ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩୦, ୨୦୨୩ )

ଉତ୍କଳ ରଙ୍ଗମଞ୍ଚରେ ଜିକେସିଏମ ଓଆରସି ପକ୍ଷରୁ କ୍ଲାସିକାଲ ଡାନ୍ସ ଫେଷ୍ଟିଭାଲ ନୃତ୍ୟଧ୍ୟାମ ଅନୁଷ୍ଠିତ ହୋଇଯାଇଛି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସରକାରୀ ବାସଭବନରେ ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ପ୍ରଦାନ କରାଯାଉଛି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସରକାରୀ ବାସଭବନରେ ମୁଖ୍ୟ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଶେଷ ଦର୍ଶନ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମର ଶରୀର ବିଧାନସଭା ପରିସରରେ ରେ ପହଁଚିବା ପରେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୦, ୨୦୨୧)

ମେଘୁଆ ସକାଳରେ କଟକ ଯୋବ୍ରା ଆନିକଟ କଟକ ବାରବାଟୀ ଷ୍ଟାଡିଅମରେ ୨୨ତମ ରାଜ୍ୟ ଆର୍ଚେରୀ ଚାମ୍ପିଅନସିପ ଅନୁଷ୍ଠିତ କଟକ ଯୋବ୍ରା ତଳଦଣ୍ଡା କେନାଲ ବନ୍ଧରେ ଚାଲିଛି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନରେ ଥିବା ଏକ ପୋଖରୀରୁ ରଙ୍ଗୀନ ବଗମାନେ ଖାଦ୍ୟ ଖୋଜୁଛନ୍ତି   ଭୁବନେଶ୍ୱର ଝାରପଡା ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଛି   ଭୁବନେଶ୍ୱର ରାଜୀବଭବନରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୨ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୨’ ଆୟୋଜିତ   ଓଡିଶା ଏନଭାଇରନମେଣ୍ଟାଲ ସୋସାଇଟି ତରଫରୁ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪୧ତମ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୪, ୨୦୨୧)

ପୁରୀରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅଭଡ଼ା   କଟକ କୁମ୍ଭାରସାହି ଅଞ୍ଚଳରେ ଶିଳ୍ପୀ ଗଢୁଛନ୍ତି ଖୁଦୁରୁକୁଣି ମୂର୍ତ୍ତି   କଟକ ଚାନ୍ଦିନୀଚୌକ ରାସ୍ତା ପାର୍ଶ୍ଵରେ...

ଓଡ଼ିଶା: ଆଜିର ଫଟୋ (ମେ ୧, ୨୦୨୨)

ଭୁବନେଶ୍ୱର ସୂଚନା ଭବନରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ   ଭୁବନେଶ୍ଵର ଗୀତଗୋବିନ୍ଦ ସଦନରେ ବିଶ୍ୱ ମୁକ୍ତି ପକ୍ଷରୁ ‘ବିଜୁ: ସ୍ବପ୍ନ ଓ ସଙ୍କଳ୍ପ’ ପତ୍ରିକା...

ଓଡ଼ିଶା: ଆଜିର ଫଟୋ (ମେ ୧୨, ୨୦୨୨)

କଟକ ଜୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରେ ଫୁଟିଛି ପଦ୍ମ ଫୁଲ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରାସ୍ତା ସମ୍ପ୍ରସାରଣ ପାଇଁ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧, ୨୦୨୨)

ଭୁବନେଶ୍ୱର ଝାରପଡା ଦୁର୍ଗାପୂଜା ମଣ୍ଡପ ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ମଣ୍ଡପ ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ମଣ୍ଡପ ଭୁବନେଶ୍ୱର ରସୁଲଗଡ ଦୁର୍ଗାପୂଜା ମଣ୍ଡପ ଭୁବନେଶ୍ୱର...

Advertisement
Archives

Model This Week