Posted inଜାତୀୟ

ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍‌ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଘୋଷଣା କରାଯାଇଛି। ଏଥର ପରୀକ୍ଷା ଦେବା ପାଇଁ ବହୁସଂଖ୍ୟାରେ ପ୍ରାର୍ଥୀ ଆବେଦନ କରିଥିବାବେଳେ ଅନେକେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କୁ ନୂଆ ପରୀକ୍ଷା କେନ୍ଦ୍ର ଚୟନ କରି ଆବେଦନ କରିବା ଲାଗି ଏକ ସୁଯୋଗ ଦେବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷା, ୨୦୨୦ ଏବଂ ଭାରତୀୟ ବନ ସେବା (ମେନ୍‌) ପରୀକ୍ଷା, ୨୦୨୦ ପାଇଁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସୁଯୋଗ ଦିଆଯାଇଛି। ଏଥିପାଇଁ ଜୁଲାଇ ୭ରୁ ୧୩ ଏବଂ ୨୦ରୁ ୨୪ ତାରିଖ ଦୁଇଟି ପର୍ଯ୍ୟାୟରେ କମିଶନଙ୍କ ଓ୍ବେବ୍‌ସାଇଟ http://upsconline.nic.inରେ ପ୍ରାର୍ଥୀ ସଂଶୋଧିତ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି...

ଟୁଇନ୍ସ ବେବିଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲେ ଇଶା ଅମ୍ବାନୀ: ଗ୍ରାଣ୍ଡ ଓ୍ବେଲକମ୍‌ ପାଇଁ ଏୟାରପୋର୍ଟରେ ପହଞ୍ଚିଲେ ପୁରା ପରିବାର

ମୁମ୍ବାଇ,୨୪।୧୨: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଇ ଇଶା ଅମ୍ବାନୀ ନିକଟରେ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ରେ ଯାଆଁଳା ସନ୍ତାନଙ୍କୁ...

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ...

ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍‌ରେ...

ଉପ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମେ ପିତାଙ୍କୁ ଭେଟିବେ ତେଜସ୍ୱୀ

ପାଟନା,୧୨ ।୮: ବିହାରର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପତ୍ନୀ ରେଚଲଙ୍କ ସହ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପିତା ଲାଲୁ ପ୍ରସାଦ ଯାଦବଙ୍କୁ...

କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଖବରକୁ ଅତିରଞ୍ଜିତ କରନ୍ତି ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୨।୯: ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ସୂଚନା ଓ ପ୍ରସାରଣ...

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ...

ଡେଟା ଉଲ୍ଲଂଘନ କଲେ ୫୦୦ କୋଟି ଜରିମାନା

ନୂଆଦିଲ୍ଲୀ,୧୯।୧୧(ପି.ଟି.): ପ୍ରସ୍ତାବିତ ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍‌,୨୦୨୨ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କଲେ ୫୦୦ କୋଟି ଟଙ୍କା ଜରିମାନା ଭରିବାକୁ ପଡ଼ିବ। ପୂର୍ବ ବିଲ୍‌ରେ ଜରିମାନା...

Advertisement
Archives

Model This Week