ଅରୁଣାଞ୍ଚଳରେ ୧୫ଟି ସ୍ଥାନର ନାମ ବଦଳି ଦେଲା ଚାଇନା
ନୂଆଦିଲ୍ଲୀ,୩୦।୧୨: ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛି ଚାଇନା। ପଡ଼ୋଶୀ ଦେଶର ଏଭଳି ପଦକ୍ଷେପକୁ କଡ଼ା ଶବ୍ଦରେ ସମାଲୋଚନା କରିଛି ନୂଆଦିଲ୍ଲୀ। ଏଭଳି କାର୍ଯ୍ୟ ଦ୍ୱାରା ଅଞ୍ଚଳର ଷ୍ଟାଟସ ବଦଳି ଯିବ ନାହିଁ।…
ମୁମ୍ବାଇରେ ପାଣି ଉପରେ ଚାଲିବ ଟାକ୍ସି
ମୁମ୍ବାଇ,୨୪।୧୨: ଆସନ୍ତା ବର୍ଷ ଜାନୁୟାରୀରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ନୂଆ ଟ୍ରାନ୍ସପୋର୍ଟ ବ୍ୟବସ୍ଥା। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ମୁମ୍ବାଇ ଠାରୁ ନବି ମୁମ୍ବାଇ ପର୍ଯ୍ୟନ୍ତ ଅସୁବିଧା ମୁକ୍ତ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯେଗାଇଦେବା ଉଦ୍ଦେଶ୍ୟରେ ଓ୍ବାଟର…
ବିବାହ ପୂର୍ବରୁ ବାପା ହୋଇଥିଲେ ସବୁ କ୍ରିକେଟର୍
ବିଶ୍ୱ କ୍ରିକେଟରେ ଏପରି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ବାପା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି କ୍ରିକେଟରମାନେ ବିବାହ ପୂର୍ବରୁ ନିଜ ଗର୍ଲଫ୍ରେଣ୍ଡମାନଙ୍କ ସହିତ ସମ୍ପର୍କ ରଖିବା ପରେ ବାପା ହୋଇଛନ୍ତି। କ୍ରିକେଟରଙ୍କ ଏହି ଅନନ୍ୟ ତାଲିକାରେ…
ଅଭିଯୁକ୍ତ ଟିଉଶନ ସାର୍ ଗିରଫ
ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍ ସାର୍ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଗିରଫ କରିଛି। ଏଥିସହ ଛାତ୍ରୀଦ୍ୱୟଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଟିଉଶନ ସାର ଏବଂ ଛାତ୍ରୀଦ୍ୱୟଙ୍କୁ…
ଜଙ୍ଗଲରୁ ଗଛ କାଟି ୨୬ ଗିରଫ
କେନ୍ଦୁଝର,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଧୀନ ଅଟେଇ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୨୬ଜଣଙ୍କୁ ବନ ବିଭାଗ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ କାଠ, ଗଛକଟା ସରଞ୍ଜାମ ଆଦି ଜବତ କରାଯାଇଛି। ସେମାନଙ୍କ ଘର ଘଟଗାଁ…
ବିଶ୍ୱାସ ଓ ସହଯୋଗର ସଙ୍କଟ
ବିଲ୍ ଏମ୍ମୋଟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍୨୬ର ଅନିର୍ଣ୍ଣାୟକ ପରିଣାମରେ ଅନେକ ଦେଶ ହତୋତ୍ସାହିତ ହୋଇଯାଇଛନ୍ତି। ହେଲେ ସେମାନେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍ପଙ୍ଗ୍ଙ୍କ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ସମ୍ମିଳନୀ ନିଷ୍କର୍ଷ ପ୍ରତି…
ନିଯୁକ୍ତିରେ ବିବିଧତା
ହରିଶଙ୍କର ମିଶ୍ର ଆମ ରାଜ୍ୟର ଯେକୌଣସି କାର୍ଯ୍ୟାଳୟ, ବିଦ୍ୟାଳୟ ବା ଚିକିତ୍ସାଳୟକୁ ଗଲେ ଜଣାଯିବ ଯେ ଏକାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲିଥିବ। କିଛି ପଦବୀରେ ଚୁକ୍ତିଭିତ୍ତିକ କର୍ମଚାରୀ ରହିଥିବେ। ଅନେକ କାର୍ଯ୍ୟାଳୟରେ ଖାଲି ଥିବା ପଦବୀରେ ଅବସରପ୍ରାପ୍ତ କର୍ମଚାରୀ /ଅଧିକାରୀମାନଙ୍କୁ ସ୍ବତନ୍ତ୍ର…
ଗୀତାର ଅମୃତଜ୍ଞାନ
ଡା. ଉମେଶ ଚନ୍ଦ୍ର ପାତ୍ର ହିନ୍ଦୁ ପରମ୍ପରା ଅନୁଯାୟୀ ଶ୍ରୀମଦ୍ ଭଗବତ୍ ଗୀତାର ସୃଷ୍ଟି ଦିବସକୁ ଗୀତା ଜୟନ୍ତୀ ଭାବେ ପାଳନ କରାଯାଇଥାଏ। ମାର୍ଗଶିର ଶୁକ୍ଳ ଏକାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ମହାଭାରତ ଯୁଦ୍ଧ ପୂର୍ବରୁ ଯୁଦ୍ଧଭୂମିରେ…
ପିକ୍ନିକ୍ ଟାଇମ୍
ଫ୍ୟାମିଲି ପିକ୍ନିକ୍। ମାନେ ଖୁସି, ମଜା, ମସ୍ତି। ଧରାବନ୍ଧା ନିୟମରୁ ବାହାରି ଭିନ୍ନ ଏକ ପରିବେଶରେ କିଛି ମୁହୂର୍ତ୍ତ। ଯାହା ସମସ୍ତଙ୍କ ପାଇଁ ଏକ ସୁନ୍ଦର ଅବସର। ହେଲେ ପିକ୍ନିକ୍ର ପ୍ରକୃତ ମଜା ନେବା ପାଇଁ ଯିବା ପୂର୍ବରୁ ଠିକ୍ ଭାବରେ…
ଅର୍ଥନୀତିରେ ମିଥେନ
ଡ. ଚିତ୍ତରଂଜନ ମିଶ୍ର ମସ୍ତ ଜୀବିତ ପ୍ରାଣୀଙ୍କ ମଧ୍ୟରେ ଅଙ୍ଗାରକ ଓ ଉଦଜାନ ମୌଳିକ ଉପାଦାନ ରହିଛି । ସେମାନଙ୍କ ଶରୀର ମୃତ୍ୟୁ ପରେ ଅବକ୍ଷୟ ହେବା ଆରମ୍ଭ କରିଦେଇଥାଏ। ଯଦି ପରିବେଶରେ ଅମ୍ଳଜାନ ଉପଲବ୍ଧ ହୋଇଥାଏ ତେବେ ଅଙ୍ଗାରକ ଅଙ୍ଗାରକାମ୍ଳକୁ…
କେନ୍ଦ୍ର ତାଲିକାରେ ୨୬ ବିଲ୍
ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ ମୋଟ ୨୬ଟି ବିଲ୍ ମୋଦି ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି। ଉକ୍ତ ୨୬ ବିଲ୍କୁ ବୁଧବାର…
ସୁଧୁରୁଛି ଦିଲ୍ଲୀ
ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ ସୋମବାର ଉଠାଇ ଦେଇଛନ୍ତି। ସ୍କୁଲ୍, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ୨୪…
Archives


