Video

ବେସାହାରା ହେଉଛନ୍ତି ସାହାରା ଜମାକାରୀ

୩୦ ରୁ ୩୫ ଲକ୍ଷ ଟଙ୍କା ଜମା ମ୍ୟାଚୁରୁଟି ହେଲାଣି । ଟଙ୍କା ମିଳୁନାହିଁ । ଖାଲି ତାରିଖ ପରେ ତାରିଖ ମିଳୁଛି । ତୁରନ୍ତ ଆମ ଟଙ୍କା ମ୍ୟାଚୁରୁଟି ସହ ଫେରାଇ ଦିଆଯାଉ । ଟଙ୍କା ଫେରି ପାଇବାକୁ ଗାନ୍ଧୀ…

ହଟିଲା ସପ୍ତାହନ୍ତ ଶଟଡାଉନ୍‌

ସେପ୍ଟେମ୍ବର ମାସ ପାଇଁ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହନ୍ତ ଶଟଡାଉନ୍‌…

ମୋ ସ୍ୱାମୀଙ୍କୁ ଡାକିନେଇ ମାରିଦେଲେ

ପୂର୍ବ ଶତୃତାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ଯୁବକଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଭାଜପା କର୍ମୀ ଓ ପୋଲିସ ମୁହାଁମୁହିଁ

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଭାଜପା ଯୁବ ମୋର୍ଚ୍ଚା। ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରାଯାଉ ବୋଲି ଯୁବ ମୋର୍ଚ୍ଚା ଦାବି…

ବୁଝାମଣା କରିବ ତାଲିବାନ!

ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ତାଲିବାନକୁ ନେଇ ପୁରା ଦୁନିଆରେ ଚର୍ଚ୍ଚା ଜୋର ଧରିଛି । ତାଲିବାନ ଶାସନକୁ ନେଇ ଭୟରେ ଲୋକ ଥରହର ହୋଇ ନିଜ ଦେଶ ଛାଡି ଅନ୍ୟତ୍ର ପଳାଉଛନ୍ତି । ଏଭଳି କ୍ଷେତ୍ରରେ ପଞ୍ଜଶିରକୁ କିନ୍ତୁ…

Cine Jhalak : କେବେ ରିଲିଜ ହେବ କେଜିଏଫ୍‌-୨

ଏଥର ସିନେ ଝଲକରେ ଦେଖିବା: *ରକ୍କି ୱର୍ ରାନୀ କୀ ପ୍ରେମ କହାନୀ *ପୁଣି ଘୁଞ୍ଚିଲା ଆରଆରଆର ର ରିଲିଜ ଡେଟ୍‌ *କେବେ ରିଲିଜ ହେବ କେଜିଏଫ୍‌-୨ *ଟାଇଗର-୩: ସଲମାନ ଖାନଙ୍କ ଫାଷ୍ଟ ଲୁକ୍ ଫଟୋ ଭାଇରାଲ *ସୋନୁ ସୁଦଙ୍କୁ ୧କୋଟି…

ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ସିଂହଦ୍ୱାର । ଦୀର୍ଘଦିନ ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଆଜିଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ…

କାର୍ଯ୍ୟ ଆରମ୍ଭରୁ ଭାଙ୍ଗିଗଲା ପାଶ୍ୱର୍ମୂର୍ତ୍ତି

ଆରମ୍ଭ ହେଲା ମାଷ୍ଟରକ୍ୟାଣ୍ଟିନ୍ ଘୋଡାର ସୌନ୍ଦର୍ଯ୍ୟକରଣ କାମ । ବିଡିଏ, ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲିଛି । ଐତିହ୍ୟ ଘୋଡା ଯେଉଁ ସ୍ଥାନରେ ରହିଥିଲା ସେହି ସ୍ଥାନରେ ରହିଛି । ମାତ୍ର ତା ପାଶ୍ୱର୍ରେ…

ଆତ୍ମହତ୍ୟା ନା ହତ୍ୟା !

ଭୁବନେଶ୍ୱର- ରଘୁନାଥପୁର ରାସ୍ତାକଡରେ ଥିବା ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ସନ୍ଦେହ ଲାଗି ରହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି । ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାକୁ…

ଓଡ଼ିଶାରେ କ୍ରିକେଟ୍ ତାଲିମ୍ ଦେବେ ଆଝାରୁଦ୍ଦିନ୍

ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ ବୁଲି ଦେଖିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନୟାକ ମହମ୍ମଦ ଆଝାରୁଦ୍ଦିନ । କେଟି ଗ୍ଲୋବାଲ ସ୍କୁଲରେ ଏକ କ୍ରିକେଟ ଏକାଡେମୀ ହେବାକୁ ଯାଉଛି। ଏହି ଏକାଡେମୀର ସ୍ୱତନ୍ତ୍ର ଦାୟିତ୍ୱ ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ ରହିବ।…

ସତରେ କ’ଣ ଆମେ ସ୍ୱାଧୀନ ?

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ୱାଧୀନତା ଦିବସ । ଆମ ସ୍ୱାଧୀନତାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରୁଛନ୍ତି ଦେଶ ବାସୀ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ବନ୍ଦେମାତରଂମ । ସ୍ୱାଧୀନତାର ୭୪ ବର୍ଷ ପରେ ବି…

ଦିଲ୍ଲୀରୁ ପଲ୍ଲୀ ଉଡିଲା ତ୍ରିରଙ୍ଗା

୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣାରେ ଦେଶ ପାଳୁଛି ସ୍ୱାଧୀନତା ଦିବସ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?