Uncategorized

ମୁହଁ ନ ଖୋଲି ବି କରିହେବ କଥାବାର୍ତ୍ତା

ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ, ଆପଣ ଜଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିବେ, ହେଲେ ପାଖରେ ଅନ୍ୟ ଲୋକ ଥିବାରୁ କହିପାରୁ ନ ଥିବେ। ଏମିତିରେ ଭାରି ବ୍ୟସ୍ତ ଲାଗେ। କଥା ଜରୁରୀ ହୋଇଥିଲେ ବି କହି ହେବ…

ଗାଁକୁ ପଠାଗଲା ଖେଳ ଶିକ୍ଷକଙ୍କ ମୃତଦେହ

ନବରଙ୍ଗପୁର,୨୮ା୯(ସଦାଶିବ ପ୍ରହରାଜ): ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଉମରକୋଟରୁ ଏକ ବସ୍‌ରେ ସ୍କୁଲ ପିଲାମାନେ ଯାଉଥିଲେ। ଉକ୍ତ ବସ୍‌ଟି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଉମରକୋଟ ସ୍ବାମୀ ବିବେକାନନ୍ଦ…

ଦ୍ୱିତୀୟ ଦିନରେ କାରାଗାର କର୍ମଚାରୀଙ୍କ ଅନଶନ

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ…

ଆରିନ୍‌ ଅନ୍ବେଷ ଚାମ୍ପିୟନ

ଭୁବନେଶ୍ୱର, ୨୬ା୯ (ବିଜୟ ରଣା): ସ୍ଥାନୀୟ ପଟିଆସ୍ଥିତ ସ୍ବୟମଶ୍ରୀ ଆକ୍ଟିଭିଟି ହବ୍‌ ଆନୁକୂଲ୍ୟରେ ସୁଭଦ୍ରା ବିଲ୍‌ଡିଂଠାରେ ରବିବାର ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୟୋଲା ସ୍କୁଲର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ସେ ୭ରାଉଣ୍ଡ…

ଭୁଲ୍‌ ଇଞ୍ଜେକ୍‌ଶନରୁ ଶିଶୁମୃତ୍ୟୁ ଅଭିଯୋଗ

ବରୀ,୨୫ା୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଭୁଲ ଇଞ୍ଜେକ୍‌ଶନ ଦେବାରୁ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରୀ ବ୍ଲକ୍‌ ଅଧୀନ ଅଲିପୁର ଗ୍ରାମର ବିରଞ୍ଚତ୍ ଗେଡ଼ିଙ୍କ ଝିଅ ଅର୍ପିତା ଗେଡ଼ି(୪)। ଜ୍ୱର…

ମାଇଗ୍ରେନ୍‌ରୁ ମିଳିବ ମୁକ୍ତି

ମୁଣ୍ଡର ଏକ ନିର୍ଦ୍ଦିଷ୍ଟ ଭାଗ ବିନ୍ଧାହେଲେ ତାହା ମାଇଗ୍ରେନ୍‌ ବୋଲି କୁହାଯାଏ। ଏହି ସମସ୍ୟା କିଛି ମିନିଟ୍‌ କିମ୍ବା କିଛି ଘଣ୍ଟାରେ ଭଲ ହୋଇ ନ ଥାଏ। ବେଳେବେଳେ ୨ଦିନ ପର୍ଯ୍ୟନ୍ତ ଏହା ଭଲ ହୋଇ ନ ଥାଏ। ତେବେ ଏହି…

ଶାହିନଙ୍କ ବିପକ୍ଷରେ ପ୍ରଥମ ଓଭରରେ ଛକା ମାରି ଇତିହାସ ରଚିଲେ ରୋହିତ ଶର୍ମା

କଲମ୍ବୋ,୧୦।୯: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ୨୦୨୩ର ସୁପର ୪ ମୁକାବିଲାରେ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ଓପନିଂ…

ସୌମ୍ୟ ଦଳ ଛାଡ଼ି ସମ୍ପାଦକୀୟ ଲେଖନ୍ତୁ : ପ୍ରତାପ

ଭୁବନେଶ୍ୱର,୧୦।୯(ଅନିଲ ଦାସ): ଦଳ ଓ ସରକାରଙ୍କ ବିରୋଧରେ ମତ ଦେଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର ଜଣଙ୍କ ପରେ ଜଣେ ନେତା ସମାଲୋଚନା କରିଛନ୍ତି। ଶନିବାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ତାଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିଛନ୍ତି।…

ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ, ରାସ୍ତା କାର୍ଯ୍ୟ ଶେଷ କର

ଫୁଲବାଣୀ,୯ା୯(ରାକେଶ କୁମାର ରାଉତ): ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ା କନ୍ଧମାଳ ଏମ୍‌ପି ଅଚ୍ୟୁତାନନ୍ଦ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ…

ସୁଦାନ ସୈନ୍ୟଙ୍କ ଆକ୍ରମଣରେ ୩୨ ସାଧାରଣ ଲୋକଙ୍କ ମୃତ୍ୟୁ…

ଖାର୍ତୁମ,୭।୯ : ସୁଦାନରେ ସେନା ଦ୍ୱାରା ଆର୍ଟିଲିରି ଅଗ୍ନିକାଣ୍ଡରେ ୩୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏପ୍ରିଲରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ଲୋକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି…

‘ସୋନିଆ ଗାନ୍ଧୀ ମୂଳତଃ ଖ୍ରୀଷ୍ଟିଆନ, ସନାତନୀ ନୁହେଁ’

ନୂଆଦିଲ୍ଲୀ,୬।୯: ଭାଜପାର ପରିବର୍ତ୍ତନ ଯାତ୍ରାରେ ଯୋଗଦେବା ପାଇଁ ଧୋଲପୁରରେ ପହଞ୍ଚିଥିବା ସିକର ଏମ୍‌ପି ସୁମେଧାନନ୍ଦ ସରସ୍ବତୀ ସୋନିଆ ଗାନ୍ଧୀ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ଖ୍ରୀଷ୍ଟିଆନ ସଂସ୍କୃତିର ବୋଲି କହିଛନ୍ତି। ସୁମେଧାନନ୍ଦ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ…

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ସଂସ୍କୃତି ବିକଶିତ ହୋଇଛି: ସିଜେଆଇ…

ନୂଆଦିଲ୍ଲୀ,୨।୯ : ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଭାରତୀୟ ଅନୁଷ୍ଠାନଗୁଡ଼ିକ ସଂଳାପ, ସହନଶୀଳତା ଏବଂ ସହଭାଗୀ ମୂଲ୍ୟବୋଧ ମାଧ୍ୟମରେ ସମସ୍ୟାର ସମାଧାନ କରିବାର ସଂସ୍କୃତି ବିକଶିତ କରିଛନ୍ତି। ଅପରପକ୍ଷରେ କେତେକ ବିଦେଶୀ ରାଷ୍ଟ୍ରରେ ଅସ୍ତ୍ରଶସ୍ତ୍ର ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?