Uncategorized

ମନ୍‌ସୁନ୍‌ ଫୁଟ୍‌ଓ୍ବେର୍‌

ବର୍ଷାଦିନେ ରେନ୍‌କୋଟ୍‌ ହେଉ କି ଛତା, ଶରୀରକୁ ସିନା ଓଦାହେବାରୁ ରକ୍ଷା କରିଦିଏ କିନ୍ତୁ ଜୋତା ବା ଫୁଟ୍‌ଓ୍ବେର୍‌କୁ ସୁରକ୍ଷା ଦେଇପାରେନା; ଯଦ୍ଦ୍ବାରା ତାହା ବର୍ଷାରେ ଓଦା ହୋଇ କେତେବେଳେ ଛିଡ଼ିଯାଏ ତ ପୁଣି ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିଥାଏ। ତେଣୁ…

ପ୍ରଥମ ରୋଜଗାର: ଗଡ଼ ଜିଣିବା ଭଳି ମନେ ହେଉଥିଲା

ନିଜର ‘ପ୍ରଥମ ରୋଜଗାର’ କହିଲେ ଭିନ୍ନ ଭିନ୍ନ ଅର୍ଥ ଆସିପାରେ। ଜୀବନରେ ପ୍ରଥମ ଥର ପାଇଁ କୌଣସି କାମ କରି, ଅଥବା ଚାକିରିକରି କିମ୍ବା ଅନ୍ୟ କୌଣସି ଉପାୟରେ କରିଥିବା ରୋଜଗାରକୁ ପ୍ରଥମ ରୋଜଗାର କୁହାଯାଇପାରେ। ମୋ ପାଇଁ କିନ୍ତୁ ପ୍ରଥମ…

ଅଜବ ନିଲାମ

ସଲିବ୍ରିଟିଙ୍କ ପାଇଁ ଲୋକ ଏତେ ପାଗଳ ଯେ, ତାଙ୍କ ସମ୍ବନ୍ଧିତ କିମ୍ବା ସେ ବ୍ୟବହାର କରିଥିବା ଜିନିଷକୁ କିଣିବା ପାଇଁ ସେମାନେ ଯେ କୌଣସି ଦାମ୍‌ ଦେବା ପାଇଁ ବି ପ୍ରସ୍ତୁତ ହୋଇଯାନ୍ତି…   କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ବିବାହ କେକ୍‌:…

ଖାଲି ରଖିବେ ନାହିଁ କେଉଁ ଜିନିଷ

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଏମିତି କେତେକ ଜିନିଷ ରହିଛି, ଯାହାକୁ କେବେ ବି ଖାଲି ରଖିବା ଆଦୌ ଠିକ୍‌ ନୁହେଁ। ନଚେତ୍‌ ଏହାର ଅନେକ କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ…

କ୍ରୀଡ଼ାରେ ପ୍ରତିବାଦ

ହ୍ୟୁମାନ୍‌ ରାଇଟ୍‌ ସାଲ୍ୟୁଟ୍‌ ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଆମେରିକାର କଳା ଗୋରା ଭେଦଭାବ(ବର୍ଣ୍ଣବୈଷମ୍ୟବାଦ)କୁ ନେଇ ପ୍ରତିବାଦର ସ୍ବର ଉଠାଇଥିଲେ ଦୁଇ ଆମେରିକୀୟ ସ୍ପ୍ରିଣ୍ଟର। ୨୦୦ ମିଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିବା ପରେ ଆଫ୍ରିକାନ ଆମେରିକୀୟ…

ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବାବା ବାଗେଶ୍ୱରଙ୍କ ଶରଣ ପଶିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୭।୭: ଟିମ ଇଣ୍ଡିଆ ଚଳିତ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏଠାରେ ଭାରତକୁ ଟେଷ୍ଟ, ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ। ଷ୍ଟାର ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। ୱେଷ୍ଟଇଣ୍ଡିଜ ଯିବା ପୂର୍ବରୁ କୁଲଦୀପ ଯାଦବ…

ଜେସିବି ଲଗାଇ ଏଟିଏମ୍‌ ଚୋରି

ଲଣ୍ଡନ: ଚୋରମାନେ ଚୋରି କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ବ୍ରିଟେନ୍‌ରେ ଚୋରିକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୪ ଜଣ ଚୋର ଏଟିଏମ୍‌ରୁ ଟଙ୍କା ନେବା ବଦଳରେ ପୂରା ଏଟିଏମ୍‌କୁ ଜେସିବିରେ ଉଠାଇ ନେଇଥିବା ଜଣାପଡ଼ିଛି। ସେମାନେ…

ଏଇ ଭାରତରେ

ଦିଲ୍ଲୀର ଏକ ବସ୍ତିରେ ରହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍‌ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଥାନ୍‌ ସିଂ। ଚାକିରିର ଦାୟିତ୍ୱ ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ପଢାଉଛନ୍ତି। ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ…

ପୁରୁଣା ଡିଜାଇନ, ନୂଆ ଲୁକ୍‌

  ଘରର ଇଣ୍ଟେରିୟର ଲୁକ୍‌ ବଦଳାଇବା ପାଇଁ ସମସ୍ତେ ନୂଆ ନୂଆ ଟ୍ରେଣ୍ଟର ଆସବାବପତ୍ର ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ପୁରୁଣା ଡିଜାଇନ ରହିଛି ଯାହା ଆଜିର ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରିଛି। ତେଣୁ ଘରର ଡିଜାଇନ ବଦଳାଇବା…

ମେରୀ କମ୍‌ଙ୍କୁ ଗ୍ଲୋବାଲ ଇଣ୍ଡିଆନ ଆଇକନ୍‌ ପୁରସ୍କାର

ଲଣ୍ଡନ,୧।୭(ପି.ଟି.) : କ୍ରୀଡ଼ା କିମ୍ବଦନ୍ତୀ ତଥା ମହିଳା ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ ପଦକ ବିଜେତା ଏମ୍‌.ସି. ମେରୀ କମ୍‌ ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସାଉଥ-ଇଷ୍ଟର୍ନ ଇଂଲଣ୍ଡର ଓ୍ବିଣ୍ଡସରଠାରେ ଏହି ୟୁନାଇଟେଡ୍‌ କିଙ୍ଗଡମ୍‌…

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏକ ଚିଠି ଲେଖାଯାଇ ଓଡ଼ିଶା କ୍ୟାଡରର ଜଣେ…

ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri