ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୯, ୨୦୨୩ )

ଯୋବ୍ରା ଆନିକଟ ଠାରେ ମହାନଦୀରେ ପ୍ରବାହିତ ବନ୍ୟା ଜଳ     ସ୍ଥାନୀୟ ଅଂଚଳ ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରୁଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଜଳୁଥିବା ଟାୟାରକୁ ରାସ୍ତାରୁ ହଟାଉଛନ୍ତି     ଏଆଇଟିୟୁସି ର ସଦସ୍ୟମାନେ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୮, ୨୦୨୩ )

କଟକ ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ଜଣେ ମହିଳା ବାଉଁଶ ଜାତ ଗୃହ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି     କସ୍ତୁରବା ନାରିମହଲ ପକ୍ଷରୁ କୁମାର ଉତ୍ସବ ପ୍ରତିଯୋଗିତାରେ ପିଲାମାନେ ଝୋଟି ପକାଉଛନ୍ତି     କଟକ ଯୋବ୍ରା ମହାନଦୀ ତଟରେ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୭, ୨୦୨୩ )

ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ପାଣି ଢ଼ାଳିବା ପାଇଁ ବୋଲବମ ଭକ୍ତଙ୍କ ଲମ୍ବା ଲାଇନ     ଭଞ୍ଜକଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସ ଫାଉଂଡେସନ ପକ୍ଷରୁ ଆୟୋଜିତ ଓଡିଶୀ ନୃତ୍ୟ ଉତ୍ସବ ପରିପୂର୍ଣ୍ଣରେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬, ୨୦୨୩ )

ଜିକେସିଏମରେ ତ୍ରିଧାରା ସଂଗଠନ ଦ୍ୱାରା ୩୭ତମ ଶ୍ରଦ୍ଧାଞ୍ଜଳି ସମାରୋହ     ନୟାପଲ୍ଲୀ ବିଜୁ ନାଟ୍ୟ କେନ୍ଦ୍ରରେ ଶତାବ୍ଦର କଳାକାର ପକ୍ଷରୁ ପରିବେଷିତ ନାଟକ, ‘ଗେଷ୍ଟ’     ଭଞ୍ଜକଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସ ଫାଉଂଡେସନ ପକ୍ଷରୁ ଗୁରୁ ଦେବପ୍ରସାଦ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୫, ୨୦୨୩ )

ରାମେଶ୍ୱର ମନ୍ଦିରର ଦଧିନଉତି ବିଜୁଳି ଆଘାତରେ ଖସି ପଡିଛି     ଭୁବନେଶ୍ୱର ଲକ୍ଷ୍ମୀସାଗର କେନାଲ ରୋଡ କଡରେ ନାଳ କାର୍ଯ୍ୟ ଅଧା ଯୋଗୁ ଲୋକଙ୍କ ଘରେ ପାଣି ପଶିଯାଇଛି   ବର୍ଷା ପରେ କଟକ ସହରର ବିଭିର୍ନ ଅଂଚଳର ଦୃଶ୍ୟ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୩, ୨୦୨୩ )

କଟକ ଚୌଧୁରୀ ବଜାର ଅଂଚଳରେ ଖୋଲିଥିବା ପାଇକାରୀ ରାଖୀ ଦୋକାନରୁ ରାଖୀ କିଣୁଥିବା ଖୁଚୁରା ବ୍ୟବସାୟୀ       ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ପାଇଁ ନବୀକରଣ ହୋଇଥିବା ପୋଖରୀ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଓ ଆବର୍ଜନାରେ ପରିପୂର୍ଣ ହୋଇଛି

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୨, ୨୦୨୩ )

ଗୋପାଳପୁର ମହାବିଦ୍ୟାଳୟ ପରିସରରେ ଧରିତ୍ରୀ ର ୫୦ ବର୍ଷ ପାଳନ ଅବସରରେ ବକୃତା ପ୍ରତିଯୋଗିତା     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ‘କଳାଶ୍ରମ’ ଦ୍ୱାରା ଆୟୋଜିତ ୧୮ତମ ଗୁରୁ ଦକ୍ଷିଣାର ଉଦଯାପନୀ ଉତ୍ସବରେ କଳାକାର ମାନେ ନୃତ୍ୟ ପରିବେଷଣ କରୁଛନ୍ତି  

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ‘We Are One Group’ ର କଳାକାର ମାନେ ୧୮ତମ ଗୁରୁ ଦକ୍ଷିଣା ଉତ୍ସବରେ ଚକ ଚେୟାରରେ ନୃତ୍ୟ ପରିବେଷଣ କରୁଛନ୍ତି       ରାଜଧାନୀ ଭୁବନେଶ୍ୱରରେ ବର୍ଷାରେ ବମିଖାଲ ରୋଡରେ ପ୍ରବଳ ପାଣି ଲୋକ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୩ )

ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ଜଳ ଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି     କଟକ ମହାନଦୀ ଗଡଗଡିଆ ଘାଟରୁ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ କାଉଡିଆ ଯିବା ପରେ ସୋମବାର ନଦୀ ତଟ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷିତ ଶିଶୁ ନାଟକ, ‘ବିପ୍ଲବୀ ବାଜିଆ’     ମହାନଦୀରେ ଜଣେ ଧୀବର ପରିବାରର କିଛି ସଦସ୍ୟ ମାଛ ଧରୁଛନ୍ତି     ସୂଚନା ଭବନରେ ଆଭେକ୍ସା ଟ୍ରଷ୍ଟର ୧୧ତମ ଉତ୍କର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri