Video

ସତ୍ୟନଗର ସିଲ୍

ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।

ଲକଡାଉନରେ ନଟିଆ | Natia in Lockdown

ଏବେ ସାରା ଦେଶ ୨୧ଦିନ ଲାଗି ଲକଡାଉନ । ତେବେ ଏହି ଲକଡାଉନ ସମୟରେ ସମସ୍ତଙ୍କର ପ୍ରିୟ ନଟିଆର ଭଏସ ଆର୍ଟିଷ୍ଟ ସ୍ମୁତିରଞ୍ଜନ କଣ କରୁଛନ୍ତି ଜାଣିବାକୁ ଚାହୁଁଛନ୍ତି କି, ଚାଲନ୍ତୁ ଦେଖିବା ଏହି ଭିଡିଓ..

ବାବୁ ମହଲ: ବାବେନା ଭୂତ

ବିଜ୍ଞାନଯୁଗରେ ମଣିଷ ଯେତେ ଅଗ୍ରସର ହେଲେ ବି ଭୂତ, ପ୍ରେତ ପ୍ରତି ଥିବା ଭୟ ଆଜିଯାଏ ମନ ଭିତରୁ ଲିଭିନି। ଅନ୍ଧାର ରାତିରେ ଯିବା ହେଉ ଅବା ସ୍ବପ୍ନରେ କିଛି ଗୋଟିଏ ଭୂତ ଭଳି ସବାର ହେଲେ ଅନେକ ଲୋକ ଭୟଭୀତ…

ଲକଡାଉନରେ ପ୍ରବାସୀ ଓଡିଆ

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା କିଛି ପ୍ରବାସୀ ଓଡିଆ କରୋନା ସହ ଲଢେଇ ଲାଗି ପରାମର୍ଶ ଦେଇଛନ୍ତି । ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି ।

ଅମାନିଆଙ୍କ ନିୟମ ଉଲଂଘନ

୪୮ ଘଣ୍ଟିଆ ଶଟଡାଉନ ପରେ ରାଜପଥରେ ଗହଳି କଲେ ଅମାନିଆ। ସାମାଜିକ ଦୂରତାକୁ ଭୁଲିଗଲେ। ନିୟମ ଉଲଂଘନକୁ ନେଇ ପୋଲିସ।ହେଲା କଠୋର ଶବ୍ଦ କରିବାକୁ ଯାଇ ଦେଲା ଉତ୍ତମ ମଧ୍ୟମ।

ସୁସ୍ଥ ହୋଇଥିବା ପ୍ରଥମ କରୋନା ପଜିଟିଭ୍ କହିଲେ ତାଙ୍କ ଅନୁଭୂତି

ଦିନିକୁ ଦିନ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟରେ ଏହାଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି । ତେବେ ନିକଟରେ ସୁସ୍ଥ ହୋଇ ଫେରିଥିବା ପ୍ରଥମ କରୋନା ଆକ୍ରାନ୍ତ ତାଙ୍କ ଅନୁଭୂତି କହିଛନ୍ତି ।…

ସଟଡାଉନ ହଟିବା ପରେ

୪୮ ଘଣ୍ଟିଆ ସଟଡାଉନ ହଟିଛି । ଏହାପରେ କିନ୍ତୁ ୨୧ଦିନିଆ ଲକଡାଉନ ବଳବତ୍ତର ରହିଛି । ତେବେ ୪୮ ଘଣ୍ଟା ସଟଡାଉନ ହଟିବା ପରେ ଆଜି ରାଜଧାନୀ ସମେତ କଟକରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଅନେକ…

କଟକରେ ସଟଡାଉନ୍

କରୋନା ମୁକାବିଲା ପାଇଁ ସରକାରା ରାଜଧାନୀ ସମେତ କଟକ ଓ ଭଦ୍ରକକୁ ୪୮ ଘଣ୍ଟା ଲାଗି ସଟଡାଉନ୍ ଘୋଷଣା କରିଥିଲେ । ଏହି ୪୮ ଘଣ୍ଟିଆ ସଟଡାଉନ ଏବେ ହଟିଛି ତେବେ ଏହି ସମୟରେ କଟକର ଚିତ୍ର କଣ ଥିଲା ଆସନ୍ତୁ…

କଳାହାଣ୍ଡିରେ କରୋନା ପଜିଟିଭ, ଗାଁ ସିଲ୍

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଗତକାଲି ଗୋଳାମୁଣ୍ଡ ବ୍ଲକ ଅନ୍ତର୍ଗତ ଖମାର ହଳଦୀ ଗାଁର ଜଣେ ୨୯ ବର୍ଷୀୟ ଯୁବକଙ୍କ କରୋନା ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ସଟଡାଉନ-ରାଜଧାନୀରେ ନିରବତାର ରାଜତ୍ବ | Eerie calm on Bhubaneswar streets

ରାଜଧାନୀରେ ୪୮ ଘଂଟିଆ ସଟଡାଉନ ପରେ ଶୂନଶାନ ହୋଇଯାଇଛି ପୁରା ରାଜଧାନୀ । ଆଉ ଶୂନଶାନରେ ରାଜତ୍ବ କରୁଛି ନିରବତା । ଯାହା ଆଗରୁ କେବେ ବି ଦେଖିବାକୁ ମିଳିନଥିଲା । ଚାରିଆଡେ ଶୂନଶାନ, ଆତଙ୍କିତ ହୋଇପଡିଛନ୍ତି ଲୋକେ । ସମସ୍ତେ…

ସିଲ୍ ହେଲା ବମିଖାଲ- ଗ୍ରାଉଣ୍ଡ ଜିରୋ ରିପୋର୍ଟ | Bomikhal Sealed – Report from Ground Zero

ଗତକାଲି ବମିଖାଲ ଅଂଚଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସ୍ଥାନୀୟ ଅଂଚଳକୁ ସିଲ କରାଯାଇଛି । କିଭଳି ରହିଛି ବମିଖାଲର ସ୍ଥିତି ତାହା ପରିଖିବାକୁ ଗ୍ରାଉଣ୍ଡ ଜିରୋରରେ ପହଂଚିଥିଲା ଧରିତ୍ରୀ ଲାଇଭ ଟିମ୍ ।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri