Video

ବାବୁ ମହଲ: ସନିଆର ମଟନ ନିଶା | Babu Mahal #29 ‘Sania Ra Mutton Nisha’

କିଛି ଲୋକଙ୍କର ଖାଇବାରେ ଭାରି ସଉକ, ଏପରିକି ସେମାନେ ଖାଇବା ପାଇଁ କିଛି ବି କରିଦିଅନ୍ତି। ଆପଣ ମାନେ ଜାଣନ୍ତି ମଟନ ପାଇଁ ସନିଆର ମଧ୍ୟ ପ୍ରବଳ ଆଗ୍ରହ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ସନିଆର ମଟନ ନିଶା’।...

ସରକାରଙ୍କ ତଥ୍ୟ କେତେ ସତ୍ୟ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ଖବରଜାତା ସମ୍ମିଳନୀରେ ସୂଚନା ଦିଆଯାଉଛି । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି । ହେଲେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି...

US ରୁ ଦେଲେ ସଚେତନତା ବାର୍ତ୍ତା

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା ପ୍ରବାସୀ ଓଡିଆ କରୋନା ସହ ଲଢେଇ ଲାଗି ପରାମର୍ଶ ଦେଇଛନ୍ତି । ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି…

ବାଣ୍ଟିଲେ ସାନିଟାଇଜର, କଲେ ସଚେତନ

ଏବେ ସାରା ଦେଶ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ମହିଳାମାନଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ତାଙ୍କ ଟିମ୍ । ମହିଳାମାନଙ୍କୁ ସାନିଟାଇଜର ,ସାନିଟାରୀ ନାପକିନ୍ ପ୍ରଭୃତି ମଧ୍ୟ ଦିଆଯାଇଥିଲା...

ମେ ୩ ଯାଏ ଦେଶରେ ବଢିଲା ଲକଡାଉନ୍

କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Let’s make grilled smokey chicken | ଲକଡାଉନରେ ଘରେ ବନାନ୍ତୁ ଗ୍ରୀଲ୍ଡ ସ୍ମୋକି ଚିକେନ୍‌

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋ ହୁଅନ୍ତୁ ନାହିଁ । ଘରେ ରହିବ ବିଭିନ୍ନ ସ୍ୱାଦିଷ୍ଟ ଖାଇବା ଜିନିଷ ପ୍ରସ୍ତୁତ କରନ୍ତୁ । ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ...

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ, କୋହଳ ହେଲା ଏହିସବୁ କଟକଣା

ଓଡ଼ିଶା ସରକାର ଏହି ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଡାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଏପ୍ରିଲ ୧୫ରୁ ଆରମ୍ଭ ହେବ । ତେବେ ଏହି ସମୟରେ କିଛି...

ଓଡ଼ିଆ ନବବର୍ଷ, ଶୂନଶାନ୍ ମନ୍ଦିର | Lockdown mars Odia New Year festivities

ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତି । ଏଥିସହିତ ଓଡ଼ିଆ ନବ ବର୍ଷ ମଧ୍ୟ । କରୋନା ମୁକାବିଲା ପାଇଁ ଲକଡାଉନ ଚାଲିଥିବାରୁ କୌଣସି ମନ୍ଦିରରେ ଆଜି ଭକ୍ତଙ୍କ ଗହଳି ଦେଖିବାକୁ ମିଳିନାହିଁ । ହେଲେ ମନ୍ଦିରରେ ରୀତି...

ନୂଆପଡାରେ ଜୀବଜନ୍ତୁଙ୍କୁ ଅଜଣା ରୋଗ

ନୂଆପଡା ଜିଲ୍ଲା ସାମପଦର ଗ୍ରାମରେ ଗତ କିଛିଦିନ ହେବ ଜୀବଜନ୍ତୁଙ୍କ ଠାରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ପାଖାପାଖି 114 ଛେଳି ମେଣ୍ଢାଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପଟେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଏ ଯାଏଁ କୌଣସି...

କାମ ଦେଉନି ମାସ୍କ ସଚେତନତା

ମାରାତ୍ମକ କରୋନା ଭାଇରସ୍ କବଳରେ ସାରା ବିଶ୍ବ । ଏଥିରୁ ରକ୍ଷା ପାଇବା ଲାଗି ସରକାର ଅନେକ ସଚେତନତାମୁଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତାହା ମଧ୍ୟରୁ ଗୋଟିଏ ହେଉଛି ସର୍ବସାଧାରଣ ସ୍ଥାନରେ ମୁହଁକୁ ମାସ୍କ କିମ୍ବା ରୁମାଲ/ଓଢଣୀ ଦ୍ୱାରା...

No evidence of COVID-19 community transmission in India | ଓଡ଼ିଶାରେ ସୁସ୍ଥ ହେଲେ ୧୨ଜଣ

ଦେଶରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ଏବେ ୨୩୦ ରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୦ଜଣଙ୍କ ଜୀବନ ଯାଇଥିବା ବେଳେ...

Churches deserted this Good Friday amid lockdown | କରୋନା ପାଇଁ ଫିକା ପଡିଲା ଗୁଡ୍ ଫ୍ରାଇଡେ

ଆଜି ହେଉଛି ପବିତ୍ର ଗୁଡ୍ ଫ୍ରାଇଡେ । ଲକଡାଉନ ପାଇଁ ଖାଁ ଖାଁ ଚର୍ଚ୍ଚ ପରିସର । ଘରେ ରହି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟଧର୍ମାବିଲମ୍ବି । ଶୁଭ ଶୁକ୍ରବାରରେ ସତ୍ୟ, ସେବା ପାଇଁ ପ୍ରଭୂ ଯୀଶୁଙ୍କୁ ମନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri