Video

ଜିମ୍ ଓ ଯୋଗ କେନ୍ଦ୍ର ପାଇଁ ଗାଇଡଲାଇନ୍ ଜାରି

ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି । ଅନଲକ-୩ରେ ଆସନ୍ତା ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ଅନୁଯାୟୀ କେବଳ ନନ୍‌-କେଣ୍ଟନମେଣ୍ଟ ଜୋନରେ...

ବାବୁ ମହଲ: ରାକ୍ଷୀ | Babu Mahal #44: ‘Rakhi’

‘ରାକ୍ଷୀ ପୂର୍ଣ୍ଣିମା’ କେବଳ ଏକ ପର୍ବ ନୁହେଁ, ଏହା ଭାଇ ଭଉଣୀ ମଧ୍ୟରେ ସ୍ନେହ ଓ ଭଲ ପାଇବାର ଦିନ। ତେବେ ସମାୟାନୁକ୍ରମେ ଆଜିର ଆଧୁନିକତା ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଏହି ପରମ୍ପରା କ୍ଷୁର୍ଣ୍ଣ ହେଉଥିବାର ପରିଲକ୍ଷିତ...

ବନ୍ଧୁ ପାଇଁ ଦିନ ଟିଏ | Happy Friendship Day

ବନ୍ଧୁତ୍ୱ ଜୀବନର ମେରୁଦଣ୍ଡ ଭଳି। ଏହା ନଥିଲେ ମଣିଷ ସମାଜରେ ବଞ୍ଚିପାରେ ନାହିଁ। ପାଖରେ ହଜାରେ ଲୋକ ଥିଲେ ବି ସେ ନିଜକୁ ନିସଙ୍ଗ ଅନୁଭବ କରିଥାଏ। ତେବେ ବନ୍ଧୁତ୍ୱ ଦିବସ ବା Friendship Day ହେଉଛି ସେହିପରି ଗୋଟିଏ...

ଅନଲକ୍ ୩ , ଓଡିଶା ଗାଇଡଲାଇନ୍

ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ଅନଲକ୍ ୩ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଡାଇଡଲାଇନରେ କଣ ରହିଛି ଆସନ୍ତୁ ଦେଖିବା ।

ରିୟା ଚକ୍ରବର୍ତ୍ତି ଫେରାର

ଆଜିର ଏପିସୋଡରେ ଆମେ ଦେଖିବା ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି । କଣ ସତରେ ରିୟା ଚକ୍ରବର୍ତ୍ତି ଫେରାର ହୋଇଯାଇଛନ୍ତି । ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବୟାନ ରେକର୍ଡ । ସମ୍ବଲପୁରୀ ଶାଢୀ ପିନ୍ଧି କଣ...

ପ୍ଲାଜମା ଥେରାପି କ’ଣ

କରୋନାରେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ଗ୍ରାଫ ଯେମିତି ବଢିଚାଲିଛି । ଅନେକ ଦେଶ କରୋନାରୁ ରକ୍ଷା ପାଇବା ଲାଗି ଭ୍ୟାକସିନ୍ ବାହାର କରିବାରେ ଲାଗିଛନ୍ତି । ଏହାରି ଭିତରେ ପ୍ଲାଜମା ଥେରାପି କରୋନା ରୋଗୀଙ୍କ ଲାଗି ଯେମିତି ଆଶାର...

କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪

କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ନୂଆ ଶିକ୍ଷାନୀତିରେ କରାଯାଇଥିବା ବିଭିନ୍ନ ପରିବର୍ତ୍ତନ ଉପରେ ଆସନ୍ତୁ ନଜର ପକାଇବା ।...

ଅନଲକ‌-୩, ନୂଆ ଗାଇଡଲାଇନ୍ ଜାରି

କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅନଲକ-୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଅନଲକ୍‌-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଦେଶର...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆଜି ଭିଡ଼ିଓ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି ।...

ସୁଶାନ୍ତଙ୍କ ଫିଲ୍ମ ଦେଖି କାନ୍ଦି ପକାଇଲେ ମନୋଜ

ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା କେବେ ଓ କେଉଁଠି କ୍ବାରାଣ୍ଚାଇନରେ ରହିବେ ଟିମ୍ ଇଣ୍ଡିଆ ସଦସ୍ୟ। କୋଭିଡ୍ କଟକଣା ମଧ୍ୟରେ ଆଇପିଏଲ ଆୟୋଜନ କରିବା ଏକ ବଡ ଚ୍ୟାଲେଞ୍ଜ। ଇର୍ଡେନଗାର୍ଡେନ୍ସରେ କେଉଁମାନଙ୍କୁ ମିଳିବ କ୍ବାରାଣ୍ଟାଇନ୍ ସୁବିଧା। ପ୍ରଥମ ଭାରତୀୟ...

ରହସ୍ୟ ଜନକ ମୃତ୍ୟୁ

ମୃତ୍ୟୁ ସମସ୍ତଙ୍କ ଲାଗି ଏକ ଚିରନ୍ତନ ସତ୍ୟ ଶଦ୍ଦ । ତେବେ ଏହି ମୃତ୍ୟୁ କେବେ ଶାନ୍ତି, କେବେ ହିଂଶକ ତ ଆଉ କେବେ କେବେ ସବୁଦିନ ଲାଗି ରହସ୍ୟ ହୋଇ ରହିଯାଏ । ଏହି ଏପିସୋଡରେ ବଲିଉଡରେ ହୋଇଥିବା...

କାର୍ଗିଲ ବିଜୟ ଦିବସ

ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri