ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୬, ୨୦୨୩ )
କଟକ ରାଣୀହାଟ ରାସ୍ତା ପାର୍ଶ୍ୱରେ ଛତା ମରାମତି କରୁଛନ୍ତି ଦୋକାନୀ କଟକ ମାଲଗୋଦାମ ତାଳଦଣ୍ଡା କେନାଲ ପାର୍ଶ୍ୱରେ ସିଏମସି ପକ୍ଷରୁ ନିର୍ମିତ ପରିବା ହାଟର ଛାତ ଉପରେ ଗଛ ଭାଙ୍ଗି ବିପଦ ଶଙ୍କୁଳ ଅବସ୍ଥାରେ ପଡ଼ି ରହିଛି କଟକ ସ୍ଥିତ ଆଚାର୍ଯ୍ୟ…
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୫, ୨୦୨୩ )
ଭୁବନେଶ୍ୱରରେ ମୌସୁମୀ ବର୍ଷା ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଶ ପାଇଁ ସଚେତନତା କାର୍ଯ୍ୟକ୍ରମ ୫ ଦଫା ସମ୍ମିଳିତ ଦାବି ନେଇ ଖୁଚୁରା ଡ଼ିଲରସ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୪, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରୁହାଶ୍ରୀ କଳା ମନ୍ଦିର ପକ୍ଷରୁ ୧୧ତମ ଶ୍ରୀ ମନ୍ଦିର ମାହାରୀ ପରମ୍ପରା ଉତ୍ସବ ପାଳନ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ବକୃତା ପ୍ରତିଯୋଗିତା କଟକ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩ , ୨୦୨୩ )
ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରୁ ଛାତ୍ରୀଛାତ୍ର ମାନେ ଫେରୁଛନ୍ତି ଖାନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମୁଖରେ ରାସ୍ତା ମରାମତି କରାନଯାଇ ଦିର୍ଘଦିନରୁ ପଡ଼ିରହିଛି
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ, ‘ମୋ ବାପା ମୋ ମା’ ମହାପ୍ରଭୁ ମନ୍ଦିରକୁ ଯିବାପରେ ରଥରୁ ଚାରମାଳ ଫିଟା ଯାଇ ସାରଥୀଙ୍କୁ ରଥରୁ ଓହ୍ଲାଇ ଦିଆଯାଇଛି ଭୁବନେଶ୍ୱରରେ ଡେଙ୍ଗୁ ବିପଦ ସତ୍ତ୍ୱେ…
ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧, ୨୦୨୩ )
ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ବାଣୀବିହାର ଓପିଟିସିଏଲ ଅଫିସରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ ଡ୍ରିଲ୍ କଳ୍ପନା ଛକ ପାଣିଟାଙ୍କି ବସ୍ତି ନିକଟରେ ବନ୍ଦେ ମାତରାମ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୩୦ , ୨୦୨୩ )
ବଜ୍ରକବାଟି କଟକ ବୋର୍ଡ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ 2-ବଡ଼ଓଡ଼ିଆ ମଠ ପକ୍ଷରୁ ରତ୍ନସିଂହାସନ ଉପରେ ଲାଗୁଥିବା କନକମୁଣ୍ଡି ଚାନ୍ଦୁଆ ପ୍ରସ୍ତୁତ କରାଯାଉଛି
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯ , ୨୦୨୩ )
ମହାପ୍ରଭୁ ଙ୍କ ସୁନାବେଶ ଆରମ୍ଭ ଭଣ୍ଡାର ଘରୁ ଭଣ୍ଡାର ମେକାପ ଓ ପାଳିଆ ମେକାପ ରଥ ଉପରକୁ ନେଉଛନ୍ତି ସତ୍ୟନଗର ମସଜିଦରେ ଇଦ ଉଲ ଜୁହା ଅବସର ରେ ଆୟୋଜିତ ନମାଜ ପାଠ
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୮, ୨୦୨୩ )
ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ପହଣ୍ଡି ସମୟର ଦୃଶ୍ୟ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଏକାମ୍ର ପ୍ରକଳ୍ପର ଭୂମିପୂଜନ ଉତ୍ସବରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ବିଭିନ୍ନ ଜଗନ୍ନାଥ ମନ୍ଦିରର ବାହୁଡା ଯାତ୍ରା ଭୁବନେଶ୍ୱରରେ ଇସ୍କନ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୭, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୧୩ତମ ମାର୍ଗୀ ନୃତ୍ୟ ଉତ୍ସବରେ ରଞ୍ଜନା ଗ୍ରୋଭରଙ୍କ ଜୟଦେବ ଗୀତ ଗୋବିନ୍ଦ ନୃତ୍ୟ ଗଜପତି ମହାରାଜ୍ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିରର ଆଡ଼ପ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୫ , ୨୦୨୩ )
ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଭକ୍ତ ଙ୍କ ଭିଡ଼ ରଥଟଣା ପାଇଁ ମହାପ୍ରଭୁ ଙ୍କ ଆଜ୍ଞାମାଳ ରଥ କୁ ବିଜେ କରାଯାଉଛି ।
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୪, ୨୦୨୩ )
କଟକ ଚାନ୍ଦିନୀ ଚୌକ ଶ୍ରୀ ଜଗନ୍ନାଥ ମନ୍ଦିରରୁ ରୂପା ପାଲିଙ୍କିରେ ମା ଲକ୍ଷ୍ମୀ ଶୋଭାଯାତ୍ରାରେ ଅସ୍ଥାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଉଛନ୍ତି, କଟକ ଆଖଡା ସଂଘ ପକ୍ଷ୍ୟରୁ ରଣ କୌଶଳ ପ୍ରଦର୍ଶନ କରାଯାଉଛି ରାଜଧାନୀ ଭୁବନେଶ୍ୱରରେ ବର୍ଷା …
Archives


