ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨୬, ୨୦୨୩ )

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରୁଛନ୍ତି

ଭୁବନେଶ୍ୱର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜାରେ ପିଲାମାନଙ୍କୁ ଖଡ଼ି ଛୁଆଁ

 ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ରାଜ୍ୟ ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଉତ୍ତମ ସେବା ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ପ୍ରଦାନ କରୁଛନ୍ତି, ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ

 

କଟକ ବାରବାଟୀ ଷ୍ଟାଡ଼ିଅମରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି

 

କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜା ଅବସରରେ ପୁଷ୍ପାଞ୍ଜଳି ଅର୍ପଣ କରୁଛନ୍ତି ଛାତ୍ରୀ ମାନେ

ଓଡ଼ିଶା ହାଇକୋର୍ଟରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରୁଛନ୍ତି

ଗଞ୍ଜାମ ଖଲିକୋଟ ୟୁନଭରସିଟି ଖେଳ ପଡିଆରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଦକ୍ଷିଣାଅଞ୍ଚଳ ରାଜସ୍ୱ କମିଶନର (RDC) ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୧)

କଟକ ସିଡିଏ ସେକ୍ଟର-୯ ସ୍ଥିତ ପେଟାନାଳ ଜଳରେ ଖାଦ୍ୟାନ୍ୱେଷଣରେ  ପକ୍ଷୀ କଟକ ମିଶନ ରୋଡ୍‍‌ରେ ବିକ୍ରୟ ପାଇଁ ଟୋପିଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ କଟକ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୮, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ମୃଦୁଗୁଞ୍ଜନ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ   ଭୁବନେଶ୍ୱର ପିଏମଜି ସ୍କୋୟାର ଧାରଣା ସ୍ଥଳରେ ଦୋକାନ   କଟକସ୍ଥିତ ଶୈଳବାଳା ମହିଳା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୦)

ଭୁବନେଶ୍ୱରର ଓଲ୍ଡଟାଉନ୍ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଶେଷ ସ୍ପର୍ଶ ଦେଇଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ସୋମବାର କଟକସ୍ଥିତ ରାଣୀହାଟ ହାଇସ୍କୁଲରେ ପରୀକ୍ଷା ହଲରେ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)

ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର ଦିବା ୧୦ଟା ୩୦ ସମୟରେ କୁହୁଡିରେ ଆଚ୍ଛାଦିତ କଟକ ମଙ୍ଗୁଳି ଜାତୀୟ ରାଜପଥ କଟକ ଯୋବ୍ରା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୧)

 ଆଗାମୀ ଦୁର୍ଗାପୂଜା ପୂର୍ବରୁ କଟକସ୍ଥିତ ଫିରିଙ୍ଗ ବଜାର ଅଞ୍ଚଳରେ ସାଜସଜ୍ଜା ସାମଗ୍ରୀ, ମୁକୁଟ ପ୍ରସ୍ତୁତ କରୁଥିବା କାରିଗରମାନେ ରବୀନ୍ଦ୍ର ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ଓ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୩, ୨୦୨୨)

ଦେବ ସ୍ନାନା ପୂର୍ଣ୍ଣିମା ଅବସରରେ କଳାକାର ଚନ୍ଦ୍ର ସେଖର ସାହୁ ଫିରିଙ୍ଗ ବଜାରରେ ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରକୁ ଶେଷ ସ୍ପର୍ଶ ଦେଇଛନ୍ତି ସୋମବାର ରାଜ୍ୟ ବିଧାନସଭାରେ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୫, ୨୦୨୧)

ନିର୍ମାଣ ଚାଲିଛି ‘ଆଇ ଲଭ କଟକ’ କଟକ ଚାନ୍ଦିନୀ ଚୌକରେ ଖୁଦୁରୁକୁଣୀ ମୂର୍ତ୍ତି କିଣୁଛନ୍ତି ଗ୍ରାହକ   କଟକ ସିଡିଏ ରିଂ ରୋଡ଼ ପାର୍ଶ୍ଵରେ ବାଦାମ...

Advertisement
Archives

Model This Week