
କଟକରେ କେଭିକେ ରୋଡ ସ୍ଥିତ ସତ୍ୟସାଇ ସ୍କୁଲ ମୁଖ୍ୟ ଫାଟକରେ ତାଲା ପଡ଼ିଥିବାରୁ ବାହାରେ ଛାତ୍ରୀଛାତ୍ରଙ୍କୁ ଧରି ଅପେକ୍ଷାରେ ଅଛନ୍ତି ଅଭିଭାବକ ଏବଂ ଶିକ୍ଷୟତ୍ରୀ ଶିକ୍ଷକ
ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଏମଏସଏମଇ ପ୍ରମୋସନ କାଉନସିଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ୟୁନିଟ ୩ ରେ ରାଜ୍ୟସ୍ତରୀୟ ପରିଚାଳନା କାର୍ଯ୍ୟାଳୟ ଉଦଘାଟିତ
ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଧାରଣା

