Video

ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରୀଛାତ୍ର।

ଶୀତବସ୍ତ୍ର ବଜାରରେ ଲାଗିଛି ଭିଡ

ରାଜ୍ୟରେ ଏବେ ତାପମାତ୍ରା କମୁଛି। ଶୀତ ଯେତେ ବଢୁଛି ଶୀତବସ୍ତ୍ର ବଜାରରେ ଭିଡ ସେତେ ବଢୁଛି। ଦେଖନ୍ତୁ ଭୁବନେଶ୍ୱର ଶୀତ ବସ୍ତ୍ର ବଜାରରେ କ’ଣ ସବୁ ନୂଆ କଲେକ୍ସନ ଆସିଛି।

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ | ‘Liquid tea’ beats ‘milk tea’

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ । ଷୋଡଶ ରାଜ୍ୟସ୍ତରୀୟ କଳିଙ୍ଗ ହରବାଲ ମେଳାରେ ମିଳୁଛି ଏହି ଲିକୁଇଡ ଚାହା । ପାଟିକୁ ସ୍ୱାଦ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୀତକର ଏହି ଚାହା ।    

‘ସକାଳୁ ଉଠୁ ଉଠୁ ଆଗ ଧରିତ୍ରୀ ପଢୁ’ – ଅଶ୍ୱିନୀ

‘ମୁଁ ଅପେକ୍ଷା କରିଥାଏ ସିନେମା ଫର୍ଦ୍ଧକୁ। କ’ଣ ସବୁ ନୂଆ ସିନେମା ଆସୁଛି ତାକୁ ଦେଖୁ।’ ବୋଲି କହିବା ସହ ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଅଭିନେତା ଅଶ୍ୱିନୀ।  

‘ଧରିତ୍ରୀ ଏମିତି ଆହୁରି ବହୁତ ଆଗକୁ ଯାଉ’- ଶିବାନୀ

‘ଧରିତ୍ରୀ ଆମକୁ ଏମିତି ସବୁବେଳେ ନିଚ୍ଛକ ଖବର ଦେଉଥାଉ। ବିଶେଷ କରି ଓଡ଼ିଆ କଳା ସଂସ୍କୃତିକୁ ସମୃଦ୍ଧ କରିବାରେ ଧରିତ୍ରୀର ବଡ଼ ସହଯୋଗ ରହିଛି । ପ୍ରଭୂ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଧରିତ୍ରୀ ଆହୁରି ବହୁତ ଆଗକୁ ଯାଉ’ ବୋଲି…

‘ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ’ – ସନ୍ତୁ ନିଜେ

‘ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ। ଧରିତ୍ରୀ ଆମକୁ ଏମିତି ନିଛକ ଖବର ସବୁବେଳେ ଦେଉଥାଉ।’ ବୋଲି କହିବା ସହ ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ହାସ୍ୟ ଅଭିନେତା ସନ୍ତୁ ନିଜେ।

‘ଧରିତ୍ରୀର ନିରପେକ୍ଷ ଯାତ୍ରା ପାଇଁ ସାଧୁବାଦ’ – ସିଦ୍ଧାନ୍ତ ମହାପାତ୍ର

ଧରିତ୍ରୀର ଏହି ନିରପେକ୍ଷ ଯାତ୍ରା ପାଇଁ ଧରିତ୍ରୀକୁ ସାଧୁବାଦ ବୋଲି କହି ଧରିତ୍ରୀର ୫୦ ବର୍ଷ ପଦାର୍ପଣକୁ ନେଇ ଶୁଭେଚ୍ଛା ଜଣାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?