Uncategorized

ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ

ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି।…

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୨(ଅସମାପିକା ସାହୁ): ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରି ଟୁଇଟ୍‌ କରି ଲେଖିଛନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ…

Video: ସୁପରମ୍ୟାନ୍‌ ସାଜି ଏମିତି କ୍ୟାଚ୍‌ ଧରିଲେ ବୋଲ୍ଡ, ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୧: ଟ୍ରେଣ୍ଟ ବୋଲ୍ଟ ତାଙ୍କ ସୁଇଙ୍ଗ ବୋଲିଂ ପାଇଁ ଜଣାଶୁଣା। କିନ୍ତୁ ଫିଲ୍ଡିଂରେ ସେ ଯାହା କରିଥିଲେ ତାହା ମଧ୍ୟ ଶ୍ରେଷ୍ଠ ଫିଲ୍ଡରମାନେ କରିପାରି ନ ଥିଲେ। ଆଜିକାଲି ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ ଟି-୨୦ରେ ବୋଲ୍ଟ ଗୋଟିଏ ହାତରେ ଏତେ ସୁନ୍ଦର…

Video: ଗଛରେ ଝୁଲୁଛି ବିଶାଳକାୟ ଅଜଗର; ଦେଖିଲେ ଲାଗିବ ଭୟ…

ଗଛରେ ଝୁଲିଛି ବିଶାଳକାୟ ଅଜଗର। ଯିଏ ଦେଖୁଛି ଭୟରେ ଥରୁଛି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଖିଆଗକୁ ଯେଉଁ ଦୃଶ୍ୟ ଆସୁଛି ତା’ ଉପରେ ବିଶ୍ୱାସ କରିହେଉନାହିଁ। ଏଯାବତ ହଜାର ହଜାର ଲୋକେ ଏହାକୁ…

ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ

ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍‌ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ…

ଗୋଟିଏ ପରିବାରର ୭ ଜଣଙ୍କୁ ଆକ୍ରାଣ

ଭଦ୍ରକ,୨୬।୧: ଭଦ୍ରକ ଜିଲା ବାସୁଦେବପୁର ଥାନା ଗୁଆଗାଡ଼ିଆ ପଞ୍ଚାୟତର ଚିରଳ ଗାଁରେ ଅଭାବନୀୟ ଘଟଣା ଘଟିଛି। କେତେ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ଆକ୍ରମଣ କରଛନ୍ତି। ଏହି ଘଟଣାରେ ପରିବାରର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ଗିଲ୍‌ ମୋ ଆଦର୍ଶ: ସ୍ନେହିତ

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଶଂସକ କାହିଁରେ କେତେ। ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ତାଙ୍କୁ ଅନେକେ ଆଦର୍ଶ ବୋଲି ମନେ କରିଥାନ୍ତି। ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ଏବଂ ଭାରତୀୟ ମୂଳର ସ୍ନେହିତ ରେଡ୍ଡି…

କୁକିଜ୍‌ ବିକୁଥିବା ବ୍ୟକ୍ତିଙ୍କ ଆୟ ଶୁଣିଲେ ଉଡ଼ିଯିବ ହୋଶ୍‌: କେଇଟା ମାସରେ କିଣିଦେେଲେ ଫର୍ଚୁନର କାର୍‌!

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କୁକିଜ୍‌ ବିକୁଥିବା ନଜର ଆସିଛନ୍ତି। ଭିଡିଓରେ ଏକ ଫୁଡ୍‌ ବ୍ଲଗର୍‌ ଏହି କୁକିଜ୍‌ ବିକୁଥିବା ବିକ୍ରେତାଙ୍କ ନିକଟକୁ ଆସନ୍ତି ଏବଂ ତାଙ୍କୁ କୁହନ୍ତି ଯେ…

ଭିଜିଲାନ୍ସ ଜାଲରେ ଆରଆଇ

ଭଦ୍ରକ,୨୦।୧: ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ (ଆରଆଇ) ଶରତ ଜେନା ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଳଜମିକୁ ଘରବାଡି କରାଇବା ପାଇଁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଛନ୍ତି। ସୂଚନାଯୋଗ୍ୟ,…

ଜୀବନର ଶେଷ ମୁହୂର୍ତ୍ତରେ ହସ୍ପିଟାଲ ବେଡ୍‌ରେ ପିଲାଙ୍କ ପରୀକ୍ଷା ଖାତା ଚେକ୍‌ କରୁଥିଲେ ଶିକ୍ଷକ:ଫଟୋ ହେଉଛି ଭାଇରାଲ୍‌

ମାତାପିତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କ ସର୍ବାଧିକ ଅବଦାନ ରହିଛି। ସେମାନେ ନିଜ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି…

ପୋଖରୀ ଭିତରେ ପଶି କୁମ୍ଭୀରକୁ ଟାଣିଆଣିଲେ ଯୁବତୀ: ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

କୁମ୍ଭୀର ଜଳରେ ସବୁଠାରୁ ବିପଜ୍ଜନକ ପ୍ରାଣୀ ବୋଲି ବିବେଚନା କରାଯାଏ। ନଦୀ କିମ୍ବା ପୋଖରୀ କୂଳକୁ ଯିବା ମାତ୍ରେ କୁମ୍ଭୀରମାନେ ଭାବରେ ଆକ୍ରମଣ କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ବିଶ୍ୱାସ କରିହେବ…

ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ଘଟଣା: ୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା

ହାଭେରି,୧୨।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?