ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨୩, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉତ୍ତର ପୁରୁଷ ନାଟକ ଉତ୍ସବରେ ନାଟକ ‘ଦେଖି’ର ଦୃଶ୍ୟ

 

ନେତାଜୀଙ୍କ ଜନ୍ମ ବାର୍ଷିକୀରେ କଟକ ଓଡିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଛାତ୍ରୀଛାତ୍ର ମାନେ ପରିଦର୍ଶନ କରୁଛନ୍ତି

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ବନାମ ଫ୍ରାନ୍ସ , ଜର୍ମାନୀ ୪ – ୦ ଗୋଲରେ ଜିତିଲା

 

ଡଟଫେଷ୍ଟ, ଭୁବନେଶ୍ୱର

 

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ବନାମ କୋରିଆ, କୋରିଆ ବିଜୟୀ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୯ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ମା ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ଦେବୀଗଡା କାଠଯୋଡ଼ି ନଦୀତଟରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି  

ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୪)

ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ...

ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୪ )

  ଭୁବନେଶ୍ୱର ରାମମନ୍ଦିର ପରିସରରେ ରାମ ନବମୀ ପାଳନ     ଭୁବନେଶ୍ୱରରେ ପ୍ରବଳ ଖରା ଓ ଗରମ     କଟକରେ ପୁରୀ ରଥ...

ଓଡ଼ିଶା: ଆଜିର ଫଟୋ ( ୧୬ ଏପ୍ରିଲ, ୨୦୨୪ )

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା       ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଭୁ ଶ୍ରୀରାମ      ...

ଓଡ଼ିଶା: ଆଜିର ଫଟୋ (୧୫ ଏପ୍ରିଲ, ୨୦୨୪)

ସୋମବାର ଭୁବନେଶ୍ୱରରେ ୪୧ .୮ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (୧୪ ଏପ୍ରିଲ, ୨୦୨୪)

ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୪ )

ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ     ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ...

ଓଡ଼ିଶା: ଆଜିର ଫଟୋ (୧ ୨ ଏପ୍ରିଲ, ୨୦୨୪)

୭୬ତମ ଭୁବନେଶ୍ୱର ପ୍ରତିଷ୍ଟା ଦିବସରେ ଭୁବନେଶ୍ଵରର କିଛି ଅଞ୍ଚଳର ଦୃଶ୍ୟ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri