ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରିବ ସରକାର
ଭୁବନେଶର,୭ା୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯିବ। ଏହି ଘୋଷଣା ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କରିଛନ୍ତି। ମନ୍ତ୍ରୀ ନାୟକ କହିଛନ୍ତି, “ପ୍ରଧାନମନ୍ତ୍ରୀ ଆବାସ...
ମଙ୍ଗଳବାରଠାରୁ ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇ କହିଛନ୍ତି...
ଆଉ ୩ ଦିନ ତୁହାକୁ ତୁହା ବର୍ଷା , ଏସବୁ ଜିଲାକୁ ଓ୍ବାର୍ନିଂ…
ଭୁବନେଶ୍ୱର,୪ା୭(ଅନୁରାଧା ମହାରଣା ) – ଉତ୍ତର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଅଧିକାଂଶ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଶନିବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାରେ...
ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି…
କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚାଷୀ ଡମ୍ବରୁଧର ନାଏକଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଶୁକ୍ରବାର ସକାଳେ ମୋବାଇଲ ଚାର୍ଜ କରୁଥିବା ସମୟରେ...
ରାଗ ଏମିତି ଯେ ରାତି ଅଧରେ ଉଲଗ୍ନ ହୋଇ କରିଥିଲେ ଏଭଳି କାଣ୍ଡ, ସୁବ୍ରତ ଦଳେଇଙ୍କୁ ବାନ୍ଧିଲା…
ବୈଶିଙ୍ଗା,୪।୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବଡଗୁମା ବଜାରଠାରେ ଥିବା ସପନ କୁମାର ସାନ୍ତରାଙ୍କ ଔଷଧ ଦୋକାନରେ ଗତ ସୋମବାର ରାତି ଗୋଟାଏ ସମୟରେ ଅଜ୍ଞାତ ବ୍ୟକ୍ତି ଭଙ୍ଗାରୁଜା କରିଥିଲେ। ଏଥିସହ ଉଲଗ୍ନ ହୋଇ ବାଇକ ଓ...
ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨ା୭: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ...
ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି: ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଆନ୍ଧ୍ରର ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି…
ପଟ୍ଟାଙ୍ଗି,୨।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତେଲରାଇ ଛକ ନିକଟରେ ତଥା ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଛି। ଏଥିରେ ଗୁରୁତର ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ଗୋଷ୍ଠୀ...
ଅବଶିଷ୍ଟ ଜୀବନ ସୁଖ ସମୃଦ୍ଧିରେ କଟୁ; ଏଭଳି କାମନା କରି ପ୍ରଧାନଶିକ୍ଷକଙ୍କୁ…
ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର: ଦିଗପହଣ୍ଡି ବ୍ଲକ ଆଙ୍କୋରଡା କ୍ଲଷ୍ଟର କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୀବନ ନନ୍ଦ ଅବସର ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ...
ମନ ଜିଣିଲା ‘ମଝି ନଈରେ ମୋ ଜୀବନ ଡଙ୍ଗା’ ନାଟକ, କଳାକାରଙ୍କ ଅଭିନୟ ଦେଖି…
ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ...
ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ! ସଭାପତି ଡାକିଥିଲେ, ଆଲୋଚନା କଲି; ଘରକୁ ଯାଉଛି କହି ଜଗନ୍ନାଥ ପ୍ରଧାନ…
ଭୁବନେଶ୍ୱର,୨।୭: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଫିସରେ ଜଣେ ଓଏଏସ୍ ଅଧିକାରୀ ତଥା ନିଗମର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର ଅଭିଯୁକ୍ତ ତଥା ବିଏମ୍ସି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର...
ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି…
ବୈଶିଙ୍ଗା,୨।୭(ରତନ ଦାଶ): ବାପାଙ୍କ ସହ ଭୋଜି ଖାଇବାକୁ ଯାଇ ଦୁଇ ପୁଅ ନିଖୋଜ। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ମଗୁସିରିଆ ଗ୍ରାମରେ ଘଟିଥିବା ଚକିତ କଲା ଭଳିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମଙ୍ଗଳବାର...
ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍ ଚଳାଚଳ ଠପ୍, ୩ ଏକ୍ସପ୍ରେସ୍ ବାତିଲ ନେଇ…
କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି।...
Archives
