ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୮, ୨୦୨୩ )

ଅସୁରକ୍ଷିତ ଭାବେ କାଉଡ଼ିଆଙ୍କୁ ନେଇ କଟକସ୍ଥିତ ଗଡ଼ଗଡ଼ିଆ ଘାଟ ଅଭିମୁଖେ ଯାଉଥିବା ଅଟୋ

 

କଟକସ୍ଥିତ ଶିଖରପୁର ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି

 

କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ହଟ୍ଟଗୋଳ

୧୦ ଦଫା ଦାବିରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (OSTA) ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା

 

  ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଅଞ୍ଚଳର ଧର୍ମବିହାରରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ପ୍ରାକୃତିକ ଗ୍ୟାସ ଦ୍ୱାରା ପରିଚାଳିତ ଶବଦାହ ଗୃହର ଶୁଭ ଉଦଘାଟନ ଅବସରରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri