Video

ଜୀବନ ଯୁଦ୍ଧରେ ହାରିଗଲେ ଇରଫାନ୍

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଲିଉଡରେ ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ । ୫୩ ବର୍ଷ ବୟୟରେ ତାଙ୍କର କୋକିଲା ବେନ୍ ହସ୍ପିଟାଲରେ ପରଲୋକ ହୋଇଛି ।

ରାମାୟଣ ଓ ମହାଭାରତ ପରେ ଦୂରଦର୍ଶନକୁ ଫେରିବ ଶୀକୃଷ୍ଣ ।

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ଲକଡାଉନରେ କରିନା କପୁର କଣ କରୁଛନ୍ତି । କରୋନାକୁ ନେଇ ଅଜୟ ଦେବଗନଙ୍କର କେଉଁ ଗୀତ ଦର୍ଶକଙ୍କୁ ଆସୁଛି ପସନ୍ଦ । କରୋନାକୁ ନେଇ ରିଲିଜ ହେଲା ବିଶ୍ବର ପ୍ରଥମ ଫିଲ୍ମ ।…

ରାଜ୍ୟରେ ୧୦୩ ଛୁଇଁଲା ସଂଙ୍କ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ କରୋନା ଚିକତ୍ସାଧିନଙ୍କ ସଂଖ୍ୟା…

କରୋନା ପରେ ଓଡ଼ିଶାକୁ ବାତ୍ୟା ଭୟ | After corona, cyclone scares Odisha

ଓଡ଼ିଶାରେ ଏପର୍ଯ୍ୟନ୍ତ ୯୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହାରି ଭିତରେ ଆସୁଥିବା ଆଉ ଏକ ବାତ୍ୟା ଓଡ଼ିଶା ପାଇଁ ଭୟ ସୃଷ୍ଟି କରିଛି। ସୂଚନା ମୁତାବକ ମେ’ ୩ରେ ଓଡିଶା ପୁଣି ଆଉ ଏକ ବାତ୍ୟାର…

ବାବୁ ମହଲ: ଇଙ୍ଗିଲିସ୍ ଫିଙ୍ଗଲିସ୍ | Babu Mahal #30 ‘English Finglish’

ଆଜିର ଆଧୁନିକ ସମାଜରେ ଇଂରାଜୀ ଶଦ୍ଦର ବ୍ୟବହାର ବହୁଳ ମାତ୍ରାରେ ହେଉଛି। ଚାକିରୀ କିମ୍ବା ଯେକୋୖଣସି ବୃତ୍ତିରେ ଏହାର ବ୍ୟବହାର ଯେପରି ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯାହାଦ୍ଵାରା ଅନେକ ବ୍ୟକ୍ତି ପ୍ରଭାବିତ ହେଉଥିବା ମଧ୍ୟ ନଜରକୁ ଆସେ । ଏଥର ‘ବାବୁମହଲ’ର…

କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ

ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭ ଦିନ ଯାଏ…

ଲକଡାଉନରେ ଘରେ ବନାନ୍ତୁ ଗୋଲଡେନ୍ ଚିକେନ

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋର ହୁଅନ୍ତୁ ନାହିଁ । ଘରେ ରହିବ ବିଭିନ୍ନ ସ୍ୱାଦିଷ୍ଟ ଖାଇବା ଜିନିଷ ପ୍ରସ୍ତୁତ କରନ୍ତୁ ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ…

ଚିନ୍ତା ବଢାଉଛି ପଶ୍ଚିମବଙ୍ଗ

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଛି। ଏହା ସହିତ ଏବେ ଭଦ୍ରକରେ ମୋଟ…

କରୋନା ଯୋଦ୍ଧା ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ । Naveen announces 50 lakh compensation for corona warriors

କରୋନା ସଂକ୍ରମଣକୁ ମୁକାବିଲା ପାଇଁ ଆଗଧାଡିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କର ଯଦି ମୃତ୍ୟୁ ଘଟେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏଥିସହ ସେମାନଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା…

Cops postpone wedding amid call of duty | କର୍ତବ୍ୟ ପାଇଁ ବିବାହ ଘୁଂଚାଇ ଦେଲେ ପୋଲିସ କର୍ମଚାରୀ

ନିଜ ପରିବାରକୁ ପର କରି ସେମାନେ ମାନବ ଜାତିର ସେବା ପାଇଁ ଦିନରାତି ଏକ କରିଦେଇଛନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା କର୍ମଚାରୀ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?