କଟକ କୁମ୍ଭାର ସାହି ଅଂଚଳରେ ଜଣେ ମହିଳା ଖୁଦୁରୁକୁଣୀଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଛନ୍ତି
ସିଲିକନ୍ ଇନଷ୍ଟିଚ୍ୟୁଟ୍ ପଟିଆରେ କେତକି ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ
ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ପ୍ରଜ୍ଞା ନୃତ୍ୟାୟନଙ୍କ ଦ୍ୱାଦଶ ଗୁରୁଶ୍ରୀ ସମ୍ମାନ ଉତ୍ସବ

