ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩୧, ୨୦୨୩ )

ନୃତ୍ୟଧାମ ପକ୍ଷରୁ ଷଷ୍ଠ ଅଲ ଇଣ୍ଡିଆ କ୍ଲାସିକାଲ ଡାନ୍ସ ଫେଷ୍ଟିଭାଲ ଓ ଷଷ୍ଠ ଗୁରୁ ନାମ ଓ ସଙ୍ଗୀତ ମହୋତ୍ସବରେ ଉତ୍କଳ ରଙ୍ଗମଂଚରେ ନୃତ୍ୟ ପରିବେଷଣ କରୁଛନ୍ତି ଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକ

 

 

କଟକ ଜିଲ୍ଲା ସବରେଜିଷ୍ଟ୍ରର ଅଫିସ ନିକଟରେ ଥିବା ହୋଟେଲରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ

 

 ତାଲିମପ୍ରାପ୍ତ ଛାତ୍ରୀଛାତ୍ରମାନଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ୫ଦଫା ଦାବିରେ ଭୁବନେଶ୍ୱର ମାଷ୍ଟ୍ରରକ୍ୟାଣ୍ଟିନ ଛକରେ AICCTU ର ସଦସ୍ୟମାନଙ୍କ ଧାରଣା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?