ସୁଶାନ୍ତଙ୍କ ଫ୍ଲାଟ୍ କିଣିଲେ ଅଦା ଶର୍ମା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ହେଲେ ଏବେ ବି ଲୋକଙ୍କ ମନରେ ସେ ଘର କରି ରହିଛନ୍ତି। ଏହି ଲୋକପ୍ରିୟ ଅଭିନେତାଙ୍କ ଘର ନିକଟରେ ବିକ୍ରି ହୋଇଯାଇଛି। ରିପୋର୍ଟ ମୁତାବକ, ଅଭିନେତ୍ରୀ…
ପେଙ୍ଗୁଇନ୍କୁ ମେଜର ଜେନେରାଲକୁ ପଦୋନ୍ନତି
ଇଡେନ୍ବର୍ଗ: ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଯୋଗଦାନ ରହିଥାଏ। ହେଲେ ନିକଟରେ ଏକ ପେଙ୍ଗୁଇନ୍ର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ସେହି ପେଙ୍ଗୁଇନ୍ ସେନାର ଏକ ଅଂଶ ବୋଲି ଜଣାପଡିଛି। ବର୍ତ୍ତମାନ ଉକ୍ତ ପେଙ୍ଗୁଇନ୍କୁ ବ୍ରିଗେଡିୟର…
ଆଗକୁ ଷ୍ଟୋରିଟେଲିଂର ବହୁତ ଆବଶ୍ୟକ ରହିଛି
ଓଡ଼ିଶାରେ ଷ୍ଟୋରିଟେଲିଂ ବା ଗପ କହିବାର କଥା ଉଠିଲେ ଆସିଯାଏ ପ୍ରାଚୀତାରା ମିଶ୍ରଙ୍କ ନାମ। କାହାଣୀର କୁହୁକ ପେଡ଼ିରେ ସେ ବାନ୍ଧି ରଖନ୍ତି ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ। ପିଲାବେଳୁ ନାଟକ, ଗୀତ, ନାଚରେ ରୁଚି ରଖୁଥିବା ମିଶ୍ର ପରବର୍ତ୍ତୀ ସମୟରେ ରେଡିଓ…
କୁକୁର ପାଇଁ ୮ ଜଣଙ୍କୁ ଗୁଳି: ୨ ମୃତ
ଭୋପାଳ,୧୮ା୮: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷା କୁକୁରକୁ ନେଇ ସେମାନଙ୍କ ମାଲିକଙ୍କ ମଧ୍ୟରେ ବଚସାରୁ ଝଗଡ଼ା ହୋଇ ୨ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତିରେ ବ୍ୟାଙ୍କ୍ ସୁରକ୍ଷା ଗାର୍ଡ ରାଜପାଲ ସିଂ ରାଜଓ୍ବତ୍ ତାଙ୍କ ବାଲ୍କୋନିରୁ ପଡୋଶୀମାନଙ୍କୁ ଗୁଳି ଚଳାଇଥିଲେ। ଏଥିରେ…
ଡିପି ପରିବର୍ତ୍ତନ ପରେ ଭାଜପା ନେତାଙ୍କ ଟୁଇଟରରୁ ଗୋଲଡେନ୍ ଟିକ୍ ଉଭାନ
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲୋକଙ୍କୁ ସେମାନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟର ଡିସପ୍ଲେ ପିକ୍ସଚର(ଡିପି) ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହା ପରେ ଲୋକଙ୍କ ସମେତ ନେତାମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ପରିବର୍ତ୍ତନ…
ଯୌନହିଂସା ରୋକିବାକୁ ରାଜ୍ୟ ବାଧ୍ୟ
ନୂଆଦିଲ୍ଲୀ,୧୨ା୮: ମଣିପୁର ହିଂସା ବେଳେ ମହିଳାମାନଙ୍କ ପ୍ରତି ଯେଭଳି ଅତ୍ୟାଚାର କରାଯାଇଛି, ତାହାକୁ ନେଇ ସୁପ୍ରିମକୋର୍ଟ ବ୍ୟଥିତ ହୋଇଛନ୍ତି। ଅନ୍ୟ ସମ୍ପ୍ରଦାୟକୁ ପଦାନତ କରିବାର ବାର୍ତ୍ତା ଦେବା ପାଇଁ ଉତ୍ତ୍ୟକ୍ତ ଲୋକେ ଯୌନ ହିଂସାକୁ ବ୍ୟବହାର କରିଥିଲେ। ଏହାକୁ ବନ୍ଦ କରିବାକୁ ରାଜ୍ୟ…
୬ ଫୁଟ ଉପରକୁ ଉଠିବ ୨୫୦ ବର୍ଷର ଜଗନ୍ନାଥ ମନ୍ଦିର
ଗଞ୍ଜାମ(ବିଦ୍ୟାଧର ସାହୁ)/ରମ୍ଭା (ବନବାସୀ ସେଠୀ) ୯।୮: ଅତ୍ୟାଧୁନିକ ପଦ୍ଧତିରେ ୬ ଫୁଟ ଉପରକୁ ଉଠିବ ବହୁ ପୁରାତନ ତଥା ୨୫୦ ବର୍ଷର ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲାର ରମ୍ଭାରେ ରହିଛି ପ୍ରାୟ ୨୫୦ରୁ ଊଦ୍ଧର୍ବ ବର୍ଷର ପୁରାତନ ଜଗନ୍ନାଥ ମନ୍ଦିର।…
ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ ହେଲେ ୪.୧୩ ଲକ୍ଷ ଆବେଦନକାରୀ
ଭୁବନେଶ୍ବର, ୮ା୮(ସୁନିତ୍ ମିଶ୍ର): ମଧୁବାବୁ ପେନ୍ସନ୍ ଯୋଜନାରେ ଅଧିକ ୪ ଲକ୍ଷ ୧୩ ହଜାର ଆବେଦନକାରୀଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆବେଦନଗୁଡ଼ିକୁ ସୋମବାର ମଞ୍ଜୁର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ)ର ଜିଲା ଗସ୍ତ ସମୟରେ…
ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ ସିଆଇଏସ୍ଏଫ୍ କନ୍ଷ୍ଟେବଲ
ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍)ର ଜଣେ କନଷ୍ଟେବଳ ଧାରାପଡ଼ିଛନ୍ତି। ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଗତବର୍ଷ ଅଗଷ୍ଟରୁ କାମ କରୁଥିବା ସିଆଇଏସ୍ଏଫ୍ କନ୍ଷ୍ଟବଲ କପିଲ କୁମାର ଜଗଦୀଶ…
ବନ୍ଧୁତ୍ୱକୁ ଦୃଢ଼ କରିବା ପାଇଁ…
ସୁଖ, ଦୁଃଖ, ବିପଦ, ଆପଦରେ ଯିଏ ନିଜର ସ୍ବାର୍ଥ ଭୁଲି ସାହାଯ୍ୟର ହାତ ବଢ଼ାଇ ଦିଏ ତାକୁ ହିଁ ପ୍ରକୃତ ବନ୍ଧୁ କୁହାଯାଏ। ହେଲେ ବେଳେବେଳେ ସାମାନ୍ୟ ଭୁଲ୍ ପାଇଁ ଏ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, କେତୋଟି…
ଓଡ଼ିଶାରୁ ଭାଗନେବେ ୨୮ ପ୍ରତିଯୋଗୀ
ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ବିହାରର ପାଟନାସ୍ଥିତ କଙ୍କରବାଗ୍ ପାଟଳିପୁତ୍ର ସ୍ପୋଟର୍ସ କମ୍ପ୍ଲେକ୍ସରେ ଚଳିତ ମାସ ୬ରୁ ୧୧ ପର୍ଯ୍ୟନ୍ତ ୨୨ତମ ଜାତୀୟ ଜୁନିୟର ଉଷୁ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୨୮ ପ୍ରତିଯୋଗୀଙ୍କ ସମେତ ମୋଟ ୩୬ ଜଣିଆ…
ବିପନ୍ନ କୃଷି ଓ ହତାଶ ଚାଷୀ
ବୈକୁଣ୍ଠନାଥ ମିଶ୍ର ଭାରତୀୟ କୃଷି ମୌସୁମୀ ବାୟୁର କ୍ରୀଡ଼ନକ। ଯେଉଁ ବର୍ଷ ମୌସୁମୀ ପ୍ରବାହ ଯେତେ ସୁଗମ ସେ ବର୍ଷ କୃଷି ପାଇଁ ଅନୁକୂଳ ବୋଲି ମନେକରାଯାଏ। ନିଅଣ୍ଟିଆ ବୃଷ୍ଟି କିମ୍ବା ବୃଷ୍ଟିର ପ୍ରାବଲ୍ୟ ସମୁଦାୟ କୃଷକ କୁଳକୁ ଉଚ୍ଛନ୍ନ…
Archives


