୦।୫: ଦକ୍ଷିଣ ସୁପରଷ୍ଟାର ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅଭିନେତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ପୂର୍ବରୁ, ତାଙ୍କ ସାଥୀ ତ୍ରିଶା କୃଷ୍ଣନ…

ବାଲିଅନ୍ତା ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ…

ଦ୍ୱିତୀୟ ପୁଅର ନାମ ପ୍ରକାଶ କଲେ ସୋନମ କପୁର, ଜାଣନ୍ତୁ ଏହାର ଅର୍ଥ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ମଦରହୁଡ ଏନଜୟ କରୁଛନ୍ତି। ସେ ବର୍ତ୍ତମାନ ଦୁଇଟି ପୁଅର ମାଆ। ତାଙ୍କ ବଡ଼ ପୁଅର ନାମ ବାୟୁ। ଅଭିନେତ୍ରୀ ଏବେ…

ହର୍ମୁଜ ନୁହେଁ ଏଇଠୁ ଆସିବ ଖୁସି ଖବର, ବିଶ୍ୱକୁ ଫେରିବ ଶାନ୍ତି!

ମସ୍କୋ/କ୍ୱିଭ,୧୦।୫: ଗତ କିଛି ବର୍ଷ ଧରି ବିଶ୍ୱ ନିରନ୍ତର ଯୁଦ୍ଧ ଏବଂ ସଂଘର୍ଷର ଏକ ଅବଧି ଦେଖିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri